Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ନୂଆଦିଲ୍ଲୀ କେନ୍ଦ୍ରୀୟ ଜଳ ଶକ୍ତି ସମିଟ୍: ଓଡ଼ିଶାର ଜଳ ଭିତ୍ତିଭୂମି ଓ ଜଳସେଚନ ସଫଳତା ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
୨ ବର୍ଷରେ ୫୪,୦୦୦ କୋଟିର ଜଳ ଭିତ୍ତିଭୂମି ମଞ୍ଜୁର, ୩.୨ ଲକ୍ଷ ହେକ୍ଟର ଜମିକୁ ଜଳସେଚନ
ଶେଷହୋଇଛି ୭୭୦ ନୂଆ ଚେକ୍ ଡ୍ୟାମ୍ ଓ ୯ଟି ISS ପ୍ରକଳ୍ପ
କୃଷକଙ୍କ ବିକାଶ ପାଇଁ ଗାଁ ଗାଁରେ ସୋଲାର ଓ ଡିପ୍ ବୋରୱେଲ୍ସ, ଶଶକ୍ତ ହେଉଛନ୍ତି ୪୦,୦୦୦ରୁ ଊର୍ଦ୍ଧ୍ୱ ପାଣି ପଞ୍ଚାୟତ -!-->!-->!-->!-->!-->!-->!-->!-->…
ଓଡ଼ଗାଁ କଲେଜରେ ପରିଚାଳନା କମିଟି ଓ ଛାତ୍ର ସଂସଦ ଗଠନ ପାଇଁ ଦାବି ଜଣାଇଲା ଏବିଭିପି,
୧୦ ଦଫା ଦାବି ନେଇ ଅଧ୍ୟକ୍ଷଙ୍କୁ ଦେଲେ ଦାବିପତ୍ର
ଓଡ଼ଗାଁ, ୨।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ମହାବିଦ୍ୟାଳୟରେ ନୂତନ ପରିଚାଳନା କମିଟି ଗଠନ, ଛାତ୍ର ସଂସଦ ନିର୍ବାଚନ କରାଇବା ସମେତ ୧୦ ଦଫା ଦାବି ନେଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ଓଡ଼ଗାଁ!-->!-->!-->…
ନବଜୀବନ ଅନାଥାଶ୍ରମ ଅନ୍ତେବାସୀଙ୍କୁ ବିନୋଦ ଜେନାଙ୍କ ଗଣିତ ଓ ବିଜ୍ଞାନ ଶିକ୍ଷାଦାନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ବିନୋଦ ଚନ୍ଦ୍ର ଜେନା ଏ ମଧ୍ୟରେ ନବଜୀବନ ଅନାଥାଶ୍ରମରେ ରହୁଥିବା ଛାତ୍ରୀ ମାନଙ୍କୁ ମାଗଣା ଗଣିତ ଓ ବିଜ୍ଞାନ ଶିକ୍ଷାଦାନ କରିଛନ୍ତି।ନିଜର ପରିଣତ ୭୫ ବର୍ଷରୁ ଉର୍ଦ୍ଧ୍ବରେ ସେ ଏହିଭଳି କାର୍ଯ୍ୟକ୍ରମ!-->…
ଚାଲାଣ ହେଉଥିବା ଏକ ଶିଶୁ କୁ ପାରଳାଖେମୁଣ୍ଡି ରେଳ ଷ୍ଟେସନ ରୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପ୍ରକାଶ ଥାଉକି ନିକଟ ଅତିତରେ ରାଜ୍ୟ ବାହାରୁ (ହାଇଦରାବାଦ) କୁ ଚାଲାଣ ହୋଇଥିବା ୭ ଜଣ ନାବାଳିକାଙ୍କୁ ପୋଲିସ ପ୍ରଶାସନ ଗଜପତି ଦ୍ୱାରା ଉଦ୍ଧାର କରି ଥଇଥାନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଗଜପତି ଜିଲ୍ଲାକୁ ଶିଶୁ ଚାଲାଣ ମୁକ୍ତ କରିବା!-->…
ତନରଡ଼ାରେ ଆଞ୍ଚଳିକ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା
ବେଲଗୁଣ୍ଠା, ୨/୯:-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ତନରଡ଼ା ଆର୍ଯ୍ୟକନ୍ୟା ଗୁରୁକୂଳ ପରିସରରେ ୧୪ ଓ ୧୭ ବର୍ଷରୁ କମ୍ ବାଳକ-ବାଳିକାଙ୍କୁ ନେଇ ଆଞ୍ଚଳିକ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା-୨୦୨୬ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଛି। ବିଭିନ୍ନ!-->!-->!-->…
