Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସୁନାବେଶରେ ଚତୁର୍ଦ୍ଧାମୂର୍ତ୍ତୀ
ନୟାଗଡ଼(ବିଶ୍ୱଜିତ ନାୟକ):- ପବିତ୍ର ବଡ଼ ଏକାଦଶୀ ଅବସରରେ ଆଜି ମହାପ୍ରଭୂଙ୍କ ସୁନାବେଶ ରଥାରୂଢ଼ ଅବସ୍ଥାରେ ଅନୁଷ୍ଠିତ ହୋଇଯାଇଛି । ରୀତି ନୀତି ଅନୁସାରେ, ଠାକୁରଙ୍କ ଏକାଦଶୀ ପର୍ବ ପାଳନ ସହ ସଂନ୍ଧ୍ୟାରେ ରଥ ଉପରେ ସୁନାବେଶ ହୋଇଥିଲା । ଜଗନ୍ନାଥ ମନ୍ଦିର ନିକଟରେ ପ୍ରଭୂ ଶ୍ରୀ ବଳଭଦ୍ରଙ୍କ!-->!-->!-->…
ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ବିଦ୍ୟାଳୟସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ।
ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ବିଦ୍ୟାଳୟସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଯାଇଛି । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଭଉଣୀ ମାନଙ୍କ ଦ୍ୱାରା ସ୍ଵାଗତ ସଙ୍ଗୀତ ଗାନ କରା ଯାଇଥିଲା । ସଭାରେ ପରିଚାଳନା ସମିତିର ସଭାପତି ଶ୍ରୀଯୁକ୍ତ!-->!-->!-->…
ସ୍ୱାଭିମାନ ଅଞ୍ଚଳରୁ ମାଓ ଡମ୍ପ ଉଦ୍ଧାର,ବହୁ ବିସ୍ଫୋରକ ସାମଗ୍ରୀ ଜବତ ।
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନାଗିରି ତା ୨୫/୦୭ ନିର୍ଦ୍ଦିଷ୍ଟ ଗୁପ୍ତ ସୂଚନା ଆଧାରରେ ଶୁକ୍ରବାର ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳ ଯୋଡାମ୍ବ ପୋଲିସ ଷ୍ଟେସନ ଅନ୍ତର୍ଗତ ଘନବେଡା ଠାରେ ମାଓ ଦମନ ପାଇଁ ମୃତୟନ ହୋଇଥିବା ୧୭୭ ବ୍ୟାଟେଲିଅନ ର!-->…
ଏଲ୍.ଏନ୍. କଲେଜ ନିକଟରେ ଝାରସୁଗୁଡ଼ା ଯୁବ ସଂଘ ଓ ଛାତ୍ର ସଂଘର ବୃକ୍ଷରୋପଣ ଅଭିଯାନ
ପରିବେଶ ସୁରକ୍ଷା ପାଇଁ ଯୁବପିଢ଼ିଙ୍କୁ ଆଗକୁ ଆସିବାକୁ ଆହ୍ୱାନ
ଝାରସୁଗୁଡ଼ା, ଜୁଲାଇ ୨୫:ପରିବେଶ ସୁରକ୍ଷା ଓ ସବୁଜିମା ବୃଦ୍ଧିର ଲକ୍ଷ୍ୟ ନେଇ ଝାରସୁଗୁଡ଼ା ଯୁବ ସଂଘ ଏବଂ ଝାରସୁଗୁଡ଼ା ଛାତ୍ର ସଂଘର ମିଳିତ ଉଦ୍ୟମରେ ଆଜି ଲକ୍ଷ୍ମୀ ନାରାୟଣ (ଏଲ୍.ଏନ୍.) କଲେଜ ନିକଟରେ ଏକ ସଫଳ ବୃକ୍ଷରୋପଣ!-->!-->!-->…
ଛାତ୍ର ଆନ୍ଦୋଳନକୁ ନେଇ ବହୁଜନ ମୁକ୍ତି ପାର୍ଟିର ସାମ୍ବାଦିକ ସମ୍ମିଳନୀ
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ )ଛାତ୍ର ଆନ୍ଦୋଳନ ଉପରେ ପୋଲିସର ଦମନାତ୍ମକ କାର୍ଯ୍ୟାନୁଷ୍ଠାନ ଏବଂ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟଣାକୁ ନେଇ ସରକାରଙ୍କ ବିରୋଧରେ ସ୍ୱର ଉଠାଇଛି ବହୁଜନ ମୁକ୍ତି ପାର୍ଟି। ଭବାନୀପାଟଣାସ୍ଥିତ ବାମସେଫ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ!-->…
