Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
“ସିଏଜି ରିପୋର୍ଟ” ବିଜୁ ଜନତା ଦଳର ଖଣି କେଳେଙ୍କାରୀ କଳା ଚିଠାର ନୂଆ ପୃଷ୍ଠା: ଅନୀଲ ବିଶ୍ୱାଳ
ସିଏଜି ରିପୋର୍ଟ ଏବଂ ଏମ୍ଏମ୍ଡିଆର୍ ସଂଶୋଧନ ଉପରେ ବିଜେଡିକୁ ଖୋଲା ବିତର୍କ ପାଇଁ ଆହ୍ୱାନ
ସଦ୍ୟ ପ୍ରକାଶିତ ସିଏଜି ରିପୋର୍ଟ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାରର ଖଣି ପ୍ରଶାସନ ଏବଂ ଖଣି ପ୍ରଭାବିତ ଅଂଚଳରେ କେଉଁଭଳି ଭାବରେ ଅର୍ଥ ଲୁଟ୍ କରାଯାଉଥିଲା ତାହାର ବାସ୍ତବ!-->!-->!-->!-->…
ଏମ୍ଏମଡିଆର ପ୍ରସଙ୍ଗରୁ ଲୋକଙ୍କ ଦୃଷ୍ଟି ହଟାଇବା ପାଇଁ ବିଜେପି ସିଏଜି ରିପୋର୍ଟର ସାହାରା ନେଉଛି: ବିଜେଡି
ବିଜେପି ଖଣି ମାଲିକଙ୍କ ପାଇଁ ଓକିଲାତି କଲା ବେଳେ ବିଜେଡି ଓଡିଶା ଲୋକଙ୍କ ଅଧିକାର ପାଇଁ ଲଢେଇ କରୁଛି
ସିଏଜି ରିପୋର୍ଟକୁ ଆଶା ବାଡ଼ି କରି ବିଜେପି ମିଛ ରାଜନୀତି କରୁଛି
ଡିଏମଏଫ ଫଣ୍ଡକୁ ନେଇ ବିଜେପି ମିଛ କହି ଲୋକଙ୍କୁ ଭ୍ରମିତ କରୁଛି
ଭୁବନେଶ୍ୱର, ୩୦/୦୯/୨୦୨୬: ଡିଏମଏଫ!-->!-->!-->!-->!-->!-->!-->!-->!-->…
ଟାଇମ୍ସ ହାୟର ଏଜୁକେସନ ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ ୨୦୨୭
କିଟ୍ ଭାରତର ୪ର୍ଥ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ
ପୂର୍ବ ଭାରତର ସର୍ବଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ
ଭୁବନେଶ୍ୱର, ୩୦ ।୯: ଟାଇମ୍ସ ହାୟର ଏଜୁକେସନ ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ -୨୦୨୭ରେ କିଟ୍ ବିଶ୍ୱବିବ୍ୟାଳୟ ପୁଣିଥରେ ତା’ର ଉତ୍କର୍ଷତା ପ୍ରତିପାଦନ କରି ଭାରତର ସମସ୍ତ ଘରୋଇ ଓ!-->!-->!-->!-->!-->!-->!-->…
ସର୍ବସାଧାରଣ ସ୍ଥାନରେ ମଦ୍ୟପାନ ବିରୋଧୀ ଅଭିଯାନ ଜାରି , ୪ ଜଣ ଅଟକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବୁଧବାର ରାତ୍ରିରେ ପାରଳାଖେମୁଣ୍ଡି ପୋଲିସ ପକ୍ଷରୁ ନିୟମିତ ରାତ୍ରି ପାଟ୍ରୋଲିଂ ସମୟରେ ରାଣୀପେଣ୍ଠ ଜଙ୍କସନ୍ ମୁଖ୍ୟ ରାସ୍ତାର ସର୍ବସାଧାରଣ ସ୍ଥାନରେ ମଦ୍ୟପାନ କରି ଜନସାଧାରଣଙ୍କ ପାଇଁ ଉପଦ୍ରବ ସୃଷ୍ଟି କରୁଥିବା ଅବସ୍ଥାରେ କେ. ୟାଦଗିରି (୨୩),!-->…
ସ୍ୱଚ୍ଛ ସାଥୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ଆହାର କେନ୍ଦ୍ରରେ ଖାଦ୍ୟର ମାନ ଯାଞ୍ଚ
