Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
ଶିଦ୍ଧ ବାବା ମେମୋରିଆଲ କ୍ରିକେଟ କପ ଉଦଯାପିତ,ସରାଇପାଲି ଚମ୍ପିୟାନ ।
ଝାରବନ୍ଧ/ସଦାନନ୍ଦ ବେହେରା-ପଦ୍ମପୁର ଉପଖଣ୍ଡସ୍ତ ଝାରବନ୍ଧ ବ୍ଲକ ଅନ୍ତର୍ଗତ ଭଣ୍ଡାରପୁରୀ ଗ୍ରାମରେ ଶିଦ୍ଧ ବାବା ମେମୋରିଆଲ କ୍ରିକେଟ କପ ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଂଟରେ ଆଖପାଖ ଅଂଚଳର ତଥା ପଡୋଶୀ ରାଜ୍ୟ ଛତିଶଗଡର ୧୪ ଗୋଟି ଦଳ ଅଂଶଗ୍ରହଣ କରିଥିଲେ । ଫାଇନେଲ ମ୍ୟାଚ ସରାଇପାଲି…
ବଂଶଧାରା ମେଗା କ୍ରୀଡା ଉତ୍ସବ ଉଦଘାଟିତ
ଗୁଣପୁର ରୁ ସିଦ୍ଧାର୍ଥ ଦାଶ : ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ଡ. ପୁରୁଷୋତ୍ତମ ଗମାଙ୍ଗ ଓ ଗୁଣପୁର ଉପଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବନ୍ଧୋରଙ୍କ ଦ୍ଵାରା ଗୁଣପୁର ଠାରେ ଅନୁଷ୍ଠିତ ହେଉଥିବା ରାଜ୍ୟ ସ୍ତରୀୟ ବଂଶଧାରା ବସନ୍ତ ମହୋତ୍ସବ ପଡିଆ ରେ ବଂଶଧାରା ମେଗା କ୍ରୀଡା ଉତ୍ସବ ଉଦଘାଟିତ…
ଦୈତାରୀ ସାହୁ ସ୍ମାରକୀ ମାଁ ଲଙ୍କେଶ୍ୱରୀ କ୍ରିକେଟ୍ କପ୍ ଉଦଯାପିତ :ଖଇରପାଲି ଚମ୍ପିୟାନ
ପଦ୍ମପୁର/ନିଳ ଦୀପ- ବରିକେଲ ପଂଚାୟତ ଅନ୍ତର୍ଗତ ସିଂହନପୁର ମାଁ ଲଙ୍କେଶ୍ୱରୀ କ୍ରିକେଟ୍ କ୍ଲବ୍ ଆନୁକୁଲ୍ୟରେ ଜେଲ୍ଛକ ପଡିଆଠାରେ ଅନୁଷ୍ଠିତ ୧୦ତମ ଦୈତାରୀ ସାହୁ ସ୍ମାରକୀ ମାଁ ଲଙ୍କେଶ୍ୱରୀ କ୍ରିକେଟ୍ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚ ଖଇରପାଲି ଦଳ ଓ ପୂରେନା ଦଳ ମଧ୍ୟରେ…
ସୋହେଲା ସରକାରୀ ହାଇସ୍କୁଲର ବାର୍ଷିକ କ୍ରୀଡା
ସୋହେଲା(ଶାସକପ୍ରଶାସକ)-ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ସ୍କୁଲର ଖେଳ ପଡିଆଠାରେ ଶନିବାର ଅନୁଷ୍ଠିତ ହୋଇଥିଲା । ଛାତ୍ରମାନେ ଦୁର୍ଗାମନ୍ଦିରରୁ ମଶାଳ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ସ୍କୁଲର ଖେଳ ପଡିଆରେ ସ୍ଥାପନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହେମସାଗର…
ବିଜୁ ଜନତା ଦଳ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ , ଭୁବନେଶ୍ୱରପୁର ଚମ୍ପିୟାନ
ଝାରବନ୍ଧ ରୁ ସଦାନନ୍ଦ ବେହେରା : ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ର ସଲଡ଼ିହି ଗ୍ରାମରେ ବିଜୁ ଜନତା ଦଳ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ ହୋଇ ଯାଇଛି। ଏହି ତୁଣ୍ଡ।ମେଣ୍ଟ ରେ 26 ଟି ଦଳ ଅଂଶ ଗ୍ରହଣ କରିଥିଲେ। ଫାଇନାଲ ମ୍ୟାଚ ରେ ଭୁବନେଶ୍ୱରପୁର ଓ ଦୁଡୁକିଝର ମଧ୍ୟରେ ଖେଳା ଯାଇଥିଲା ଓ…
