Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ରେଳ ଧାରଣା ରୁ ଦୁଇଟି ଶବ ଉଦ୍ଧାର।
ବ୍ରହ୍ମପୁର ରେଳଷ୍ଟେସନ ରେଳ ଧାରଣାରୁ ଦୁଇଟି ଶବ କୁ ବିଭାଗୀୟ କର୍ମଚାରୀ ଉଦ୍ଧାର କରିଛନ୍ତି। ଗୋଟିଏ ଗୋଷାଣୀ ନୁଆ ଗାଁ ଓଭର ବ୍ରିଜ୍ ତଳେ ରେଳ ଧାରଣାରୁ ଉଦ୍ଧାର ହୋଇଛି,ଯାହାର ପରିଚୟ ମିଳିନାହିଁ। ଅନ୍ୟ ଗୋଟିଏ ଶବ ଲାଞିପଲୀ ଓଭର ବ୍ରିଜ୍ ତଳେ ପଡ଼ିଥିବା ବେଳେ ଖବର ପାଇ ପୋଲିସ ଉଦ୍ଧାର!-->…
ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟରେ ନ୍ୟାସନାଲ୍ ସ୍ପେସ୍ ଡେ ୨୦୨୬ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟରେ ନ୍ୟାସନାଲ୍ ସ୍ପେସ୍ ଡେ ୨୦୨୬ ଅବସରରେ ଏକ ବିଶେଷଜ୍ଞ ଆଲୋଚନା ଏବଂ ଛାତ୍ରଛାତ୍ରୀ ପ୍ରତିଯୋଗିତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସ୍କୁଲ ଅଫ୍ ଇଞ୍ଜିନିୟରିଂ ଏବଂ ଟେକ୍ନୋଲୋଜି,!-->!-->!-->…
କୁଲାଙ୍ଗିରେ ବୃଦ୍ଧଙ୍କୁ ହତ୍ୟା ଅଭିଯୋଗ ।
ବେଲଗୁଣ୍ଠା-୨୨/୮:-(ଶିବରାମ ଚୌଧୁରୀ )-ଗାଙ୍ଗପୁର ଥାନା ଅନ୍ତର୍ଗତ କୁଲାଙ୍ଗି ଗ୍ରାମରେ ଜଣେ ୭୧ ବର୍ଷୀୟ ବୃଦ୍ଧଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।ମୃତ ବୃଦ୍ଧ ଜଣକ ସେହି ଗ୍ରାମର ବାବୁ ସ୍ୱାଇଁ (୭୧)ବୋଲି ଜଣାପଡ଼ିଛନ୍ତି। ଏ ନେଇ ମୃତକଙ୍କ ପୁଅ ଶମ୍ଭୁ ସ୍ୱାଇଁଙ୍କ ଲିଖିତ!-->…
ପଣ୍ଡିତ ଗୋପୀନାଥ ନନ୍ଦଙ୍କ ରାଜ୍ୟସ୍ତରୀୟ ୧୫୮ତମ ଜୟନ୍ତୀ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ସାହିତ୍ୟ ଏକାଡେମୀ ଓ ସିଦ୍ଧାନ୍ତ ସାହିତ୍ୟ ଅନୁଷ୍ଠାନର ମିଳିତ ସହଯୋଗରେ ପଣ୍ଡିତ ଗୋପୀନାଥ ନନ୍ଦଙ୍କ ରାଜ୍ୟସ୍ତରୀୟ ୧୫୮ତମ ଜୟନ୍ତୀ ଓ ସାରସ୍ୱତ ଆଲୋଚନା ଚକ୍ର ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଉପାନ୍ତ ପ୍ରହରୀ ଶ୍ରୀ!-->…
ଚତୁର୍ବେଦଶତକ ପାରାୟଣ ଯଜ୍ଞ ଓ ବୃକ୍ଷରୋପଣ ଅଭିଯାନ
ଝାରସୁଗୁଡ଼ା, ୨୨/୦୮/୨୦୨୬: ସମଗ୍ର ଦେଶରେ ବୈଦିକ ବିଚାରଧାରାର ପ୍ରଚାର-ପ୍ରସାର କାର୍ଯ୍ୟକୁ ସୁଚାରୁ ରୂପେ କାର୍ଯ୍ୟ କରିଆସୁଥିବା ପ୍ରାଦେଶିକ ପ୍ରତିନିଧି ସଭାଙ୍କ ଯୋଜନାନୁଯାୟୀ ଡିଏଭି ପରିସରରେ ବେଦ ସପ୍ତାହ ତଥା ଶ୍ରାବଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଦୟାନନ୍ଦଙ୍କର ପୁସ୍ତକ!-->!-->!-->…
ଭାରତୀୟ ସେନାକୁ ରାଖୀ ପଠାଇଲେ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ର ଛାତ୍ରଛାତ୍ରୀ
