Browsing Category

ରାଜ୍ୟ

ଜନତାଙ୍କ ଉପରେ ଟିକସ ବୋଝ, ଏପଟେ ଦିନବେଳା ଜଳୁଛି ଷ୍ଟ୍ରିଟ୍ ଲାଇଟ୍; ଏନ୍.ଏ.ସି. କର୍ମଚାରୀଙ୍କ ଅବହେଳାରୁ ବିଦ୍ୟୁତ୍…

ବେଲଗୁଣ୍ଠା-୨୧/୭-(ଶିବରାମ ଚୌଧୁରୀ )-ଗୋଟିଏ ପଟେ ସାଧାରଣ ଜନତାଙ୍କ ଉପରେ ହୋଲ୍ଡିଙ୍ଗ ଟ୍ୟାକ୍ସ ବୋଝ ବଢ଼ିବାରେ ଲାଗିଥିବା ବେଳେ, ଅନ୍ୟପଟେ ନଗର ପ୍ରଶାସନର କର୍ମଚାରୀଙ୍କ ଘୋର ଅବହେଳା ଯୋଗୁଁ ଅକାରଣରେ ବିଦ୍ୟୁତ୍ ଶକ୍ତି ଓ ସରକାରୀ ଅର୍ଥର ଅପଚୟ ହେଉଛି।ମିଳିଥିବା ସୂଚନା ଅନୁଯାୟୀ, ଆଜି

ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୂକ୍ତିକରଣ ତଥା ସାଇବର ସଚେତନତା ଶିବିର

ବାସୁଦେବପୁର, ୨୧/୦୭: ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୂକ୍ତିକରଣ ଶିବିର ତଥା ସାଇବର ସଚେତନତା ଶିବିର ମନ୍ଦାରୀ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଅତିଥି ଭାବରେ ମନ୍ଦାରି ମହାବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟର ଅଧକ୍ଷ, ଭଦ୍ରକ ଡାକ

ଗଞ୍ଜେଇ ବ୍ୟବସାୟ ନିରାକରଣ ପାଇଁ ଗଜପତି ପୋଲିସର ପଦକ୍ଷେପ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଞ୍ଜେଇର ଭୂସ୍ୱର୍ଗ ଗଜପତି ଜିଲ୍ଲାର ମୋହନା ବ୍ଲକରେ ଆର୍.ଉଦୟଗିରି ଏସଡିପିଓ ରାକେଶ କୁମାର ସାହୁଙ୍କର ଉଦ୍ୟମରେ ସେଠାକାର ପଞ୍ଚାୟତ ସରପଞ୍ଚ ମାନଙ୍କ ସମାବେଶରେ ମୋହନା ବ୍ଲକର କୃଷି ଅଧିକାରୀ ଯୋଗଦାନ କରିଥିଲେ।ବିଭିନ୍ନ କୃଷିଭିତ୍ତିକ

ଉପମୁଖ୍ୟମନ୍ତ୍ରୀ ଶ୍ରୀ କେ. ଭି. ସିଂହଦେଓଙ୍କୁ ସାକ୍ଷାତ କଲେ ବ୍ରିଟିଶ ଡେପୁଟି ହାଇକମିଶନର

ୟୁକେ-ଓଡ଼ିଶା ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ସହାଭାଗିତା ନେଇ ଆଲୋଚନା ଭୁବନେଶ୍ୱର, ୨୧ ଜୁଲାଇ ୨୦୨୬: କୋଲକାତାର ବ୍ରିଟିଶ ଡେପୁଟି ହାଇକମିଶନର ଡକ୍ଟର ଆଣ୍ଡ୍ରୁ ଫ୍ଲେମିଂ ଆଜି ଲୋକସେବା ଭବନରେ ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ସାକ୍ଷାତ

ଯନ୍ତରମନ୍ତରରେ ଛାତ୍ରଛାତ୍ରୀଙ୍କୁ ପୋଲିସ୍ ଆକ୍ରମଣ ଘଟଣା:ଆରଏମ୍ଏଲ୍ ହସ୍ପିଟାଲରେ ଆହତ ଛାତ୍ରଛାତ୍ରୀଙ୍କୁ ଭେଟିଲେ…

ଆହତ ଛାତ୍ରଛାତ୍ରୀଙ୍କୁ ଗଭୀର ସମବେଦନା ଜଣାଇଲେ ବିଜେଡି ସାଂସଦସଂସଦ ଭିତରେ ଓ ବାହାରେ ପ୍ରସଙ୍ଗ ଉଠାଇଲା ବିଜେଡିଛାତ୍ରଛାତ୍ରୀଙ୍କ ଉପରେ ପୋଲିସର ବର୍ବରୋଚିତ ଆକ୍ରମଣକୁ ନେଇ ସଂସଦରେ ସ୍ୱତନ୍ତ୍ର ଆଲୋଚନା ଦାବି କଲା ବିଜେଡି ଭୁବନେଶ୍ୱର, ୨୧/୦୭/୨୦୨୬: ଗତକାଲି ଦିଲ୍ଲୀ ଯନ୍ତରମନ୍ତରରୁ

ମହିଳା ସ୍ନାତକ ମହାବିଦ୍ୟାଳୟ ତରଫରୁ ”ନାରୀ ସୁରକ୍ଷା ଓ ସଶକ୍ତି କରଣ” ସଚେତନତା କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ( ମଙ୍ଗଳ ବାର ) ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ''ଶକ୍ତିଶ୍ରୀ'' ସଶକ୍ତିକରଣ ସେଲ୍ ଆନୁକୂଲ୍ୟରେ 'ନାରୀ ସୁରକ୍ଷା ଓ ସଶକ୍ତିକରଣ' ବିଷୟରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ମହାବିଦ୍ୟାଳୟର ଅଧ୍ୟକ୍ଷା

ବଲାଙ୍ଗୀରରେ ଭୟାବହ ସଡ଼କ ଦୁର୍ଘଟଣା: ୨ ମୃତ, ୩ ଗୁରୁତର; ଗାଈ ସୁରକ୍ଷା ପାଇଁ ଗୋଶାଳା ଦାବି

ବଲାଙ୍ଗୀର, ତାରିଖ: ବଲାଙ୍ଗୀର ଜିଲ୍ଲାରେ ଘଟିଥିବା ଏକ ଭୟାବହ ସଡ଼କ ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିବାବେଳେ ତିନିଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ସେମାନଙ୍କ ଅବସ୍ଥା ସଙ୍କଟଜନକ ବୋଲି ସୂଚନା ମିଳିଛି।

ବ୍ୟାଙ୍କ୍ ଅଫ୍ ବରୋଦା ର ୧୧୯ ତମ ପ୍ରତିଷ୍ଠା ଦିବସ ପାଳିତ।

ପଦ୍ମପୁର/ ଶିବାଶିଷ ପଟ୍ଟନାୟକ:- ସ୍ଥାନୀୟ ବ୍ୟାଙ୍କ ଅଫ୍ ବରୋଦା ର ୧୧୯ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ସୁରେଶ ଅଗ୍ରୱାଲ, ସମ୍ମାନିତ ଅତିଥି ଭାବେ ନେପାଳ ମେହେର ଓ ସୁନୀଲ ପାଣିଗ୍ରାହୀ ଯୋଗଦେଇଥିଲେ । ପ୍ରଥମେ ବ୍ୟାଙ୍କ ର ପ୍ରତିଷ୍ଠାତା ମହାରାଜା ଶ୍ରୀମନ୍ତ

ଭିନ୍ନକ୍ଷମ ନାବାଳିକାଙ୍କୁ ଦୁଷ୍କର୍ମ ପରେ ଗର୍ଭପାତ ଘଟଣା:କଙ୍ଗାରୁ କୋର୍ଟର ସଭାପତି ଗିରଫ, କୋର୍ଟ ଚାଲାଣ ।

ଓଡ଼ଗାଁ, ୨୦।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅଧୀନ ବାହାଡ଼ାଝୋଲା ଫାଣ୍ଡି ଅନ୍ତର୍ଗତ କାପ୍ତାପଲ୍ଲୀ ପଞ୍ଚାୟତର ବଡ଼ଦୁରୁପା ଗ୍ରାମରେ ଭିନ୍ନକ୍ଷମ ନାବାଳିକାଙ୍କୁ ଦୁଷ୍କର୍ମ ପରେ ଗର୍ଭପାତ କରାଇବା ଘଟଣାରେ କଙ୍ଗାରୁ କୋର୍ଟ ଚଳାଇବା ଅଭିଯୋଗରେ ଗ୍ରାମ ପରିଚାଳନା

ଗୋଆରେ ଓଡ଼ିଆ ଯୁବକଙ୍କ ଅକାଳ ବିୟୋଗ, ଆଖିର ଲୁହରେ ଭାଷିଲା କୁରୁମବାଙ୍କତରା ଗାଁ

ଓଡ଼ଗାଁ, ୨୦।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ କୁରୁମବାଙ୍କତରା ଗ୍ରାମର ସତ୍ୟବାନ୍ ସାହୁ (୪୨)ଙ୍କ ଗୋଆରେ ହଠାତ୍ ମୃତ୍ୟୁ ଘଟିବା ପରେ ସମଗ୍ର ଗାଁରେ ଶୋକର ଛାୟା ଖେଳିଯାଇଛି। ସୋମବାର ଅପରାହ୍ନରେ ତାଙ୍କ ପାର୍ଥିବ ଶରୀର ଗାଁରେ ପହଞ୍ଚିବା ପରେ ପରିବାର,