ଦପକା–ଏନ୍ଏଚ୍-୪୯ ସଂଯୋଗ ରାସ୍ତା ବେହାଲ: ବନ ବିଭାଗର ଅନୁମତି ଅପେକ୍ଷାରେ ଅଟକିଛି ନିର୍ମାଣ
ଝାରସୁଗୁଡ଼ା, ୨ ତାରିଖ: ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ଅନ୍ତର୍ଗତ ଦପକା ଗ୍ରାମରୁ ଜାତୀୟ ରାଜପଥ ଏନ୍ଏଚ୍-୪୯କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଅବସ୍ଥା ଏବେ ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ରାସ୍ତାର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଖାଲଖମା ସୃଷ୍ଟି ହୋଇଥିବା ବେଳେ ବର୍ଷା ଜଳ ଜମି!-->…
ବିଜୁ ଜନତା ଦଳ ର ନୂତନ କର୍ମକର୍ତ୍ତା ଙ୍କୁ ସମ୍ବର୍ଦ୍ଧନା
ଜି.ଉଦୟଗିରି, ୦୨/୦୯(ଅବନୀ କୁମାର ପ୍ରଧାନ) ଜି.ଉଦୟଗିରି ନଗର ଓ ବ୍ଲକ ବିଜୁ ଜନତା ଦଳ ତରଫରୁ ନୂତନ କର୍ମକର୍ତ୍ତା ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି | ଆଗକୁ ପୌର ଓ ପଞ୍ଚାୟତ ନିର୍ବାଚନ ଥିବା ବେଳେ ବିଜେଡି ନିଜ ସଂଗଠନ କୁ ମଜଭୁତ କରି ନିର୍ବାଚନ ନିମନ୍ତେ ପ୍ରସ୍ତୁତ ହେଉଥିବା ଦେଖିବାକୁ!-->…
ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ପର୍ଯ୍ୟାବେକ୍ଷକଙ୍କ ଗୁଣପୁର ଗସ୍ତ ।
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଦିନ ରାୟଗଡ଼ ଜିଲ୍ଲା ଏସ ଆଇ ଆର ପର୍ଯ୍ୟବେକ୍ଷକ ତଥା ଇଡ଼କୋ ପରିଚାଳନା ନିର୍ଦ୍ଦେଶକ ଡି ପ୍ରଶାନ୍ତ କୁମାର ରେଡ୍ଡୀ ରାୟଗଡ଼ ଜିଲ୍ଲାକୁ ଦ୍ଵିତୀୟ ଥର ଗସ୍ତ ଅବସରରେ ଗୁଣପୁର ଉପଖଣ୍ଡ ଗସ୍ତ କରି ବିଭିନ୍ନ ବୁଥକୁ ଗସ୍ତ କରିଥିଲେ । ଭୋଟର ତାଲିକା!-->!-->!-->…
ଵିଶ୍ଵକର୍ମା ସମାଜ ର ବାର୍ଷିକ ଉତ୍ସବ ସ୍ୟାମଳାଇ ମନ୍ଦିରରେ ଆନନ୍ଦ ଓ ସମ୍ମାନ ସହ ପାଳିତ ହୋଇଯାଇଛି
ହିଞ୍ଜିଳିକାଟୁ:୩୦/୦୮/୨୬(ରଜତ ପଟ୍ଟନାୟକ) ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ସ୍ୟାମଳାଇ ମନ୍ଦିରରେ ପ୍ରତିବର୍ଷ ହେଉଥିବା ବାର୍ଷିକ ଉତ୍ସବ ଆଜି ଆଉ ଏକ ସଫଳତାର ସାକ୍ଷୀ ହେଲା।ଏହି ବିଶେଷ ଅବସରରେ ୩୬ତାଲୁକା ଵିଶ୍ଵକର୍ମା ସମାଜ ରାଜଶ୍ରୀ ଟ୍ରଷ୍ଟ ଓ ଗଞ୍ଜାମ ଜିଲ୍ଲାର!-->!-->!-->…
ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ସାପୁଆପଲ୍ଲୀ ଠାରେ ଜୋନାଲସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ।
ହିଞ୍ଜିଳିକାଟୁ;୨୯/୦୮/୨୬(ରଜତ ପଟ୍ଟନାୟକ): ହିଞ୍ଜିଳିକାଟୁ ବ୍ଲକ୍ ଅଧୀନସ୍ଥ ସରକାରୀ ଉଚ୍ଚ ବିଦ୍ୟାଳୟ, ସାପୁଆପଲ୍ଲୀ ପରିସରରେ ଜୋନାଲସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ଏହି କ୍ରୀଡ଼ା ମହୋତ୍ସବରେ ଜୋନାଲ ଅଧୀନସ୍ଥ ୬ଟି!-->!-->!-->…