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ତା : ୨୨/୦୮/୨୦୨୬ ରିଖ ପବିତ୍ର ରକ୍ଷାବନ୍ଧନ ଉତ୍ସବ ଅବସରରେ ଦେଶର ସୀମା ଜଗିଥିବା ବୀର ଯବାନମାନଙ୍କ ପାଇଁ ପ୍ରତି ବର୍ଷ ପରି ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ର ଛାତ୍ରଛାତ୍ରୀ ମାନେ ଭେଟି ଦେଇଛନ୍ତି ଏକ ଅଭିନବ ଉପହାର। ନିଜ!-->!-->!-->…
ମାଥିଲି ବ୍ଲକ୍ର ବିଭିନ୍ନ ବିଦ୍ୟାଳୟରେ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀଙ୍କ ଅଚାନକ ପରିଦର୍ଶନ
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ:ମାଥିଲି ବ୍ଲକ୍ର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ଥିବା ବିଦ୍ୟାଳୟ ଗୁଡ଼ିକରେ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ ଅଚାନକ ପରିଦର୍ଶନ କରିଛନ୍ତି। ପରିଦର୍ଶନ ସମୟରେ ସେ ସମୟାନୁବର୍ତ୍ତିତା, ଶ୍ରେଣୀଗୃହରେ ପାଠପଢ଼ାର ସ୍ଥିତି,!-->!-->!-->…
ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ାରେ ପ୍ରକଳ୍ପ ‘ବେଦକଳା’ ମାଧ୍ୟମରେ ମହିଳା କାରିଗରମାନଙ୍କୁ ସଶକ୍ତ କରିିଛିି
ଝାରସୁଗୁଡ଼ା ଜିଲ୍ଲାର ୬୦ରୁ ଅଧିକ ମହିଳା କାରିଗରଙ୍କୁ ପ୍ରଶିକ୍ଷଣ; ପାରମ୍ପରିକ ସଉରା କଳାକୁ ବଜାର ଉପଯୋଗୀ ଲାଇଫ୍ଷ୍ଟାଇଲ୍ ସାମଗ୍ରୀରେ ରୂପାନ୍ତର ପାଇଁ ତାଲିମ ଦେଇଛି I
ଝାରସୁଗୁଡ଼ା, ଓଡ଼ିଶା, ୨୨ ଅଗଷ୍ଟ ୨୦୨୬:ଆଜିକାଲିର ପାରମ୍ପରିକ କଳାଗୁଡ଼ିକ ଆଧୁନିକ ବଜାରରେ ନୂଆ ରୂୂପପାଉଥିବା!-->!-->!-->…
ଗଜପତି ଜିଲ୍ଲା ଗସ୍ତରେ ବିଧାନସଭା ଗୃହ କମିଟି ତୃତୀୟ ବୈଠକ ଏବଂ ପରିଦର୍ଶନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ବିଧାନସଭାର ଗୃହ କମିଟି ଶ୍ରୀଯୁକ୍ତ ଲକ୍ଷ୍ମଣ ବାଗଙ୍କ ଅଧ୍ୟକ୍ଷତାରେ ଗଜପତି ଜିଲ୍ଲା ଗସ୍ତ କରି ଜିଲ୍ଲାର ବିକାଶ , ପାନୀୟ ଜଳ , ଜଳସେଚନ , ସ୍ୱାସ୍ଥ୍ୟ , ଶିକ୍ଷା , କୃଷି ଓ ଭିତ୍ତିଭୂମି ସମେତ ବିଭିନ୍ନ ଜନସ୍ୱାର୍ଥ ପ୍ରସଙ୍ଗର ସମୀକ୍ଷା!-->…
ଏସଡିଆଇ ଭୁବନେଶ୍ୱର @ ୫ – ସ୍ଥାୟୀ କ୍ୟାମ୍ପସ୍ର ପାଞ୍ଚ ବର୍ଷ ପୂର୍ତ୍ତି ପାଳନ
-ଦକ୍ଷତା ବିକାଶର ପାଞ୍ଚ ବର୍ଷ, ଭବିଷ୍ୟତ ଗଠନର ଅଭିଯାନ-ଆଇଆଇଟି ଭୁବନେଶ୍ୱର ସହ ଏକବର୍ଷୀୟ ସହଯୋଗୀ କାର୍ଯ୍ୟକ୍ରମର ଶୁଭାରମ୍ଭ
ଭୁବନେଶ୍ୱର: ଏସଡିଆଇ ଭୁବନେଶ୍ୱରରେ ସ୍କିଲ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ସେଣ୍ଟର (ଏଆଇ ଆଇସି) ପଦକ୍ଷେପ ଅଧୀନରେ ଜର୍ମାନ ଭାଷା ପ୍ରଶିକ୍ଷଣର ଶୁଭାରମ୍ଭ କରିଛି!-->!-->!-->…