ବାହୁଡ଼ାରେ ସେବା ଦଳର ଉଲ୍ଲେଖନୀୟ ସେବା
ସମାନ ସମୟରେ ଶ୍ରୀ କ୍ଷେତ୍ର ପୁରୀ ଓ ପାରଳାଖେମୁଣ୍ଡିରେ ସେବା ଯୋଗାଇ ପ୍ରଶଂସା ସାଉଁଟିଲେ ସେବା ଦଳ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାରେ ଉଲ୍ଲେଖନୀୟ ସେବା କାର୍ଯ୍ୟ କରି ଚର୍ଚ୍ଚାରେ ରହିଥିବା ନୀଳମଣି ମିଶ୍ରଙ୍କ ନେତୃତ୍ୱାଧୀନ!-->!-->!-->!-->!-->!-->!-->…
ଅବସର ପ୍ରାପ୍ତ ବରିଷ୍ଠ ଶିକ୍ଷକ ଶ୍ରୀ ବେଣୁ ଗୋପାଳ ପାଢ଼ୀଙ୍କୁ ଉଚ୍ଚ୍ଵସିତ ସମ୍ବର୍ଦ୍ଧନା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସହର ସ୍ଥିତ ଏସ. ଏସ. ଫଙ୍କସନ ହଲ୍ ରେ ସରକାରୀ ପ୍ରାଥମିକ ବିଦ୍ୟାଳୟ ରାଜପୁର , ଗୋଷାଣୀ ବ୍ଲକର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ବେଣୁ ଗୋପାଳ ପାଢ଼ୀ ବିଗତ ମେ ୩୧, ୨୦୨୬ ରେ ଅବସର ଗ୍ରହଣ କରିବା ପରିପ୍ରେକ୍ଷୀରେ ଏକ!-->…
ଗୋଷାଣି ବ୍ଲକର ବି.ଡ଼ି.ଓ.ଙ୍କ ମାନବିକତା ପଦକ୍ଷେପକୁ ନେଇ ଚାରିଆଡୁ ପ୍ରଶଂସା
ଆଧାର କାର୍ଡ ଓ ପେନସନ ପାଇଲେ ୯୭ ବର୍ଷିୟ ବୃଦ୍ଧା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ମାନବିକତା ପଦକ୍ଷେପକୁ ନେଇ ଚାରିଆଡୁ ପ୍ରଶଂସା କରାଯାଉଛି। ବୟସର ଅପରାହ୍ନରେ ପହଞ୍ଚିଯାଇଥିବା ଜଣେ ବୃଦ୍ଧାଙ୍କ ଆଧାର!-->!-->!-->!-->!-->…
ସେଞ୍ଚୁରିଅନ୍ ବିଶ୍ବ ବିଦ୍ୟାଳୟ, ପାରଳାଖେମୁଣ୍ଡି ରେ ଦୁଇଦିନିଆ ଜାତୀୟ ସମ୍ମିଳନୀ ଉଦ୍ଘାଟିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସେଞ୍ଚୁରିଅନ୍ ବିଶ୍ବ ବିଦ୍ୟାଳୟ , ପାରଳାଖେମୁଣ୍ଡି ପରିସରରେ "ବିକଶିତ ଭାରତ-୨୦୪୭ ଲକ୍ଷ୍ୟରେ ଜଳବାୟୁ -ଅନୁକୂଳ କୃଷି ଉଦ୍ଭାବନ'' ଶୀର୍ଷକ ୯ମ ଜାତୀୟ ସମ୍ମିଳନୀ (NYC-CSISA 20 2026) ର ଉଦ୍ଘାଟନ ହୋଇଛି।ଅଲ୍ ଇଣ୍ଡିଆ ଆଗ୍ରିକଲଚରାଲ୍!-->…
ବାହୁଡ଼ାଯାତ୍ରାରେ ପୁଣି ଏକ ମର୍ମନ୍ତୁଦ ଅଘଟଣ: ପ୍ରଶାସନର ଚରମ ବିଫଳତାକୁ ନେଇ ବିଜେଡିର କଡ଼ା ସମାଲୋଚନା
ବିଚାର ବିଭାଗୀୟ ତଦନ୍ତ ପରିସରଭୁକ୍ତ କରିବା ସହ ତୁରନ୍ତ କ୍ଷତିପୂରଣ ଦାବି
ଭୁବନେଶ୍ୱର, ୨୪/୦୭/୨୦୨୬: ବିଜୁ ଜନତା ଦଳର ଉପସଭାପତି ଓ ପୂର୍ବତନ ମନ୍ତ୍ରୀ ଶ୍ରୀ ସଞ୍ଜୟ କୁମାର ଦାସବର୍ମା ପୁରୀ ବାହୁଡ଼ାଯାତ୍ରା ସମୟରେ ପୁଣି ଥରେ ଘଟିଥିବା ମର୍ମନ୍ତୁଦ ଅଘଟଣରେ ଜଣେ ଶ୍ରଦ୍ଧାଳୁଙ୍କ!-->!-->!-->…