Browsing Category

ରାଜ୍ୟ

ଦୃଷ୍ଟି ବାଧିତ ଯୁବତୀଙ୍କୁ ଦୁଷ୍କର୍ମ ଲାଗି ଅପରାଧୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ।

 କେନ୍ଦୁଝର,ତା୧୭/୧- ପାଟଣା ବ୍ଲକ ଅନ୍ତର୍ଗତ ଏରେଣ୍ଡେଇ ଗ୍ରାମରେ ତା୧୪।୫।୨୦୨୪ରିଖରେ ଏକ ଦୁଷ୍କର୍ମ ଅପରାଧ ଘଟିଯାଇଥିଲା। ଅଅରାଧୀ ସୁଶାନ୍ତ ନାଏକ ଓରଫ ଗେଣ୍ଡା ଘରେ କେହି ନଥିବାର ସୁଯୋଗ ନେଇ ଗ୍ରାମର ଜଣେ ଦୃଷ୍ଟି ବାଧିତ ଯୁବତୀଙ୍କୁ ଜବରଦସ୍ତି ଘରୁ ଟେକି ନେଇ ନିକଟସ୍ଥ ହୁଡ଼ିରେ ଦୁଷ୍କର୍ମ…

ସାହିତ୍ୟ ସୃଜନୀ କ୍ରୀଡାଙ୍ଗନା ବାର୍ଷିକ ଉତ୍ସବ

ବାଣପୁର:(ସେକ୍ କୌସର):ନରେନ୍ଦ୍ରପୁର ଜି ପି ଉପେନ୍ଦ୍ର ବିଦ୍ୟାପୀଠ ଶିକ୍ଷକ ଶିଶିର ଦାସ ଙ୍କ ତତ୍ୱାବଧାନ ରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାହିତ୍ୟ ସୃଜନୀ ଓ କ୍ରୀଡାଙ୍ଗନା ଓ ଫୂଡ଼କୋର୍ଟ ପ୍ରଦର୍ଶନୀ ହୋଇଯାଇଛି. ତତ ସହିତ ଅଭିଵାବକ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଚତୁର୍ଥ ବୈଠକ ଅନୁଷ୍ଠିତ…

ଭି ଭି ଗିରି ବାଳିକା ଉଚ୍ଚ ବିଦ୍ୟାଳୟରେ ପିଏମ୍ ଶ୍ରୀ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଉଦଯାପିତ

( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ରେଶମ ନଗରୀ ବ୍ରହ୍ମପୁର ସହର ରେ ଅବସ୍ଥିତ ବହୁ ପୁରାତନ ଶିକ୍ଷାନୁଷ୍ଠାନ ଭି ଭି ଗିରି ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଗତକାଲି ଓ ଆଜି ଦୁଇ ଦିନ ଧରି ଚାଲିଥିବା ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ…

ଦନ୍ଦ୍ରାବହାଲ ହାଇସ୍କୁଲରେ ତାଲା ପଡ଼ିବାରୁ ଉତ୍ତେଜନା,ପୋଲିସ ଉପସ୍ଥିତିରେ ପରିସ୍ଥିତି ନିୟନ୍ତ୍ରଣ

ବଲାଙ୍ଗିର, ଘନଶ୍ୟାମ ନାଗ (ଶାସକ ପ୍ରଶାସକ) ୧୭.୦୧:- ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଘୁଚେପାଲି ପଞ୍ଚାୟତର ଦନ୍ଦ୍ରାବହାଲ ଗ୍ରାମସ୍ଥିତ ହାଇସ୍କୁଲରେ ଆଜି କିଛି ଅସାଧୁ ଓ ସ୍ୱାର୍ଥନେଶୀ ବ୍ୟକ୍ତି ବିଶେଷ ଯୋଜନାବଦ୍ଧ ଭାବେ ସକାଳ ପ୍ରାୟ ୧୦ଟା ସମୟରେ ସ୍କୁଲ ଖୋଲିବା ପୂର୍ବରୁ ମୁଖ୍ୟ ଗେଟରେ ତାଲା…

ଜି. ଟି ହାଇସ୍କୁଲରେ ପିଏମଶ୍ରୀ ଉତ୍ସବ ପାଳନ

ବେଲଗୁଣ୍ଠା - (ଶିବରାମ ଚୌଧୁରୀ )-: ଆଜି ବିଦ୍ୟାଳୟ ସ୍ତରୀୟ ପ୍ରଥମ ପିଏମଶ୍ରୀ ଉତ୍ସବ ବେଲଗୁଣ୍ଠା ଜି.ଟି ହାଇସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିମା ମହାରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଯୋଗ ଦେଇ ନିଜ…

