ଲାଇଫ ଗାର୍ଡ ପ୍ରଶିକ୍ଷଣ ଶିବିର

ଅସ୍ତରଙ୍ଗ,:-୨୬/୦୫:-ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଛୁରିଆନା ପଂଚାୟତ ପୀର ଜାହାନିଆ ନିକଟସ୍ଥ କଲ୍ୟାଣ ମଣ୍ଡପରେ ପର୍ଯ୍ୟଟନ ବିଭାଗ ଓ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟୁରିଜିମ୍ ଆଣ୍ଡ ଟ୍ରାଭେଲ ମ୍ୟାନେଜମେଣ୍ଟ (ଆଇଆଇଟିଟିଏମ୍ )ପକ୍ଷରୁ ଲାଇଫି ଗାର୍ଡ ବା ସମୁଦ୍ର ତଟ ଜୀବନ ରକ୍ଷକ ପ୍ରଶିକ୍ଷଣ…

ଦମନ ଶ୍ରୀ ଜଗନ୍ନାଥ ସେବା ସମିତି ତରଫରୁ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ; ୨୪ ୟୁନିଟ୍ ରକ୍ତ ସଂଗ୍ରହ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-କେନ୍ଦ୍ର ଶାସିତ ଅଞ୍ଚଳ ଦମନ, ବାପି ଏବଂ ଏହାର ଆଖପାଖରେ ରହୁଥିବା ପ୍ରବାସୀ ଓଡିଆ ଭାଇମାନଙ୍କ ଦ୍ଵାରା ଗଠିତ ଶ୍ରୀ ଜଗନ୍ନାଥ ସେବା ସେମିତିର ସଦସ୍ୟମାନେ ବର୍ଷ ତମାମ୍ ବହୁ ଜନହିତକର ସାମାଜିକ କାର୍ଯ୍ୟକ୍ରମ ଜାରି ରଖିଥିବା ବେଳେ ଚଳିତ ଗ୍ରୀଷ୍ମ ଋତୁରେ ରକ୍ତ…

ମାଁ ବ୍ରାହ୍ମଣ ଦେବୀଙ୍କ ଅସ୍ଥାୟୀ ପୀଠରେ ଶତାଧିକ ମହିଳା ପାଳିଲେ ସାବିତ୍ରୀ ବ୍ରତ ।

ବେଲଗୁଣ୍ଠା--(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ସହରରେ ଚାଲିଥିବା ଐତିହାସିକ ମାଁ ବ୍ରାହ୍ମଣ ଦେବୀ ଯାତ୍ରା ଅବସରରେ ମାଁ ବ୍ରାହ୍ମଣ ଦେବୀ ଅସ୍ଥାୟୀ ପୀଠରେ ବିରାଜମାନ କରିଛନ୍ତି ।ଆଜି ପବିତ୍ର ସାବିତ୍ରୀ ଓଷା ଥିବାରୁ ବେଲଗୁଣ୍ଠା ଅଞ୍ଚଳର ଶତାଧିକ ମହିଳା ମାଁ'ଙ୍କ ଅସ୍ଥାୟୀ ପୀଠରେ ସାବିତ୍ରୀ ଓଷା…

ଚାରି ଜଣ ରେଳ କର୍ମଚାରୀ ସତର୍କତା ଓ ଆଦର୍ଶ ସେବା ପାଇଁ ସମ୍ବର୍ଦ୍ଧିତ |

କର୍ତ୍ତବ୍ୟ ସମ୍ପାଦନ ସମୟରେ ପ୍ରଶଂସନୀୟ କାର୍ଯ୍ୟ ପାଇଁ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ମାନିତ | ଭୁବନେଶ୍ୱର, ୨୬.୦୫.୨୦୨୫ –ଉତ୍ସର୍ଗୀକୃତ ଏବଂ ସତର୍କତାକୁ ସ୍ୱୀକୃତି ଦେଇ ଏକ ପ୍ରଶଂସନୀୟ ପଦକ୍ଷେପ ସ୍ୱରୂପ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫଙ୍କୱାଲ ଟ୍ରେନ…

ଘନାମାଲ ରେ ୮ମ ରାତ୍ରିକାଳୀନ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ।

ପଦ୍ମପୁର :- ଘନାମାଲ ରେ ୮ମ ରାତ୍ରିକାଳୀନ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବିଧାୟିକା ବର୍ଷା ସିଂ ବରିହା, ଜିଲ୍ଲା ପରିଷଦ ସଦସ୍ୟା ପୂର୍ଣିମା ରଣା ଓ ସମିତି ସଭ୍ୟ ଅମିଲାଲ୍ ଭୁଏ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ଉଦଘାଟନୀ ମ୍ୟାଚ୍…

ଲଜ୍ଜା : ମନ୍ଦିର ପ୍ରାଙ୍ଗଣ ବି ନିରାପଦ ନୁହେଁ !!!

ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ରେ ପୂଜକ ଅଟକ ଜମନକିରା (ଲିପନ ନାଏକ) ପ୍ରଦୀଦ୍ଧ ଶୈବପୀଠ ମୁକ୍ତେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଶୋଇଥିବା ଜଣେ ନାବାଳିକାଙ୍କୁ ରବିବାର ଅପରାହ୍ନରେ ମନ୍ଦିର ପୂଜକ ଦୁଷ୍କର୍ମ କରିଥିବା ସମ୍ବଲପୁର ଜିଲ୍ଲା ଜମନକିରା ଥାନାରେ ଅଭିଯୋଗ ହୋଇଛି l ନାବାଳିକାଙ୍କ…

ସ୍ବପ୍ନ ନେଇ ଯାଇଥିଲେ,ଶବ ହୋଇ ଫେରିଲେ

ତେଲେଙ୍ଗାନା ରୁ ରେଙ୍ଗାଲି ଗାଁ କୁ ଫେରିଲା ଦାଦନ ଶ୍ରମିକ ର ମୃତ ଦେହ ଖପ୍ରାଖୋଲ ୨୬/୫(ହେମସାଗର ସାହୁ) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ରେଙ୍ଗାଲି ଗାଁ ରେ ଜଣେ ଦାଦନ ଶ୍ରମିକ ର ମୃତ ଦେହ ଗାଁ ରେ ରବିବାର ପହଞ୍ଚିଛି। ମୃତ ଦାଦନ ଶ୍ରମିକ ହେଲେ ରେଙ୍ଗାଲି ଗାଁ ର କାନ୍ତ ବରିହା ଙ୍କ ପୁଅ…

ସାର୍ବଜନୀନ ଶୀତଳ ଷଷ୍ଠୀ କମିଟି ତରଫରୁ ରୁ ଉଦଘାଟନ ହେଲା ମିନାବଜାର।

ପଦ୍ମପୁର :- ଚଳିତ ବର୍ଷ ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ମହାଦେବ ବାବା ଙ୍କର ଭବ୍ୟ ବିବାହୋତ୍ସବ ତଥା ତୃତୀୟ ବର୍ଷ ପାଇଁ ଶୀତଳ ଷଷ୍ଠୀ ପାଳନ ହେବାକୁ ଯାଉଥିବା ବେଳେ ଗତ ବର୍ଷ ମାନଙ୍କରେ ଲାଗୁଥିବା ଭକ୍ତ ଙ୍କ ଭିଡ଼କୁ ଦେଖି କମିଟି ତରଫରୁ ଭିଡ଼ ନିୟନ୍ତ୍ରଣ ପାଇଁ ତଥା ଲୋକଙ୍କ ମନୋରଞ୍ଜନ ପାଇଁ…

ଝାରବନ୍ଧ ପଞ୍ଚାୟତ ର ବିଭିନ୍ନ ଗାଁ ପରିଦର୍ଶନ କଲେ ବିଧାୟିକା।

ପଦ୍ମପୁର:- ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ପାଇକମାଳ ବ୍ଲକ ଝାରବନ୍ଧ ପଞ୍ଚାୟତର ବିଭିନ୍ନ ଗାଁ ଗୁଡ଼ିକର ପରିଦର୍ଶନ କରିଛନ୍ତି | ବିଧାୟିକା ଝାରବନ୍ଧ ପଞ୍ଚାୟତ ଗଞ୍ଜାଡାବର, ମେନକାମୁଣ୍ଡା, ପତ୍ରାଗୁଡ଼ା, ଝାରବନ୍ଧ ଓ ଟେମରିମାଲ ଗାଁକୁ ପରିଦର୍ଶନରେ ଯାଇଥିଲେ। ସେଠାରେ ଗ୍ରାମବାସୀ…

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଏ.ଏସ. ଆଇ ମହାନିର୍ଦେଶକଙ୍କ ଗୁରୁତ୍ୱପୂର୍ଣ ବୈଠକ

ପୁରୀ,୨୫/୫-ଶ୍ରୀମନ୍ଦିର ସଂରକ୍ଷଣ ତଥା ମରାମତି ନେଇ ଚାଲିଥିବା ବିଭିନ୍ନ ପ୍ରକଳ୍ପ ଏବଂ ଆଗାମୀ କାର୍ଯ୍ୟପନ୍ଥା ଉପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥାର (ଏ.ଏସ. ଆଇ) ମହାନିର୍ଦ୍ଦେଶକ ଡ. ୟୁଜବେନ୍ଦ୍ର ସିଂହ…