ଶ୍ରୀମା ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ବାର୍ଷିକ କ୍ରୀଡ଼ାତ୍ସୋବ ଉଦଘାଟିତ
ରେଢ଼ାଖୋଲ (ଯଶୋବନ୍ତ ନାରାୟଣ ସାହୁ): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ କଦଳୀଗଡ଼ ଶ୍ରୀମା ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ବାର୍ଷିକ କ୍ରୀଡ଼ାତ୍ସୋବ ଶୁକ୍ରବାର ଉଦଘାଟିତ ହୋଇଯାଇଛି l ଏହା ୨ ଦିନ ଧରି ଚାଲିବ l ଏହି କ୍ରୀଡ଼ାତ୍ସୋବକୁ ସ୍କୁଲ ପରିଚାଳନା କମିଟୀ ସଭାପତି…
‘ତାଇକୋଣ୍ଡୋ’ରେ ଆଦିବାସୀ ଛାତ୍ରୀ ‘ମେରୀ’ଙ୍କ କୃତିତ୍ୱ
ବାଲେଶ୍ୱର (ଉଜ୍ଜ୍ୱଳ କର ) : ଆନ୍ତର୍ଜାତିକ ତାଇକୋଣ୍ଡୋ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ସହର ଉପକଣ୍ଠ ବାମପଦା ଅଂଚଳର ଆଦିବାସୀ ଛାତ୍ରୀ ମେରୀ ସୋରେନଙ୍କୁ ଏବେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର…
ଗୌଡମାଲ ପଲ୍ଲିମଙ୍ଗଲ ଯୁବକସଂଘ ଆନୁକୁଲ୍ୟରେ ଦ୍ୱିଦିବସୀୟ ଫୁଟବଲ ପ୍ରତିଯୋଗିତା
ଝାରବନ୍ଧ/ସଦାନନ୍ଦ ବେହେରା-ଝାରବନ୍ଧ ବ୍ଳକ ଅନ୍ତର୍ଗତ ଗୌଡମାଲ ପଲ୍ଲିମଙ୍ଗଲ ଯୁବକସଂଘ ଆନୁକୁଲ୍ୟରେ ଦ୍ୱିଦିବସୀୟ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପ୍ରତିଯୋଗିତାକୁ ବିଜେପି ନେତା ସୁବାଷ ଚୌହାନ ଯୋଗଦେଇ ଶୁଭ ଉଦଘାଟିତ କରିଥିଲେ । ଏହି ପ୍ରତିଯୋଗିତାରେ…
ଜୟ ଦୁର୍ଗା କ୍ରିକେଟ କପ ତୁର୍ଲା : ଗୌଡ଼ମାଲ ବିଜେତା
ଝାରବନ୍ଧ(ସଦାନନ୍ଦ ବେହେରା):-ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ,ତୁର୍ଲା ଗ୍ରାମରେ ଜୟ ଦୁର୍ଗା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି । ଏହି ଟୁର୍ଣ୍ଣାମେଣ୍ଟ ରେ24 ଟି ଦଳ ଅଂଶ ଗ୍ରହଣ କରିଥିଲେ। ଫାଇନାଲରେ ଗୌଡ଼ମାଲ ଏବଂ ଗଡ଼ଫୁଲଝର ମଧ୍ୟ ରେ ଖେଳା ଯାଇଥିଲା ଏବଂ ଗୌଡ଼ମାଲ ବିଜେତା …
ଝାରବନ୍ଧର ମାଁ ରକମା ଦେବୀ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଯାପିତ,ଗୌଡମାଲ ଦଳ ଚମ୍ପିୟାନ
ଝାରବନ୍ଧ/ସଦାନନ୍ଦ ବେହେରା-ପଦ୍ମପୁର ଉପଖଣ୍ଡସ୍ତ ଝାରବନ୍ଧର ମଝିପଡା ଠାରେ ମାଁ ରକମା ଦେବୀ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଂଟରେ ଆଖପାଖ ଅଂଚଳର ୧୦ଗୋଟି ଦଳ ଅଂଶଗ୍ରହଣ କରିଥିଲେ ।ଫାଇନାଲ ମ୍ୟାଚ ଗୌଡମେଳ ଓ ଗଡଫୁଲଝେର ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏବଂ…