Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତ ପୂର୍ବରୁ ବିଜୁ ଛାତ୍ର ଜନତା ଦଳର ୧୧ ଦଫା ଦାବି
ବଲାଙ୍ଗିର: ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତକୁ ଦୃଷ୍ଟିରେ ରଖି ବିଜୁ ଛାତ୍ର ଜନତା ଦଳ (BCJD) ବଲାଙ୍ଗିର ପକ୍ଷରୁ ଏକ ପ୍ରେସ୍ମିଟ୍ ଆୟୋଜିତ ହୋଇଥିଲା। ଏଥିରେ BCJD ବଲାଙ୍ଗିର ସଭାପତି ସୁମନ କୁମାର ନନ୍ଦ ବଲାଙ୍ଗିରର ଉଚ୍ଚଶିକ୍ଷା, ଭିତ୍ତିଭୂମି ଓ ଐତିହ୍ୟର ବିକାଶ!-->!-->!-->…
ଗଜପତି ଜିଲ୍ଲାସ୍ତରୀୟ ସ୍ମାର୍ଟ ଓଡ଼ିଶା ହ୍ୟାକାଥନ୍ ୩.୦ : ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭାରତର ଅଭିନବ ଚିନ୍ତାଧାରା ଓ ସମସ୍ୟା ସମାଧାନର ଏକ ଅନନ୍ୟ ମଞ୍ଚ ‘ସ୍ମାର୍ଟ ଓଡ଼ିଶା ହ୍ୟାକାଥନ୍ ୩.୦’ ଏବଂ ‘ଓଡ଼ିଆ ପ୍ରେନ୍ୟୁର୍ – ସ୍ମାର୍ଟ ଓଡ଼ିଶା ହ୍ୟାକାଥନ୍’ର ଗଜପତି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ପାରଳାଖେମୁଣ୍ଡି ସ୍ଥିତ!-->!-->!-->…
ଚାଷୀ-ମୂଲିଆ ଓ ଆଦିବାସୀଙ୍କ ସହ ସବୁବେଳେ ବିଧାୟକ ରୂପେଶ ପାଣିଗ୍ରାହୀ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଚାଷୀ , ମୂଲିଆ ଓ ଆଦିବାସୀଙ୍କ ଦୁଃଖ-ସୁଖରେ ସାମିଲ ହୋଇ ସେମାନଙ୍କ ମନୋବଳ ବଢ଼ାଇବାର ଏକ ଭାବପ୍ରବଣ ଉଦାହରଣ ସୃଷ୍ଟି କରିଛନ୍ତି ପାରଳା ବିଧାୟକ ରୂପେଶ ପାଣିଗ୍ରାହୀ। ଗଜପତି ଜିଲ୍ଲା କାଶୀନଗର ବ୍ଲକ ଖାରଡା ପଞ୍ଚାୟତ ଅନ୍ତର୍ଗତ ଗୁଟିପାଡୁ!-->!-->!-->…
ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ (ଡିଏଲଏସଏ) ପକ୍ଷରୁ ଜିଲ୍ଲା ଜଜ୍-ତଥା-ଅଧ୍ୟକ୍ଷ ଶ୍ରୀ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଏବଂ ଡିଏଲଏସଏ , ଗଜପତିର ସଚିବ ଶ୍ରୀ ବିମଳ ରାଉଳଙ୍କ ଅଧ୍ୟକ୍ଷତାରେ ଆଜି ଭାଇଝଲ ଗ୍ରାମ ପଞ୍ଚାୟତ!-->!-->!-->…
କାଶୀନଗର ଶ୍ରୀଜଗନ୍ନାଥ ମନ୍ଦିର ମହୋତ୍ସବରେ ଯୋଗ ଦେଲେ ବିଧାୟକ
- ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କାଶୀନଗର ଠାରେ ଥିବା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଆଜି ସ୍ବର୍ଗତ ଗୋବର୍ଦ୍ଧନ ଦାସ ମହାରାଜ ଜୀ ଙ୍କ ୧୯ ତମ ଶ୍ରାଦ୍ଧ ମହୋତ୍ସଵ ପାଳନ ଅବସରରେ ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ପ୍ରଥମେ ସ୍ବର୍ଗତ ଗୋବର୍ଦ୍ଧନ ଦାସ!-->!-->!-->…