ଅପରେସନ ‘ଗୋ ରକ୍ଷକ’: ଗୋମାଫିଆଙ୍କ ଶହେ କୋଟି ଟଙ୍କାର ସମ୍ପତ୍ତି ଜବତ ହେବ,ସାନ୍ତରାପୁର ଗୋମାଫିଆଙ୍କ ଘରେ…

କେନ୍ଦୁଝର,ତା୧୭/୧- ଗୋ ଚାଲାଣ ଏବେ କେନ୍ଦୁଝରରେ ବଢ଼ି ଯାଇଥିଲା। ଦିନବେଳେ ଗୋରୁ ଚାଲାଣ ହେଉଥିଲା ଗୋ ମାଫିଆ ପୋଲିସକୁ ଆକ୍ରମଣ କଲେ ଗାଡ଼ି ମଧ୍ୟ ଚଢେଇ ଦେଲେ। କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ସାନ୍ତରାପୁର ଗ୍ରାମ ସବୁବେଳେ ଚର୍ଚ୍ଚାରେ ରହୁଥିଲା ଏଠାରୁ କୋଟି କୋଟି ଟଙ୍କାର ଚୋରା…

ବେଲଗୁଣ୍ଠା ରେ ନୂତନ ବିଡ଼ିଓ ଙ୍କ ଦାୟିତ୍ୱ ଗ୍ରହଣ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ)- , ଶୁକ୍ରବାର ଦିନ ବେଲଗୁଣ୍ଠା ଗୋଷ୍ଟି ଉନ୍ନୟନ ଅଧିକାରୀ ଭାବେ ସିଙ୍ଗାପୁରମ ହରି ବେଲଗୁଣ୍ଠା ତହସିଲଦାର ତଥା ବିଡ଼ିଓ ଦାୟିତ୍ୱତେ ଥିବା କଳାକୃଷ୍ଣ ପ୍ରଧାନ ଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି l ଶ୍ରୀ ହରି ପୂର୍ବରୁ ଗଞ୍ଜାମ ରେ ଡେପୁଟି କଲ୍ଲଟର ଭାବେ…

ଡି.ଆଇ.ଇ.ଟିରେ ଦ୍ୱିଦିବସୀୟ ଜିଲ୍ଲା ସ୍ତରୀୟ ପାଠ୍ୟଚକ୍ର ଉଦଯାପିତ

କେନ୍ଦୁଝର,ତା ୧୭/୧- ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ଓ ପ୍ରତିଷ୍ଠାନରେ ଆୟୋଜିତ ଦୁଇଦିନିଆ ପାଠ୍ୟଚକ୍ର ଶନିବାର ଉଦଯାପିତ ହୋଇଛି।ପ୍ରତିଷ୍ଠାନର ଅଧ୍ୟକ୍ଷା କଲ୍ୟାଣୀ ମାଝୀଙ୍କ ଅଧ୍ୟକ୍ଷତାରେ ରାଜଧାନୀ ମହାବିଦ୍ୟାଳୟର ଶିକ୍ଷା ବିଭାଗର ସହକାରୀ ପ୍ରାଧ୍ୟାପକ ଡ଼ ଅଜୟ କୁମାର ସ୍ବାଇଁ ମୁଖ୍ୟ ଅତିଥି…

ପାଇକମାଳ ହାଇସ୍କୁଲରେ ଅଭିଭାବକ ବୈଠକ ଅନୁଷ୍ଠିତ

ପଦ୍ମପୁର:- ପାଇକମାଳ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଏକ ଅଭିଭାବକ ବୈଠକ ପ୍ରଧାନ ଶିକ୍ଷକ ଡ଼ ଦ୍ଵାଦଶ କୁମାର ପଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ନିରୁପମା ସାହୁ,ପଟେଲ ସାର୍ ଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ l ବୈଠକରେ ୮୮ ଜଣ ଅଭିଭାବକ ଅଭିଭାବିକା ଯୋଗଦାନ କରି ରଜତ…

୩୦ତମ ସର୍ବଭାରତୀୟ ବୋଡାସମ୍ବର କପ୍ : ରାଜମଣ୍ଡ୍ରି କୁ ପରାସ୍ତ କରି ଭୁବନେଶ୍ଵର ଫାଇନାଲ ରେ କଲା ପ୍ରବେଶ।

ପଦ୍ମପୁର:- ସ୍ଥାନୀୟ ଆର୍.ବି ହାଇସ୍କୁଲ ପଡିଆ ରେ ଚାଲିଥିବା ୩୦ତମ ସର୍ବଭାରତୀୟ ବୋଡାସମ୍ବର କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ସେମି ଫାଇନାଲ ମ୍ୟାଚ୍ ରାଜମଣ୍ଡ୍ରି ଓ ବାପୁଜୀ କ୍ଲବ୍ ଭୁବନେଶ୍ଵର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ଵର ଦଳ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରି…