Browsing Category

ରାଜ୍ୟ

ବେଟି ବଞ୍ଚାଅ, ବେଟି ପଢାଅ ଓ ଶିଶୁ ପାଇଁ ଦିବସ ଟିଏ କାର୍ଯ୍ୟକ୍ରମ

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଭଞ୍ଜନଗର ଆଇସିଡିଏସ୍ ପ୍ରକଳ୍ପ ପକ୍ଷରୁ ‘ବେଟି ବଞ୍ଚାଅ ବେଟି ପଢ଼ାଓ’ ଅଭିଯାନ ଅଧୀନରେ କନ୍ୟାଶିଶୁଙ୍କ ସୁରକ୍ଷା, ଶିକ୍ଷା ଓ ସଶକ୍ତିକରଣ ସହ ଶିଶୁ ବିବାହ ନିରାକରଣ ନିମନ୍ତେ ବ୍ଲକସ୍ତରୀୟ ଟାସ୍କ ଫୋର୍ସର ସମନ୍ୱୟ ବୈଠକ ଭଞ୍ଜନଗର ବ୍ଲକ୍…

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ବିକାଶ ପାଇଁ ୫ ଦଫା ଦାବି

ଛାତ୍ର ସୁରକ୍ଷାଠାରୁ ଭିତ୍ତିଭୂମି ବିକାଶ ପର୍ଯ୍ୟନ୍ତ ଦାବି ଉପସ୍ଥାପନ ବଲାଙ୍ଗୀର: ବଲାଙ୍ଗୀରର ଐତିହ୍ୟବାହୀ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ସାମଗ୍ରିକ ବିକାଶ, ଛାତ୍ରଛାତ୍ରୀଙ୍କ ସୁରକ୍ଷା, ଉତ୍ତମ ଶିକ୍ଷା ପରିବେଶ ଓ ଆବଶ୍ୟକ ଭିତ୍ତିଭୂମି ସୃଷ୍ଟି ନେଇ ୫ ଦଫା ଦାବି…

ଗାନ୍ଧୀ ଜୟନ୍ତୀ ଅବସରରେ ସେଣ୍ଟ ଜାଭିୟର୍ସ ହାଇସ୍କୁଲରେ ‘ମାଇଣ୍ଡ ସ୍ପାର୍କ ୨୦୨୬’ ଆୟୋଜିତ

କେନ୍ଦୁଝର,ତା୩/୧୦- ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ କେନ୍ଦୁଝର ସହରରେ ସରକାରୀ ଓ ବେସରକାରୀ ସଂସ୍ଥା ମାନେ ଅନେକ କାର୍ଯ୍ୟକ୍ରମ କରି ପ୍ରିୟ ବାପୁଜୀଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ବିଭିନ୍ନ ବିଦ୍ୟାଳୟରେ ଏପରି କାର୍ଯ୍ୟକ୍ରମ ମଧ୍ୟ ହୋଇଥିଲା ତେବେ କେନ୍ଦୁଝର ସଦର ବ୍ଲକ ନଇଗାଁ ଠାରେ…

ମହେନ୍ଦ୍ରଗିରିରେ ୨୩ତମ ଜାତୀୟ ଏମ୍ ଟି ବି ଚାମ୍ପିଅନଶିପ୍‌ର ତୃତୀୟ ଦିନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ପାହାଡ଼ସ୍ଥିତ କଇଁପୁର ଗ୍ରାମରେ ଚାଲିଥିବା ୨୩ତମ ଜାତୀୟ ଏମ୍ ଟି ବି ସାଇକ୍ଲିଂ ଚାମ୍ପିଅନଶିପ୍‌ର ତୃତୀୟ ଦିନ ସୁରକ୍ଷିତ ଓ ସଫଳତାର ସହ ସମ୍ପନ୍ନ ହୋଇଛି।ତୃତୀୟ ଦିନର ମୁଖ୍ୟ ଆକର୍ଷଣ ଥିଲା ବିଭିନ୍ନ ବୟସ…

ଏସଆଇଆର -୨୦୨୬ ପରବର୍ତ୍ତୀ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଏବଂ ଫର୍ମ-୬ ଆବେଦନରେ ନିୟମାବଳୀର ସରଳୀକରଣ।

ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ,ଗଜପତି ପ୍ରେସ ବିଜ୍ଞପ୍ତି ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ କାର୍ଯ୍ୟାଳୟର ତା ୦୩.୧୦.୨୦୨୬ ରିଖର ନିର୍ଦ୍ଦେଶ ଅନୁସାରେ ଏସଆଇଆର -୨୦୨୬ ପରବର୍ତ୍ତୀ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଏବଂ…

ନବନିଯୁକ୍ତ ରାଜ୍ୟ ପ୍ରଭାରୀ ଶ୍ରୀମତୀ ଡି.ପୁରନ୍ଦେଶ୍ୱରୀ ଏବଂ ସହପ୍ରଭାରୀ ଡ.ସ୍ୱଦେଶ ସିଂହଙ୍କ ଓଡିଶା ଆଗମନ

 ସରକାର ଓ ସଂଗଠନ ମଧ୍ୟରେ ସମନ୍ୱୟକୁ ଗୁରୁତ୍ୱ ଦିଆଯିବ ଏବଂ ଦଳୀୟ ସଂଗଠନକୁ ଆହୁରୀ ଅଧିକ ସୁଦୃଢ କରାଯିବ : ଶ୍ରୀମତୀ ଡି.ପୁରନ୍ଦେଶ୍ୱରୀ  ବିମାନ ବନ୍ଦରରେ ପ୍ରଭାରୀ ଓ ସହପ୍ରଭାରୀଙ୍କୁ ବିପୁଳ ସ୍ୱାଗତ ଓ ସମ୍ବର୍ଦ୍ଧନା  ସେବା ସଂକଳ୍ପ ଅଭିଯାନ ଅନ୍ତର୍ଗତ ‘ଆଙ୍ଗନ୍ କି ଉତ୍ସବ’…

ସମ୍ ହସ୍ପିଟାଲ୍ ପକ୍ଷରୁ ପେଟ ଓ ଅନ୍ତନଳୀ ସମସ୍ୟାକୁ ନେଇ ସିଏମ୍ଇ ଆୟୋଜିତ

ଭୁବନେଶ୍ୱର , ୦୩ /୧୦: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ ପକ୍ଷରୁ ପେଟ ଓ ଅନ୍ତନଳୀର ସମସ୍ୟା ସମ୍ପର୍କିତ ଏକ ସିଏମ୍ଇ ଆୟୋଜିତ ହୋଇଯାଇଛି । ହସ୍ପିଟାଲ୍ର ଆନାଟୋମି ବିଭାଗ ଓ ଆନାଟୋମିକାଲ୍ ସୋସାଇଟି ଅଫ୍ ଇଣ୍ଡିଆ…

ଶିଶୁ ଶ୍ରମିକ ମୁକ୍ତ ଗ୍ରାମ ପଞ୍ଚାୟତ ଅଭିଯାନ

ଜଗତସିଂହପୁର: ଅକ୍ଟୋବର ୨ ତାରିଖ ଠାରୁ ୧୪ ନଭେମ୍ବର, ୨୦୨୬ ରିଖ ପର୍ଯ୍ୟନ୍ତ ଦୀର୍ଘ ୪୪ ଦିନ ଧରି ଶିଶୁ ଶ୍ରମିକ ମୁକ୍ତ ଗ୍ରାମ ପଞ୍ଚାୟତ ଅଭିଯାନ ପରିପ୍ରେକ୍ଷୀରେ ୨ ତାରିଖ ରୁ ଜଗତସିଂହପୁର ଜିଲ୍ଲାର ଜଗତସିଂହପୁର ବ୍ଲକ୍ ଅନ୍ତର୍ଗତ ମଣ୍ଡାସାହି, କଣ୍ଟିଲୋ, ପଲି, ଜାହାନ୍ ପୁର, ବାଲିକୁଦା…

ଚତୁର୍ଥ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ

ବାଣପୁର:(ସେକ୍ କୌସର):ବାଣପୁର ଗୋଷ୍ଠି ଶିକ୍ଷା ଅଧିକାରୀ, ଵିଆରସିସି ଙ୍କ ତତ୍ୱାବଧାନ ରେ ବାନାମ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ, ଭୀମପୁର କ୍ଲଷ୍ଟର ର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ପ୍ରମୋଦ କୁମାର ପାତ୍ର ଙ୍କ ଦ୍ଵାରା ଚତୁର୍ଥ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ସରକାରୀ ଉଚ୍ଚ…

ଡିଏଚ୍‌ଏଚ୍‌ରେ ମଡ୍ୟୁଲାର କିଚେନ୍‌ ପାଇଁ ୨.୧୯ କୋଟି ଟଙ୍କାର ଅନୁମୋଦନ

ଝାରସୁଗୁଡ଼ା, ୩/୧୦: ଝାରସୁଗୁଡ଼ା ଜିଲ୍ଲାର ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌) ପରିସରରେ ମଡ୍ୟୁଲାର କିଚେନ୍‌ ନିର୍ମାଣ ପାଇଁ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରଶାସନିକ ଅନୁମୋଦନ ମିଳିଛି। ୨୦୨୬-୨୭ ଆର୍ଥିକ ବର୍ଷର ରାଜ୍ୟ ଯୋଜନା ଅଧୀନରେ ଏହି ନିର୍ମାଣ କାର୍ଯ୍ୟ…