‘ହର ଘର ତ୍ରିରଙ୍ଗା–୨୦୨୬’ ଉତ୍ସବମୁଖର ପରିବେଶରେ ବାହାରିଲା ବିଶାଳ ତ୍ରିରଙ୍ଗା ବାଇକ୍ ରାଲି
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ‘ହର ଘର ତ୍ରିରଙ୍ଗା–୨୦୨୬’ ଅଭିଯାନ ଉପଲକ୍ଷେ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଏକ ଭବ୍ୟ ଜିଲ୍ଲାସ୍ତରୀୟ ତ୍ରିରଙ୍ଗା ବାଇକ୍ ରାଲି ଉତ୍ସବମୁଖର ପରିବେଶରେ ଆୟୋଜିତ ହୋଇଯାଇଛି। ସକାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏହି ବିଶାଳ!-->!-->!-->…
ବେଲଗୁଣ୍ଠାରେ ନିଶା ମୁକ୍ତି ଅଭିଯାନ
ବେଲଗୁଣ୍ଠା,୧୩/୦୮, -(ଶିବରାମ ଚୌଧୁରୀ )-ଭଞ୍ଜନଗର ବାଗଦେବୀ ରୋଡ୍ସ୍ଥିତ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ, ଶାନ୍ତି ସ୍ରୋତ ଭବନ ଉପସେବା କେନ୍ଦ୍ର ପକ୍ଷରୁ ବେଲଗୁଣ୍ଠା ସରସ୍ୱତୀ ଶିଶୁ ବିଦ୍ୟା ଭବନରେ ନିଶା ମୁକ୍ତି ଅଭିଯାନ ଆୟୋଜିତ ହୋଇଛି। ଛାତ୍ରଛାତ୍ରୀ ଓ ସମାଜ!-->!-->!-->…
ବନ୍ୟା ଦୁର୍ଗତଙ୍କୁ କଂଗ୍ରେସ ନେତାଙ୍କ ସହାୟତା
ରାତି ରେ ପ୍ରବଳ ବର୍ଷା ହେବା ଫଳ ରେ ମାଡିଆସିଲା ହୁଳୁହୁଳିଆ ଏମିତି କି କେବେ ପାଣି ଯାଉନଥିବା ଗାଁ ରେ ପ୍ରବଳ ବନ୍ୟା ବିଶେଷ କରି ରାଇସୁଆଁ, ହଳଦୀପଦା, କସିପଦା , ଆଙ୍କ ଏବଂ ରୁପ୍ସା ପଂଚାୟତ ରେ ଘରେ ଘରେ ପାଣି, କେବେ ବନ୍ୟା ଦେଖି ନଥିବା ଲୋକେ ହଠାତ ବନ୍ୟା ରେ କିଛି ଆସବା ପତ୍ର କାଢି!-->…
ସୀମାନ୍ତ ମହାବିଦ୍ୟାଳୟରେ ୪୭ତମ ସ୍ଵନକ୍ଷତ୍ର ଦିବସ ପାଳନ
ମୟୁରଭଞ୍ଜ ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ: ସାରସକଣା ବ୍ଲକ ଝାରପୋଖରିଆ ସ୍ଥିତ ସୀମାନ୍ତ ମହାବିଦ୍ୟାଳୟର ୪୭ ତମ ସ୍ଵନକ୍ଷତ୍ର ଦିବସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରହଲ୍ଲାଦ ଅଗସ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଉକ୍ତ ଉତ୍ସବରେ ମୁଖ୍ୟ!-->…
ଭାରତୀୟ ଜନତା ପାର୍ଟି ତରଫରୁ ନୀଳଗିରିରେ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା
ନୀଳଗିରି: ନୀଳଗିରି ନିର୍ବାଚନ ମଣ୍ଡଳରେ ଭାରତୀୟ ଜନତା ପାର୍ଟି ତରଫରୁ ନୀଳଗିରି ରେ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ତ୍ରିରଙ୍ଗା ଶୋଭାଯାତ୍ରା ନୀଳଗିରି ଜଗନ୍ନାଥ ମନ୍ଦିର ଠାରୁ ଆରମ୍ଭ ହୋଇ ସହର ପରିକ୍ରମା କରି ନୀଳଗିରି ଡାକବଙ୍ଗଳା ଠାରେ ଶେଷ ହୋଇଥିଲା। ଏହି!-->…