Browsing Category

ରାଜ୍ୟ

କଳାହାଣ୍ଡି ଜିଲ୍ଲାର ପ୍ରତିଯୋଗୀମାନଙ୍କ ପାଇଁ ମାଗଣା ସିଭିଲ୍ ସର୍ଭିସେସ୍ କୋଚିଂ ‘ମିଶନ୍ ଆକାଂକ୍ଷା’ ର…

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ତା 29.11.2025- କଳାହାଣ୍ଡି ଜିଲ୍ଲା ପ୍ରଶାସନ ଏବଂ ଭିଜନ୍ ଆଇଏଏସ୍,ନୂଆଦିଲ୍ଲୀ ର ମିଳିତ ସହଯୋଗରେ ଭାରତୀୟ ପ୍ରଶାସନିକ ସେବା ର ପ୍ରତିଯୋଗିତା ପରୀକ୍ଷା ରେ ଜିଲ୍ଲାର ମେଧାବୀ ଛାତ୍ରଛାତ୍ରୀ ମାନେ କିପରି ଅଂଶ ଗ୍ରହଣ କରି ସଫଳତା ହାସଲ…

ଅବହେଳିତ ପଥପ୍ରାନ୍ତ କେନ୍ଦ୍ର ସାର୍ବଜନୀନ ସୁବିଧା ବନ୍ଦ,ବଢ଼ିଲା ଅସନ୍ତୋଷ ।

କେନ୍ଦ୍ରାପଡା:(ପ୍ରଫୁଲ୍ଲ କୁମାର ମଲ୍ଲ): କଟକ–ଚାନ୍ଦବାଲି ରାସ୍ତାର ସଲାର ଛକ ନିକଟରେ ଅବସ୍ଥିତ ପଥପ୍ରାନ୍ତ କେନ୍ଦ୍ର ଏବେ ଦୟନୀୟ ଅବସ୍ଥାରେ ପଡି ରହିଛି। ସରକାରୀ ସୁବିଧା ଭିତରେ ଥିବା ଏହି କେନ୍ଦ୍ରର ଅବସ୍ଥା ଦେଖିଲେ ବହୁଦିନ ଧରି କୌଣସି ରକ୍ଷଣାବେକ୍ଷଣ ନ ହୋଇଥିବା ସ୍ପଷ୍ଟ ହେଉଛି।…

ଜାତୀୟ ମାନବାଧିକାର କମିଶନ ସଭ୍ୟ ଡ.ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ପରିବାର ସହିତଙ୍କ ରଘୁନାଥ ଦର୍ଶନ

ଓଡ଼ଗାଁ ୨୯/୧୧(ଶ୍ରୀକାନ୍ତ କୁମାର ମିଶ୍ର): ଜାତୀୟ ମାନବାଧିକାର କମିଶନ ସଭ୍ୟ ତଥା  ଝାଡ଼ଖଣ୍ଡ ଉଚ୍ଚ ନ୍ୟାୟାଳୟର ପ୍ରାକ୍ତନ ମୁଖ୍ୟ ବିଚାରପତି ଡ.ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ପରିବାର ସହିତ ଶନିବାର ସନ୍ଧ୍ୟାରେ ଓଡ଼ଗାଁ ଠାରେ ବିଜେ ଶ୍ରୀରଘୁନାଥ ଜୀଉଙ୍କ ଦର୍ଶନ କରି ପ୍ରଭୁଙ୍କର କୃପା…

ଓଡ଼ଗାଁ କଲେଜ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ

ଓଡ଼ଗାଁ,୨୯।୧୧(ଶ୍ରୀକାନ୍ତ କୁମାର ମିଶ୍ର):  ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ପରିସରରେ ୨ ଦିନଧରି ଅନୁଷ୍ଠିତ ହେଉଥିବା ବାର୍ଷିକ କ୍ରୀଡା ପ୍ରତିଯୋଗିତା ଶନିବାର ଉଦଯାପିତ ହୋଇଯାଇଛି । ମହାବିଦ୍ୟାଳୟ କ୍ରୀଡା ପରିଷଦ ଉପସଭାପତି ଡ଼ ନିହାର ରଞ୍ଜନ ପ୍ରଧାନଙ୍କ ପ୍ରତ୍ୟକ୍ଷ…

ବିଜେପୁରରେ ବାଲ ବୈଜ୍ଞାନିକ ପ୍ରଦର୍ଶନୀ, କୁନି ବୈଜ୍ଞାନିକ ପ୍ରଦର୍ଶନ କଲେ ୧୨୨ପ୍ରକଳ୍ପ

ବିଜେପୁର: ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ସଂଗ୍ରାମୀ ପୀଠ ସମଲାଇପଦର ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି।ସରପଞ୍ଚ ଜୟସିଂ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ। ଏଥିରେ ପ୍ରାଥମିକ, ଉଚ୍ଚ ପ୍ରାଥମିକ ତଥା ମାଧ୍ୟମିକ…

ବ୍ଳକ୍ ସ୍ତରୀୟ ସାଂସଦ ଖେଳ ମହୋତ୍ସବ ଉଦଯାପିତ

 ଖେଳ ଭାଇଚାରା ସୃଷ୍ଟିର ଉତ୍କୃଷ୍ଟ ମାଧ୍ୟମ : ବିଇଓ ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ଉଚ୍ଚ ବିଦ୍ୟାଳୟ ପଡିଆରେ ବେଲଗୁଣ୍ଠା ପଂଚାୟତ ସମିତି ଆନୁକୂଲ୍ୟରେ ତିନି ଦିନିଆ ବ୍ଳକ୍ ସ୍ତରୀୟ ସାଂସଦ ଖେଳ ମହୋତ୍ସବ ଉଦଯାପିତ ହୋଇଯାଇଛି I ବେଲଗୁଣ୍ଠା ଗୋଷ୍ଠୀ…

ଦିବ୍ୟାଙ୍ଗ ଅଧିକାର ଅଧିନିୟମ ସଠିକ୍ କାର୍ଯ୍ୟକାରୀ ହେଉ

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ):ବିଶ୍ଵ ଭିନ୍ନକ୍ଷମ ଦିବସ ଅବସରରେ ଓଡିଶା ବିକଳାଙ୍ଗ ମଞ୍ଚ ଓ ବାର୍ଡ ମିଳିତ ସହଯୋଗରେ ସ୍ଥାନୀୟ ବାଉଁଶଲୁଣ୍ଡି ଗ୍ରାମପଂଚାୟତ ସଭାଗୃହରେ ଆମ ଅଧିକାର ଆମକୁ ଦିଅ ସମାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ରାଜ୍ୟ ମୁଖମନ୍ତ୍ରୀ ଓ ସମ୍ପୃକ୍ତ ମନ୍ତ୍ରୀ ପରିଷଦକୁ ଘୁମୁସର…

ଦ୍ଵିତୀୟ ସେମିଫାଇନାଲରେ ବିଜୟୀ ହୋଇ ଫାଇନାଲ କୁ ଗଲା ମରାଠା ଏକାଦଶ ଭଞ୍ଜନଗର

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ):  ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ୍ ଭଞ୍ଜ ଟ୍ରଫି-୨୦୨୫ ର ଆଜିର ଷଷ୍ଠ ଦିବସୀୟ ଦ୍ଵିତୀୟ ସେମିଫାଇନାଲ ମ୍ୟାଚ ରେ ଫୁଲବାଣୀ ଜେ.ଡି କ୍ଳବ୍ ସହହିତ ମରାଠା ଏକାଦଶ ଭଞ୍ଜନଗର ମଧ୍ୟରେ କଡ଼ା ସଂଘର୍ଷ ପୂର୍ଣ୍ଣ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଉଭୟ ଟିମ୍…

ବାସୁଦେବପୁର ଏବିଭିପି ର ନଗର ସମ୍ମିଳନୀ ଅନୁଷ୍ଠିତ। ବାସୁଦେବପୁର

 ବାସୁଦେବପୁର - ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବାସୁଦେବପୁର ଶାଖା ପକ୍ଷ ରୁ ନଗର ସମ୍ମିଳନୀ ସ୍ଥାନୀୟ ହନୁମାନ ବାଟିକା ରେ ସରସ୍ୱତୀ ଶିଶୁ ମନ୍ଦିର ପରିସର ରେ ଅନୁଷ୍ଠିତ ହୋଇ ଯାଇଛି। ଭଦ୍ରକ ଜିଲ୍ଲା ପ୍ରମୁଖ ସ୍ୱାଧୀନ ସୁନ୍ଦର ଦାସ ଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇ ଯାଇଛି କାର୍ଯ୍ୟ କ୍ରମ।…

ବିଜେଡି ପ୍ରାଥୀଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର, ବିଜେପି ସରପଞ୍ଚ ନିର୍ଦୋନ୍ଦ ରେ ନିର୍ବାଚିତ,

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଲକ୍ ପାଇଲିପଡ଼ା ପଂଚାୟତର ପୂର୍ବତନ ସରପଞ୍ଚ ଜୟରାମ ନାୟକ ଅନାସ୍ଥାରେ ହାରିଯିବା ପରେ କିଛି ମାସ ଧରି ନାଏବ ସରପଞ୍ଚ ସଲୀଳା ମହାରଣା ସରପଞ୍ଚ ଦାୟିତ୍ୱ ତୁଲାଇ ଆସୁଥିଲେ I ଚଳିତ ମାସରେ ପାଇଲିପଡ଼ା ପଂଚାୟତର ସରପଞ୍ଚ ପଦବୀ ନିମନ୍ତେ ନିର୍ବାଚନ…