Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଜନ୍ତାରୀ ହାଟପଡ଼ିଆରେ ବିଶାଳ ହିନ୍ଦୁ ସମ୍ମିଳନୀ ଆୟୋଜିତ ।
କେନ୍ଦୁଝର,ତା୧/୨- କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଅନ୍ତର୍ଗତ ଗୋନାସିକା ଗ୍ରାମ ପଞ୍ଚୟାତ ଜନ୍ତାରୀ ହାଟ ପଡ଼ିଆ ଠାରେ ଭବ୍ଯ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇ ଅଛି। ଉକ୍ତ ହିନ୍ଦୁ ସମ୍ମିଳନୀରେ ବାରହାଗଡ,କୋଡିପଶା, ଗୋନାସିକା ଗ୍ରାମ ପଞ୍ଚାୟତର ଶହ ଶହ ଜନସାଧାରଣ ଯୋଗଦେଇଥିଲେ।…
ପଦଯାତ୍ରା ଓ ଗ୍ରାମୀଣ ଯୁବ ଏକତା ଶିବିର
ନୟାଗଡ଼(ବିଶ୍ୱଜିତ୍ ନାୟକ) :- ନୟାଗଡ଼ ଜିଲ୍ଲା ପ୍ରଶାସନ ଦ୍ୱାରା ସର୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜନ୍ମବାର୍ଷିକୀ ପାଳନ ଉପଲକ୍ଷେ ଏକ ପଦଯାତ୍ରା ଓ ଗ୍ରାମୀଣ ଯୁବ ଏକତା ଶିବିର ଆୟୋଜନ କରାଯାଇଥିଲା। ‘ଏକତା ପଦଯାତ୍ରା’ କାର୍ଯ୍ୟକ୍ରମ ଜିଲ୍ଲାପାଳ ମଧୁମିତା ରଥ, ଉଦଘାଟନ କରିଥିଲେ ।…
ସଡକ ସୁରକ୍ଷା ମାସ ଉଦଯାପନୀ ଦିବସ
ନୟାଗଡ଼ (ବିଶ୍ୱଜିତ୍ ନାୟକ ) :- ସଡକ ସୁରକ୍ଷା ମାସ୨୦୨୬ ଅବସରରେ ଜାନୁଆରୀ ୧ ଠାରୁ ୩୧ ତାରିଖ ପର୍ୟନ୍ତ ସଚେତନତା କରାଯାଉଇଥିବା ବେଳେ, ଆଜି ହେଉଛି ଉଦଯାପନୀ ଦିବସ । ଏହି ଅବସରରେ ନୟାଗଡ଼ ବ୍ଲକ ଅଞ୍ଚଳରେ, ନୟାଗଡ଼ ଆର ଟି ଓ ଏବଂ ସ୍ମାଇଲ ନୟାଗଡ଼ ସ୍ଵେଚ୍ଛାସେବୀ ଅନୁଷ୍ଠାନ ମିଳିତ ଉଦ୍ୟମରେ…
ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ମୋଟରସାଇକେଲ ଆରୋହୀ ମୃତ
( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ବ୍ରହ୍ମପୁର ସହର ଉପକଣ୍ଠ ଗୋଷାଣୀ ନୂଆଗାଁ ହଳଦିଆ ପଦର ସଂଯୋଗ ଓଭରବ୍ରିଜ୍ ଉପରେ ଏକ ଟ୍ରକ୍ ଧକ୍କାରେ ୫ ଜଣ ମୋଟରସାଇକେଲ ଆରୋହୀ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଜଣେ ସଙ୍କଟାପନ୍ନ ଅବସ୍ଥାରେ ବଡ଼ଡାକ୍ତରଖାନାରେ ଭର୍ତ୍ତି ହୋଇଛି। ସୁଚନା ମୁତାବକ…
ବେଲଗୁଣ୍ଠା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର 29ତମ ବାର୍ଷିକ କ୍ରୀଡ଼ା ଉତ୍ସବ
ବେଲଗୁଣ୍ଠା-(ଶିବରାମ ଚୌଧୁରୀ )--: ବେଲଗୁଣ୍ଠା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତହୋଇଯାଇଛି । 29 ବାର୍ଷିକ କ୍ରୀଡ଼ା ଉତ୍ସବର ମଶାଲ ବେଲଗୁଣ୍ଠା ଆରାଧ୍ୟ ଦେବତା ଲକ୍ଷ୍ମୀନୃସିଂହ ଙ୍କ ମନ୍ଦିରରୁ ଶୋଭାଯାତ୍ରାରେ ଆସିଥିଲା ଏବଂ ଅଧ୍ୟକ୍ଷ ଡ଼.…
ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାକୁ ମୂଳ ରୂପକୁ ଫେରାଇ ଆଣିବାକୁ ଦାବି।
କେନ୍ଦୁଝର ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ ଦପ୍ତର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ।
କେନ୍ଦୁଝର,ତା୩୧/୧- କେନ୍ଦୁଝର ଜିଲ୍ଲା କଂଗ୍ରେସ ସଭାପତି ମନୋଜ କୁମାର ଜେନାଙ୍କ ଆହ୍ୱାନ କ୍ରମେ ଆଜି ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାକୁ…
ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ୨୦୨୫-୨୬ ନିମନ୍ତେ ସାମ୍ୱାଦିକ ସମ୍ମିଳନୀ
ନବରଙ୍ଗପୁର ତା୩୧.୦୧.୨୦୨୬: ଅଶୋକ ସାହୁ, ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଶୋକ ମେହେଟା ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ ଙ୍କ ଦ୍ଵାରା ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ୨୦୨୫-୨୬ ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଉପସ୍ଥିତ ଜିଲ୍ଲା…
ମଙ୍ଗଳପୁର ସ୍ଥିତ ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ର ୨୪ ତମ ବାର୍ଷିକ ଉତ୍ସବ
ବେଲଗୁଣ୍ଠା-(ଶିବରାମ ଚୌଧୁରୀ )-, ମଙ୍ଗଳ ପୁର ସ୍ଥିତ ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ର ୨୪ ତମ ବାର୍ଷିକ ଉତ୍ସବ ପାଳନ ହୋଇ ଯାଇଛି।ଶିକ୍ଷା କେନ୍ଦ୍ର ର ସଭାପତି ଅରୁଣ କୁମାର ଷଡଙ୍ଗୀ ଙ୍କ ସଭାପତିତ୍ବରେ ଅନୁଷ୍ଟିତ ବୈଠକରେ ଶିକ୍ଷା କେନ୍ଦ୍ର ର ପ୍ରତିଷ୍ଠାତା ଓ ସମ୍ପାଦକ ମାଧବ ଚନ୍ଦ୍ର…
ଅସ୍ତରଙ୍ଗ ଉପକୂଳରେ କୁମ୍ଭୀରଙ୍କ ରାଜୁତି l
ଅସ୍ତରଙ୍ଗ:ପୁରୀ ଜିଲ୍ଲା ଅସ୍ତରଙ୍ଗ ଉପକୁଳ ତଥା ଗଙ୍ଗାଦେବୀ ମୁଁହାଣ ଠାରୁ କେଳୁଣୀ ମୁଁହାଣ ପର୍ଯ୍ୟନ୍ତ ଦୀର୍ଘ ୨୫କିଲୋମିଟର ବ୍ୟାପି ସମୁଦ୍ର ତଟ ରେ ଏବେ କିଛିଦିନ ହେବ କୁମ୍ଭୀର ଙ୍କ ଆତଙ୍ଗରାଜ ଦେଖିବାକୁ ମିଳୁଛି l ଏହି ମାସକ ଭିତରେ କୁମ୍ଭିର ପିର ଯାହାନିଆ ବେଳାଭୂମିରେ ଦେଖା ଯାଇଥିଲା ଓ…
ଅସ୍ତରଙ୍ଗ ଉପକୂଳରେ କୁମ୍ଭୀରଙ୍କ ରାଜୁତି l
ଅସ୍ତରଙ୍ଗ:ପୁରୀ ଜିଲ୍ଲା ଅସ୍ତରଙ୍ଗ ଉପକୁଳ ତଥା ଗଙ୍ଗାଦେବୀ ମୁଁହାଣ ଠାରୁ କେଳୁଣୀ ମୁଁହାଣ ପର୍ଯ୍ୟନ୍ତ ଦୀର୍ଘ ୨୫କିଲୋମିଟର ବ୍ୟାପି ସମୁଦ୍ର ତଟ ରେ ଏବେ କିଛିଦିନ ହେବ କୁମ୍ଭୀର ଙ୍କ ଆତଙ୍ଗରାଜ ଦେଖିବାକୁ ମିଳୁଛି l ଏହି ମାସକ ଭିତରେ କୁମ୍ଭିର ପିର ଯାହାନିଆ ବେଳାଭୂମିରେ ଦେଖା ଯାଇଥିଲା ଓ…