ବିଜେଡି ଦଳରେ ସାମିଲ ହେଲେ ଧୋବାଜୟପୁର ଗ୍ରାମବାସୀ

2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଖାରଡା ପଞ୍ଚାୟତ ଧୋବାଜୟପୁର ଗ୍ରାମ ର ଅଧିକାଂଶ ଲୋକ ଆଜି ବିଜେଡି ଦଳ ଓ ନବୀନ ପଟ୍ଟନାୟ ଙ୍କ କାର୍ଯ୍ୟକଳାପ କୁ ଅନୁପ୍ରାଣୀତ ହୋଇ ବିଜେଡି ଦଳ ରେ ସାମିଲ ହୋଇଛନ୍ତି।
ଆଜି ପାରଳାଖେମୁଣ୍ଡି ବିଧାୟକ ରୂପେସ କୁମାର ପାଣିଗ୍ରାହୀ ଧୋବାଜୟପୁର ଗ୍ରସ୍ତ କରିଥିଲେ ଗ୍ରାମ ଠାରୁ ଭବ୍ୟ ସ୍ଵାଗତ କରିଥିଲେ ପରେ ମଞ୍ଚ କୁ ଯାଇ ନୂତନ ଭାବେ ବିଜେଡି ଦଳରେ ସାମିଲ ହୋଇଥିବା ଲୋକ ମାନଙ୍କୁ ସ୍ଵାଗତ ଜଣାଇବା ସହ ଅଭିନନ୍ଦନ ଜଣାଇଥିଲେ। ଏହି ମିଶ୍ରଣ ପର୍ବ ରେ ବିଧାୟକ ସମେତ ଜିଲ୍ଲା ପରିଷଦ ସଭାପତି ଜି.ତିରୁପତି ରାଓ , ବିଜେଡି ସଭାପତି ପ୍ରଦୀପ ନାୟକ , କାଶୀନଗର ବ୍ଲକ ଅଧ୍ୟକ୍ଷା ବାଲା ସାଇଆମ୍ମା , ସ୍ଥାନୀୟ ସରପଞ୍ଚ ଅଖିଳ ପାତ୍ର ସହ ଜିଲ୍ଲା ଛାତ୍ର ଓ ଯୁବ ସଭାପତି ଉପସ୍ଥିତ ଥିଲେ।

Leave A Reply

Your email address will not be published.