Browsing Category

ରାଜ୍ୟ

ବିଜେଡି ଦଳରେ ସାମିଲ ହେଲେ ଧୋବାଜୟପୁର ଗ୍ରାମବାସୀ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଖାରଡା ପଞ୍ଚାୟତ ଧୋବାଜୟପୁର ଗ୍ରାମ ର ଅଧିକାଂଶ ଲୋକ ଆଜି ବିଜେଡି ଦଳ ଓ ନବୀନ ପଟ୍ଟନାୟ ଙ୍କ କାର୍ଯ୍ୟକଳାପ କୁ ଅନୁପ୍ରାଣୀତ ହୋଇ ବିଜେଡି ଦଳ ରେ ସାମିଲ ହୋଇଛନ୍ତି। ଆଜି ପାରଳାଖେମୁଣ୍ଡି ବିଧାୟକ ରୂପେସ…

କାଲିମେଳା ବ୍ଲକ ମୋଟୁ ଗ୍ରାମ ପଞ୍ଚାୟତଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ ,୨୭/୧/୨୬: ଆଜି କାଲିମେଳା ବ୍ଲକ ଅଧିନସ୍ତ ମୋଟୁ ଗ୍ରାମ ପଞ୍ଚାୟତ ଠାରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ସମୁଦାୟ ୫୮ ଟି ଅଭିଯୋଗ ଗୁଡ଼ିକର ଶୁଣାଣୀ ହୋଇଥିଲା ।…

ଆପ୍ ଗଜପତି ତରଫରୁ ଜିଲ୍ଲା କାର୍ଯ୍ୟାଳୟ ଠାରେ ୭୭ ତମ ଗଣତନ୍ତ୍ର ଦିବସ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆପ୍ ଗଜପତି ତରଫରୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କାର୍ଯ୍ୟାଳୟ ଠାରେ ୭୭ ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ବିଶିଷ୍ଟ ଲେଖକ ଶ୍ରୀଯୁକ୍ତ ହରପ୍ରସାଦ ସୁଆର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ…

ଶ୍ରୀକୃଷ୍ଣ ସଖା ଗ୍ରାମ୍ୟ ଉନ୍ନୟନ ସଂଘର ଗଣତନ୍ତ୍ର ଦିବସ ପାଳନ।

କେନ୍ଦୁଝର,ତା୨୬/୧- ଶ୍ରୀକୃଷ୍ଣ ସଖା ଗ୍ରାମ୍ୟ ଉନ୍ନୟନ ସଂଘ, ସାନଯୋଡ଼ା ଗ୍ରାମ ଆନୁକୁଲ୍ୟରେ ଯଜ୍ଞମଣ୍ଡପ ନିକଟରେ ୭୭ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସଂଘ ସଭାପତି ପ୍ରଶାନ୍ତ କୁମାର ମହାକୁଡ଼ ପତକା ଉତ୍ତୋଳନ କରିଥିଲେ। ସଂଘ  ଉପଦେଷ୍ଟା ଅଫିସର ଦେହୁରୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ନିଜର…

ମାର୍ଶାଘାଇ ବ୍ଲକରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ।

କେନ୍ଦ୍ରାପଡ଼ା: ୨୭.୦୧(ପ୍ରଫୁଲ୍ଲ କୁମାର ମଲ୍ଲ) ମାର୍ଶାଘାଇ ବ୍ଲକଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି | ଆଜିର ଶିବିରରେ ମୋଟ ୫୮ ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା, ସେଥି ମଧ୍ୟରୁ ୫୦ଟି ବ୍ୟକ୍ତିଗତ ଏବଂ ୮ ଟି ସାମୁହିକ ଅଭିଯୋଗ…

ଉତ୍କଳ ଆଲୁମିନା ପକ୍ଷରୁ ୭୭ତମ ସ୍ଵାଧୀନତା ଦିବସ ପାଳିତ

କାଶୀପୁର ରୁ ବୈକୁଣ୍ଠ ଦୁରିଆ: ଉତ୍କଳ ଆଲୁମିନା ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ପକ୍ଷରୁ ୭୭ତମ ସାଧାରତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଅଛି। ସ୍ଥାନୀୟ ନୂଆପଡ଼ା ସ୍ଥିତ ହେଲିପ୍ୟାଡ ପଡିଆ ଠାରେ ଆୟୋଜତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ତଥା ୟୁନିଟ୍…

ଜାତୀୟ ସ୍ତରୀୟ ତାଇକୋନ୍‌ଡୁ ପ୍ରତିଯୋଗୀତା ରେ ଜିଲ୍ଲା ଡାଇକୋଡୁ ଅନୁଷ୍ଠାନ, ଗଜପତି ଛାତ୍ର ଛାତ୍ରୀ ମାନଙ୍କର ସଫଳତା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜାତୀୟ ସ୍ତରୀୟ ତାଇକୋନ୍‌ଡୁ ପ୍ରତିଯୋଗୀତା ରେ ଜିଲ୍ଲା ଡାଇକୋଡୁ ଅନୁଷ୍ଠାନ, ଗଜପତି ଛାତ୍ର ଛାତ୍ରୀ ମାନଙ୍କର ସଫଳତା। ୧୮/୧/୨୦୨୬ ଠାରୁ ୨୩/୧/୨୦୨୬ ପର୍ଯ୍ୟନ୍ତ ରାଜସ୍ଥାନର ଜୟପୁର ସ୍ଥିତ ସାୱାଇ ମାନସିଂ ଷ୍ଟାଡିଅମ ଠାରେ ୨ୟ ଫେଡେରେସନ କପ୍…

ମେରା ଯୁବା ଭାରତ ,ନବରଙ୍ଗପୁର ତରଫରୁ ଅନ୍ତଃଜିଲ୍ଲା ଯୁବ ବିନିମୟ କାର୍ଯ୍ୟକ୍ରମ

ନବରଙ୍ଗପୁର ତା ୨୭.୧.୨୦୨୬: ଆଜି ସ୍ଥାନୀୟ ଡି ପି ଆର୍ ସି ଠାରେ ମେରା ଯୁବା ଭାରତ,ନବରଙ୍ଗପୁର ତରଫରୁ ଅନ୍ତଃ ଜିଲ୍ଲା ଯୁବା ବିନିମୟ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି। ପ୍ରଥମେ ମୋ ଯୁବ ଭାରତ ର ଯୁବ ଅଧିକାରୀ ଭି ରମେଶ ସମସ୍ତଙ୍କୁ ସ୍ଵାଗତ କରି ଏହି ଯୁବା ବିନିମୟ କାର୍ଯ୍ୟକ୍ରମ ର…

ଜିଲ୍ଲାର ‘ଶ୍ରେଷ୍ଠ କ୍ରୀଡ଼ାବିତ୍‌’ ପୁରସ୍କାର ପାଇଲେ ସୁଶ୍ରୀ ସଂଯୁକ୍ତା ଦାସ।

କେନ୍ଦୁଝର,ତା୨୭/୧- କେନ୍ଦୁଝର ଷ୍ଟାଡିୟମରେ ଆୟୋଜିତ ହୋଇଯାଇଥିବା ୭୭ତମ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ କେନ୍ଦୁଝର ଝିଅ ସୁଶ୍ରୀ ସଂଯୁକ୍ତା ଦାସ ଶ୍ରେଷ୍ଠ କ୍ରୀଡ଼ାବିତ ପୁରସ୍କାର ପାଇଛନ୍ତି। ଏହି ଅବସରରେ ମୁଖ୍ୟ ଅତିଥି ରାଜ୍ୟ ଖାଉଟି ଓ ଯୋଗାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର…

ରାଜ୍ୟସ୍ତରୀୟ ୩୩ତମ ମା ଶାରଳା କପ ର ଦ୍ୱିତୀୟ କ୍ୱାଟର ଫାଇନାଲ l

ଅସ୍ତରଙ୍ଗ/ଦୁଃଶାସନ ନାୟକ : ରାଜ୍ୟସ୍ତରୀୟ ୩୩ତମ ଶରଳା କପ ର ଦ୍ୱିତୀୟ କ୍ୱାଟର ଫାଇନାଲ ମ୍ୟାଚ, ଅସ୍ତରଙ୍ଗ ସ୍ତିତ ନରେନ୍ଦ୍ର ଷ୍ଟାଡିୟମ ରେ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇ ଯାଇ ଅଛି l ଯଦୁପୁର ଟିମ ଟସ ଜିତି ପ୍ରାଥମେ ବ୍ୟାଟିଂ କରିଥିଲା l ଯଦୁପୁର ଦଳ ର ଅଲ ରାଉଣ୍ଡର ଏସ କେ, ସଲମାନ ୫୦ବଲ…