ଓଡ଼ଗାଁ, ୩୦।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି) ପକ୍ଷରୁ ସ୍ୱଚ୍ଛ ସାଥୀ ଓ ପରିମଳ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ବୁଧବାର ଓଡ଼ଗାଁ ଡାକ୍ତରଖାନା ପରିସରରେ ଅନୁଷ୍ଠିତ ହୋଇଯାଇଛି।ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ!-->…
ଡିଜେ ସାଉଣ୍ଡର ଦୌରାତ୍ମ୍ୟ: ଶବ୍ଦ ପ୍ରଦୂଷଣରେ ଜନଜୀବନ ଅସ୍ତବ୍ୟସ୍ତ,
ରୋକିବ କିଏ, ପ୍ରଶାସନିକ ତତ୍ପରତା ଦାବି
ଓଡ଼ଗାଁ, ୩୦।୯(ଶ୍ରୀକାନ୍ତ କୁମାର ମିଶ୍ର): ବର୍ତ୍ତମାନ ସମୟରେ ଡିଜେ ସାଉଣ୍ଡର ଅତ୍ୟଧିକ ଶବ୍ଦକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ବଢ଼ିଚାଲିଛି। ବିବାହ, ଭୋଜି ଓ ବିଭିନ୍ନ ଉତ୍ସବ ନାମରେ ଉଚ୍ଚଶବ୍ଦରେ ଡିଜେ ବାଜିବା ଯୋଗୁଁ ଛୋଟ ପିଲାଙ୍କଠାରୁ!-->!-->!-->…
ଗୟଳ ସିଂହ ଏବଂ ଭାଲୁ ମୁଣ୍ଡିଆ ତଳି ଅଞ୍ଚଳରେ ହାତୀପଲଙ୍କ ଉତ୍ପାତ
ଏକ ମାସରୁ ଉର୍ଦ୍ଧ୍ବ ସମୟ ଧରି ଡେରା ପକାଇଛନ୍ତି ୧୫ ଟିକିଆ ହାତୀପଲ
ଓଡ଼ଗାଁ, ୩୦।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଓ ପଞ୍ଚରିଡା ବନାଞ୍ଚଳ ଅନ୍ତର୍ଗତ ଗୟଳ ସିଂହ ଏବଂ ଭାଲୁ ମୁଣ୍ଡିଆ ତଳି ଅଞ୍ଚଳରେ ଦୀର୍ଘ ଏକମାସରୁ ଉର୍ଦ୍ଧ୍ବ ସମୟ ଧରି ୪ ଗୋଟି ଛୁଆ ହାତୀଙ୍କ!-->!-->!-->!-->!-->…
ରାଜ୍ୟ ବ୍ୟାଡମିଣ୍ଟନରେ ଓଡ଼ଗାଁର ଓଜସ୍ୱିନୀ କ୍ୱାର୍ଟର ଫାଇନାଲିଷ୍ଟ
,ଓଡ଼ଗାଁ, ୩୦।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମର ଛାତ୍ରୀ ଓଜସ୍ୱିନୀ ମହାପାତ୍ର ୟୁନେସ୍କ-ସନରାଇଜ୍ ଓଡ଼ିଶା ଲେବୁଲ-୩ ରାଜ୍ୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍-୨୦୨୬ରେ ସଫଳତା ହାସଲ କରିଛନ୍ତି। ୧୭ ବର୍ଷରୁ କମ୍ ବାଳିକା ଏକକ ବର୍ଗରେ!-->…
୧୨ଦଫା ଦାବି ଉପରେ ରାଜ୍ୟ ବ୍ୟାପି ଜାତୀୟ ଦାବି ଦିବସ ପାଳନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଅବସରପ୍ରାପ୍ତ କର୍ମଚାରୀ ସଂଘ ତରଫରୁ ବିଭିନ୍ନ ଦାବୀ ସମ୍ମିଳିତ ଦରଖାସ୍ତ ଜିଲ୍ଲାପାଳଙ୍କୁ ସଂଘର କର୍ମକର୍ତ୍ତା ମାନେ ଦେଇଛନ୍ତି। ସହ ଏଥିରେ ବିଭିନ୍ନ ଦାବୀ ଯଥା :- ୨୦୨୫ ମସିହା ମାର୍ଚ୍ଚ ମାସରେ ସଂସଦରେ ଅନୁମୋଦିତ ପେନସନ!-->…
ସେବା ପଖୱାଡା ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସେବା ପଖୱାଡା ଅବସରରେ ପାରଳାଖେମୁଣ୍ଡିସ୍ଥିତ ଏସ୍.କେ.ସି.ଜି. କଲେଜ ନିକଟରେ ଆଜି ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ମେରା ଯୁବା ଭାରତ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏନ୍ସିସି ଛାତ୍ରଛାତ୍ରୀ , ମାଇ ଭାରତ!-->!-->!-->…