Sign in
Sign in
Recover your password.
A password will be e-mailed to you.
Browsing Category
ବାଣିଜ୍ୟ
ବେଦାନ୍ତ ଆଲୁମିନିୟମକୁ ଆଇବାସ୍ ୨୦୨୬ରେ ଦୁଇଟି ଶ୍ରେଷ୍ଠ ପ୍ରବନ୍ଧ ପୁରସ୍କାର
କୃତ୍ରିମ ବୁଦ୍ଧିମତ୍ତା, ସ୍ଥାୟୀତ୍ୱ, ଶୋଧନ ଓ ଗଳନ ପ୍ରଯୁକ୍ତି ସମେତ ବିଭିନ୍ନ କ୍ଷେତ୍ରରେ ୨୪ଟି ବୈଷୟିକ ପ୍ରବନ୍ଧ ଉପସ୍ଥାପନ କରାଯାଇଛି ।
ଝାରସୁଗୁଡ଼ା, ସେପ୍ଟେମ୍ବର ୨୧, ୨୦୨୬: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ାରେ ଅନୁଷ୍ଠିତ ୧୪ତମ!-->!-->!-->!-->!-->…
ବେଦାନ୍ତ ଆଲୁମିନିୟମ ପକ୍ଷରୁ ଝାରସୁଗୁଡ଼ାରେ ସୁଭଲକ୍ଷ୍ମୀ ସମବାୟ ମହିଳାଙ୍କ ଦ୍ୱାରା ହସ୍ତର୍ନିମିତ ପରିବେଶ ଅନୁକୂଳ…
ପାରମ୍ପରିକ କଳା ସହ ଦୀର୍ଘସ୍ଥାୟୀ ଜୀବିକା ସହ ଯୋଡ଼ି ହେଲେ ସୁଭଲକ୍ଷ୍ମୀର ମହିଳା କାରିଗର ।
ଝାରସୁଗୁଡ଼ା, ୧୮ ସେପ୍ଟେମ୍ବର ୨୦୨୬: ଓଡ଼ିଶାରେ ଗଣେଶ ଚତୁର୍ଥୀ ପାଳନ ଅବଶରରେ ବେଦାନ୍ତ ଆଲୁମିନିୟମ ପକ୍ଷରୁ ପରିବେଶ ଅନୁକୂଳ ମାଟିରେ ନିର୍ମିତ ଗଣେଶ ମୂର୍ତ୍ତି ପ୍ରଦର୍ଶିତ କରାଯାଇଛି।!-->!-->!-->…
ସ୍ନାତକ ମହାବିଦ୍ୟାଳୟ ରେ ବିଶ୍ବ ପ୍ରାଥମିକ ଉପଚାର ଦିବସ ପାଳନ,
ବେଲଗୁଣ୍ଠା,୧୨/୦୯,-(ଶିବରାମ ଚୌଧୁରୀ )-କ୍ଷେତ୍ରିୟ ବରପୁର ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟ ର ଯୁବ ରେଡକ୍ରସ୍ ଶାଖା ପକ୍ଷରୁ ବିଶ୍ଵ ପ୍ରାଥମିକ ଉପଚାର ଦିବସ ଅଧ୍ୟକ୍ଷ ଡଃ ଗିରୀଧର ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ଅଧକ୍ଷ!-->…
ହିଣ୍ଡାଲ୍କୋର ମୀନାକ୍ଷୀ କୋଇଲା ଖଣି ପାଇଁ ଜନଶୁଣାଣିରେ ମିଳିଲା ପ୍ରବଳ ଜନ ସମର୍ଥନ
ହେମଗିର/ସୁନ୍ଦରଗଡ : ମେସର୍ସ ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ପ୍ରସ୍ତାବିତ ମୀନାକ୍ଷୀ କୋଇଲା ଖଣି ନିମନ୍ତେ ଅନୁଷ୍ଠିତ ଜନ ଶୁଣାଣି ହେମଗିର ବ୍ଲକ୍ର କିରିପସିରା ଗ୍ରାମରେ ଶୁକ୍ରବାର (ସେପ୍ଟେମ୍ବର ୧୧)ରେ ଅନୁଷ୍ଠିତ ହୋଇଥିବାବେଳେ ଏହାକୁ ସ୍ଥାନୀୟ ଗ୍ରାମବାସୀ, ପଞ୍ଚାୟତିରାଜ!-->!-->!-->…
ଏଏମ୍/ଏନ୍ଏସ୍ ଇଣ୍ଡିଆ ପକ୍ଷରୁ ନିର୍ମାଣ ଏବଂ ଉତ୍ପାଦନ କ୍ଷେତ୍ର ପାଇଁ ପ୍ରିମିୟମ୍ ଗାଲଭାନାଇଜଡ୍ ଷ୍ଟିଲ୍ ବ୍ରାଣ୍ଡ…
ଭୁବନେଶ୍ୱର, ସେପ୍ଟେମ୍ବର ୦୯, ୨୦୨୬: ଆର୍ସଲରମିତ୍ତଲ ନିପ୍ପନ୍ ଷ୍ଟିଲ ଇଣ୍ଡିଆ (ଏଏମ୍/ଏନ୍ଏସ୍ ଇଣ୍ଡିଆ), ପକ୍ଷରୁ ଭାରତର ନିର୍ମାଣ, ଭିତ୍ତିଭୂମି, ଉତ୍ପାଦନ ଏବଂ ଇଞ୍ଜିନିୟରିଂ କ୍ଷେତ୍ରର ବର୍ଦ୍ଧିତ ଚାହିଦା ପୂରଣ କରିବା ପାଇଁ ଡିଜାଇନ୍ କରାଯାଇଥିବା ଏକ ପ୍ରିମିୟମ୍ ଗାଲଭାନାଇଜଡ୍!-->!-->!-->…
ଆଧୁନିକ ପରିବାର ପାଇଁ ଏଚ୍ପି ଗ୍ୟାସ୍ର ନୂଆ ‘ନବ୍ୟା’:କଲୁଙ୍ଗାରେ ୧୦ କେଜି ସିଲିଣ୍ଡରର ଶୁଭାରମ୍ଭ
ରାଉରକେଲା, (ବସନ୍ତ କୁମାର ଜେନା, ଶାସକ ପ୍ରଶାସକ): ହିନ୍ଦୁସ୍ତାନ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ୍ (HPCL) ପକ୍ଷରୁ କଲୁଙ୍ଗାସ୍ଥିତ ଆଇଡିଏଲ୍ଠାରେ ବିଘ୍ନେଶ ଏଚ୍ପି ଗ୍ୟାସ୍ ଏଜେନ୍ସୀ ପରିସରରେ ନୂତନ ପିଢ଼ିର ଏଚ୍ପି ଗ୍ୟାସ୍ ‘ନବ୍ୟା’ ୧୦ କେଜି ସିଲିଣ୍ଡରର ଶୁଭାରମ୍ଭ!-->!-->!-->…
ସେପ୍ଟେମ୍ବର ୧୨ରେ ଟିପିଏସ୍ଓଡିଏଲ୍ ଉପଭୋକ୍ତାଙ୍କ ନିମନ୍ତେ ଲୋକ ଅଦାଲତ
ବ୍ରହ୍ମପୁର: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍(ଟିପିଏସ୍ଓଡିଏଲ୍) ପକ୍ଷରୁ ଆସନ୍ତା ୧୨ ତାରିଖ ଶନିବାର ଦିନ ତୃତୀୟ ଜାତୀୟ ଲୋକ ଅଦାଲତ ଓ ପ୍ରବର୍ତ୍ତନ ସମାଧାନ ଶିବିର ଅନୁଷ୍ଠିତ ହେବ । ଉପଭୋକ୍ତାଙ୍କ ଦ୍ୱାରା ଅନଧିକୃତ ବିଦ୍ୟୁତ ବ୍ୟବହାର ତଥା ବିଦ୍ୟୁତ ଚୋରି!-->!-->!-->…
କମ୍ପାନୀ ସେକ୍ରେଟାରିଜ୍ର ୫୪ତମ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍ଯାପିତ
ଭୁବନେଶ୍ୱର: କମ୍ପାନୀ ସେକ୍ରେଟାରିଜ୍ର ୫୪ତମ ଜାତୀୟ ସମ୍ମିଳନୀ ୭ ସେପ୍ଟେମ୍ବର ୨୦୨୬ରେ ଐତିହାସିକ ସହର ଭୁବନେଶ୍ୱରଠାରେ ଉଦ୍ଯାପିତ ହୋଇଯାଇଛି । ଏଥିସହିତ ବ୍ୟାପକ ବିମର୍ଷ, ନବୋନ୍ମେଷୀ ଚିନ୍ତାଧାରା ଏବଂ ରଣନୈତିକ ନେଟୱର୍କିଂ ଉପରେ ଚାଲିଥିବା ତିନିଦିନ ବ୍ୟାପୀ କାର୍ଯ୍ୟକ୍ରମ!-->!-->!-->!-->!-->…
ଅନ୍ତର୍ଜାତୀୟ ସାକ୍ଷରତା ଦିବସ ଅବସରରେ ଶିକ୍ଷା ଓ ଜ୍ଞାନ ମାଧ୍ୟମରେ ଉପଭୋକ୍ତା ସଂପ୍ରଦାୟକୁ ସଶକ୍ତ କରୁଛି…
• ଡିଜିଟାଲ ସାକ୍ଷରତା ମାଧ୍ୟମରେ ୫,୦୦୦ ହିତାଧିକାରୀ ଉପକୃତ• ସରକାରୀ ଯୋଜନା, ସାଇବର ସୁରକ୍ଷା, ଡିଜିଟାଲ ପେମେଣ୍ଟ ଓ ସୌର ଶକ୍ତି ସମ୍ପର୍କରେ ସଚେତନତା ସୃଷ୍ଟି
ବ୍ରହ୍ମପୁର, ସେପ୍ଟେମ୍ୱର: ଦକ୍ଷିଣ ଓଡ଼ିଶାରେ ଡିଜିଟାଲ ସାକ୍ଷରତାକୁ ବଢ଼ାଇବା ଉଦ୍ଦେଶ୍ୟରେ ଟିପି ସଦର୍ଣ୍ଣ ଓଡ଼ିଶା!-->!-->!-->!-->!-->…
ଟିପିଏନଓଡିଏଲ୍ ପକ୍ଷରୁ ୩ୟ ଜାତୀୟ ଲୋକ ଅଦାଲତ
ବିଦ୍ୟୁତ ଚୋରି ଏବଂ ଏନଫୋର୍ସମେଣ୍ଟ ମାମଲାର ହେବ ସହଜ ସମାଧାନ
ବାଲେଶ୍ୱର | ୦୭ ସେପ୍ଟେମ୍ବର ୨୦୨୬: ଟିପି ନର୍ଦର୍ଣ୍ଣ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏନଓଡିଏଲ୍) ପକ୍ଷରୁ ବେଆଇନ୍ ତଥା ଅନଧିକୃତ ବିଦ୍ୟୁତ୍ ବ୍ୟବହାର ଏବଂ ବିଦ୍ୟୁତ୍ ଚୋରି ସମ୍ବନ୍ଧୀୟ ବିବାଦଗୁଡ଼ିକର ଆପୋସ!-->!-->!-->!-->!-->…