Browsing Category

ରାଜ୍ୟ

ଆଞ୍ଚଳିକ ସ୍ତରୀୟ କୃଷି ଯନ୍ତ୍ରପାତି ମେଳାର ଉଦଘାଟିତ

https://youtu.be/A5pivPHQP70 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଞ୍ଚଳିକ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା-୨୦୨୫-୨୬ ଗଜପତି ଷ୍ଟାଡିୟମ୍ ଠାରେ ଅନୁଷ୍ଠାନ ଉଦ୍ଘାଟିତ ହୋଇଯାଇଛି। ଏହି ମେଳା ତା.୦୬.୦୧.୨୦୨୬ ଠାରୁ ୧୦.୦୧.୨୦୨୬ ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ଧରି ଅନୁଷ୍ଠିତ…

ଲକ୍ଷ୍ମୀନାରାୟଣ ବିଦ୍ୟାପୀଠରେ ବାର୍ଷିକ କ୍ରୀଡା ଅନୁଷ୍ଠିତ

କେନ୍ଦୁଝର,ତା ୭/୧- କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ସାନ୍ତରାପୁର ଠାରେ ଥିବା ଲକ୍ଷ୍ମୀନାରାୟଣ ବିଦ୍ୟାପୀଠରେ ୩୮ତମ ବାର୍ଷିକ କ୍ରୀଡ଼ାର ଶୁଭ ଉଦଘାଟନୀ ହୋଇଯାଇଛି। ଦୁଇଦିନ ଧରି ଏହି ବାର୍ଷିକ କ୍ରୀଡାର ଉଦଘାଟନୀ ଉତ୍ସବର କାର୍ଯ୍ୟକ୍ରମରେ ସଭାପତିତ୍ଵ କରିଥିଲେ ବିଦ୍ୟାଳୟର…

ପିଏମ୍ ସୂର୍ଯ୍ୟ ଘର- ମୁକ୍ତ ବିଦ୍ୟୁତ୍ ଯୋଜନା ଭେଣ୍ଡର କାର୍ଯ୍ୟାଳୟ ଉଦଘାଟିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ବଡ଼ ବ୍ରାହ୍ମଣ ସାହି ସ୍ଥିତ କିଡ୍ସ ପ୍ଲେ ସ୍କୁଲ ପାର୍ଶ୍ୱରେ ଆଜି ଓଡିଶା ଇଞ୍ଜିନିୟରିଂ ୱାର୍କସ ଦ୍ଵାରା ଓଡ଼ିଶା ପାଇଁ ଅନୁମୋଦିତ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଦ୍ୟୁତ୍ ଯୋଜନା…

ପଥର ଖଣି ବ୍ଲାଣ୍ଟିଂରେ ଅତିଷ୍ଠ ହେଲେଣି ଜନସାଧାରଣ

 ତହସିଲଦାର ସବୁ ଜାଣି ସାଜିଛନ୍ତି ନୀରବଦ୍ରଷ୍ଟା  ରାଜଗାଙ୍ଗପୁର, ୨୧/୧୨-୨୬: ପଥରଖାଦାନରେ ବେଆଇନ ବିସ୍ପୋରଣ ଥମୁବାର ନା ନାହୁ ନାହିଁ । ବିସ୍ପୋରଣରେ ପାହାଡ଼ରୁ ଫାଟି ବଡ଼ ବଡ଼ ପଥର ଖଣ୍ଡ । ପାଳ ଘୋଡ଼ାଇ ସାରାରାତି ରାତି ଡମ୍ପର ଯୋଗେ  ପଥର ହେଉଛି ଚୋରା ଚାଲାଣ । ଇ ରାତିରେ ଅତି କମରେ ୫୦…

ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ଅନୁଷ୍ଠିତ

https://youtu.be/p_r3sC4Aexk ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ସରକାରଙ୍କ ଜଳସମ୍ପଦ ବିଭାଗ ପକ୍ଷରୁ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ସମ୍ମିଳନୀ କକ୍ଷ ଠାରେ ପାଳିତ ହୋଇଯାଇଛି ।…

୭୭ତମ ଜିଲ୍ଲାସ୍ତରୀୟ ସାଧାରଣନ୍ତ୍ର ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଚଳିତ ବର୍ଷର ଜିଲ୍ଲା ସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ଶ୍ରୀକୃଷ୍ଣ ଚନ୍ଦ୍ର ଗଜପତି ସ୍ବୟଂ ଶାସିତ ମହାବିଦ୍ୟାଳୟ ପଡ଼ିଆ ଠାରେ ମହା ସମାରୋହରେ ପାଳିତ ହେବ। ଚଳିତ ବର୍ଷର ସାଧାରଣତନ୍ତ୍ର ଦିବସଟିକୁ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରିବା ନେଇ…

ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦଘାଟିତ

ସୁନ୍ଦରଗଡ଼,(ବସନ୍ତ କୁମାର ଜେନା): ସୁନ୍ଦରଗଡ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଦ୍ଵାରା ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ସ୍ଥାନୀୟ ନାରୀ କଲ୍ଯାଣ କେନ୍ଦ୍ର ପଡିଆ ଠାରେ ଦୁଇ ଦିନିଆ କାର୍ଯ୍ୟକ୍ରମର ଉଦଘାଟନ ହୋଇଅଛି। ଜିଲ୍ଲାର ୧୭ ଗୋଟି ବ୍ଲକରୁ ୧୨୦୦ ରୁ ଉର୍ଦ୍ଧ ସଂଖ୍ୟାରେ…

ବାଲ୍ଯ ବିବାହ ମୁକ୍ତ ଭାରତ ସଚେତନତା ଅଭିଯାନ

ପୁରୀ,(ଅନିମେଶ ପଟ୍ଟନାୟକ): ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ଵ ବିଦ୍ୟାଳୟରେ ବାଲ୍ୟ ବିବାହ ମୁକ୍ତ ଭାରତ ୧୦୦ ଦିନର ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ତରଫରୁ ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ ପିଲା ମାନଙ୍କ ମଧ୍ୟରେ ବାଲ୍ୟ ବିବାହ ଏକ ସାମାଜିକ ବ୍ୟାଧି…

ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପୁରୀ, (ଅନିମେଶ ପଟ୍ଟନାୟକ ): ଜିଲ୍ଲାସ୍ତରୀୟ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳନ ନିମିତ୍ତ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର ପୂର୍ବାହ୍ନରେ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଅଧ୍ୟକ୍ଷତା କରିବା ସହ ଏହି…

ନିଖୋଜ ନାବାଳକ ଶବ ପୋଖରୀରୁ ଉଦ୍ଧାର

ବାଲୁଗାଁ:(ସେକ କୌସର):ବାଲୁଗାଁ ଥାନା ଅନ୍ତର୍ଗତ ବେଲାପଡ଼ା ଗାଁ ପୋଖରୀରୁ ମଙ୍ଗଳବାର ସକାଳେ ଜଣେ ନାବାଳକଙ୍କ ମୃତ ଶରୀର ଉଦ୍ଧାର ହୋଇଛି।ମୃତକ ନାବାଳକ ଜଣଙ୍କ ବାଣପୁର ଥାନା ଅନ୍ତର୍ଗତ ଝିଣ୍ଟିକାପଲ୍ଲୀ ଗ୍ରାମର ସ୍ବର୍ଗତ କାହ୍ନୁ ପରିଡ଼ାଙ୍କ ପୁଅ ଚିନ୍ମୟ ପରିଡା(୧୭)।ଖବର ମୁତାବକ ଗତ ୩ ତାରିଖ…