Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଗଜପତି ପୋଲିସକୁ ମିଳିଛି ବଡ ସଫଳତା- ୪ଟି ଚୋରି ମାମଲାର କରିଛି ପର୍ଦ୍ଦାଫାସ
୧୦ ତୁଳା ସୁନା ଅଳଙ୍କାର ସହ ୯ କେଜି ରୂପା ଏବଂ ନଗଦ ୩୩ ହଜାର ଉଦ୍ଧାର
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଦୁଇଟି ଥାନା ଅଞ୍ଚଳର ୪ଗୋଟି ଚୋରୀ ମାମଲାର ପର୍ଦ୍ଦାଫାସ କରିଛି ଗଜପତି ପୋଲିସ୍। ସହରରେ ଗତ କିଛି ଦିନ ହେବ ଚୋରି ମାମଲା ବୃଦ୍ଧି ପାଇବାରେ ଲାଗିଥିବା ବେଳେ…
ଓଡଗାଁ ନ୍ୟାୟାଳୟ ଓ ତହସିଲ କାର୍ଯ୍ୟାଳୟରେ ନୂତନ ସରକାରୀ ଓକିଲଙ୍କୁ ମିଳିଲା ନିଯୁକ୍ତି,
ଓଡଗାଁ,୫।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡଗାଁର ବିଭିନ୍ନ ନ୍ୟାୟାଳୟ ଓ ତହସିଲଦାରଙ୍କ କାର୍ଯ୍ୟାଳୟରେ ନୂତନ ସରକାରୀ ଓକିଲଙ୍କୁ ରାଜ୍ୟ ସରକାରଙ୍କ ଆଇନ ବିଭାଗ ନିଯୁକ୍ତି ପ୍ରଦାନ କରିଛନ୍ତି ।ତଦନୁସାରେ ଅତିରିକ୍ତି ଜିଲ୍ଲା ବିଚାରପତିଙ୍କ ନ୍ୟାୟାଳୟରେ ଚିତ୍ତରଞ୍ଜନ ଦାଶ…
ଠେଙ୍ଗା ପାଳି କରି ଚୋର ଜଗିଲେ ଭଗବତୀ ପ୍ରସାଦ ଗାଁର ଯୁବଗୋଷ୍ଠୀ
ଓଡ଼ଗାଁ, ୫।୧ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅଧୀନ ରୋହିବାଙ୍କ ପଞ୍ଚାୟତର ଭଗବତୀ ପ୍ରସାଦ ଗାଁରେ ଚୋରଙ୍କ ଉପଦ୍ରବ ବୃଦ୍ଧି ପାଉଥିବାରୁ ଗାଁର ଯୁବଗୋଷ୍ଠୀ ରବିବାର ରାତିରୁ ସଚେତନତା ଅଭିଯାନ ସ୍ୱରୂପ ଠେଙ୍ଗା ପାଳି ଆରମ୍ଭ କରିଛନ୍ତି। ସୂଚନା ଅନୁସାରେ, ଗତ ଶନିବାର…
ପିଏମ୍ଶ୍ରୀ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଶିକ୍ଷା ପରିଭ୍ରମଣ
ଓଡ଼ଗାଁ, ୫।୧(ଶ୍ରୀକାନ୍ତ କୁମାର ମିଶ୍ର ): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ସ୍ଥିତ ପିଏମ୍ଶ୍ରୀ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପକ୍ଷରୁ ବିଦ୍ୟାଳୟ ସ୍ତରୀୟ ଶିକ୍ଷା ସମ୍ବନ୍ଧୀୟ ପରିଭ୍ରମଣ କାର୍ଯ୍ୟକ୍ରମ ତା. ୦୪.୦୧.୨୦୨୬ ରିଖ ରବିବାର ଦିନ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି।…
1995 ମ୍ୟାଟ୍ରିକ ବ୍ୟାଚର ବନ୍ଧୁମିଳନ ବେଲଗୁଣ୍ଠା ନିକଟସ୍ଥ ମାଆ କନ୍ଧୁଣି ଦେବୀ ପୀଠ ରେ ଅନୁଷ୍ଠିତ ହୋଇଯାଇଛି.
ବେଲଗୁଣ୍ଠା -(ଶିବରାମ ଚୌଧୁରୀ)-ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟ 1995 ମ୍ୟାଟ୍ରିକ ବ୍ୟାଚର ବନ୍ଧୁମିଳନ ବେଲଗୁଣ୍ଠା ନିକଟସ୍ଥ ମାଆ କନ୍ଧୁଣି ଦେବୀ ପୀଠ ରେ ଅନୁଷ୍ଠିତ ହୋଇଯାଇଛି. 11992 ରୁ 1995 ମସିହାରେ ଅଧ୍ୟୟନ ରତ ବିଦ୍ୟାର୍ଥୀ ଙ୍କ ବନ୍ଧୁତା ର ସୁମଧୁର ବନ୍ଧନରେ ବାନ୍ଧି ହୋଇ ଆଜି ଏକ…
ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା- ୨୦୨୬ ଉଦଯାପିତ
ନବରଙ୍ଗପୁର ୦୫/୦୧, ଅଶୋକ ସାହୁ, ସ୍ଥାନୀୟ ଆର୍ ସି ଡି ହାଇସ୍କୁଲ ପଡିଆ ରେ ଦୁଇ ଦିନିଆ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା-୨୦୨୬ ଉଦଯାପିତ ହୋଇଯାଇଛି। ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ବିରଞ୍ଚି ନାରାୟଣ ଦରୱାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦଯାପନ କାର୍ଯ୍ୟକ୍ରମରେ…
ପଟ୍ଟାମୁଣ୍ଡାଇ ବ୍ଲକରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ।
କେନ୍ଦ୍ରାପଡ଼ା(ପ୍ରଫୁଲ୍ଲ କୁମାର ମଲ୍ଲ) ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି | ଆଜିର ଶିବିରରେ ମୋଟ ୧୦୮ ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା, ସେଥି ମଧ୍ୟରୁ ୯୩ ଟି ବ୍ୟକ୍ତିଗତ ଏବଂ ୧୫ ଟି…
ରାଜଗାଙ୍ଗପୁର ସ୍ଥିତ ଶ୍ରୀ ଅରବିନ୍ଦ ସ୍କୁଲରେ ୪୧ତମ ‘ସୁରତରଙ୍ଗ’ର ଅଡିଶନ୍ ସମ୍ପନ୍ନ
ରାଜଗାଙ୍ଗପୁର/ରାଉରକେଲା: ସଂଗମ କଳାଗୃପ ଦ୍ୱାରା ଆୟୋଜିତ ଭାରତର ସର୍ବବୃହତ ଗାୟନ ପ୍ରତିଭା ଚୟନ ର ୪୧ତମ ସୁରତରଙ୍ଗ ଅଡିସନ ରାଜଗାଙ୍ଗପୁର ଶ୍ରୀ ଅରବିନ୍ଦ ସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଡିଶନ୍ ସଫଳତାର ସହ ଜାରି ରହିଛି। ତାଳଚେର ସ୍ଵୟଂଶାସିତ…
ସରକାରୀ ଛତ୍ରଛାୟାରେ ଖଣି ଲୁଟ: ବିଜେଡି
ଢେଙ୍କାନାଳରେ ଖଣି ବିସ୍ଫୋରଣ ଅତ୍ୟନ୍ତ ନିନ୍ଦନୀୟ
ଗୁରୁ ଖଣିଜ ରାଜସ୍ୱ ସଂଗ୍ରହ ୫୦,୦୦୦ କୋଟିରୁ ହ୍ରାସ ପାଇ ୩୪,୦୦୦ କୋଟି ହୋଇଛି
ଲଘୁ ଖଣିଜ ରାଜସ୍ୱ ସଂଗ୍ରହ ୧୪୮୫ କୋଟିରୁ ହ୍ରାସ ପାଇ ୬୦୦ କୋଟି ହୋଇଛି
ଭୁବନେଶ୍ୱର, ୦୫/୦୧/୨୦୨୬: ଢେଙ୍କାନାଳ ଜିଲ୍ଲାର ଗୋପାଳପୁର…
ବିଧାୟକଙ୍କ ସମେତ ବିଭିନ୍ନ ପଦାଧିକାରୀଙ୍କୁ ନବ ବର୍ଷର ଶୁଭେଚ୍ଛା ଜଣାଇଲେ ବେଲଗୁଣ୍ଠା ପ୍ରେସକ୍ଲବ ସଦସ୍ୟ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଇଁରାଜୀ ନବ ବର୍ଷକୁ ଜନ ସାଧାରଣ ଆନନ୍ଦ ଉଲ୍ଲାସରେ ପାଳନ କରିଥିବା ବେଳେ ବେଲଗୁଣ୍ଠା ପ୍ରେସକ୍ଲବ ମଧ୍ୟ ନିଜର ନିଆରା ଢ଼ଙ୍ଗରେ ନବ ବର୍ଷକୁ ସ୍ୱାଗତ କରିଛି I ଏହି ଅବସରରେ କ୍ଲବ ର ସମସ୍ତ ସଦସ୍ୟ ସୋରଡ଼ା ବିଧାୟକଙ୍କ ସମେତ ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କୁ…