ଗାଁ ଆମ୍ବ ପସରା ଉଦଘାଟନ କଲେ ଜିଲ୍ଲାପାଳ l
ରାୟଗଡ଼ା. ତା.୨/୦୬: ରାୟଗଡ଼ା ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପାଟାୱରୀ ଆଜି ଓରମାସ ପକ୍ଷରୁ ଖୋଲାଯାଇଥିବା ‘ଆମ ଗାଁ ଆମ୍ବ ପସରାକୁ ଉଦଘାଟନ କରିଛନ୍ତି l ସ୍ଥାନୀୟ ଜନଜାତି ଜଗତ କେନ୍ଦ୍ର ସମ୍ମୁଖ ଠାରେ ଆୟୋଜିତ ଏହି ଉଦଘାଟନ କାର୍ଯ୍ୟକ୍ରମରେ ବନ ଖଣ୍ଡିୟ ଅଧିକାରୀ ଶ୍ରୀ ସଚିନ ଆନ୍ନା ସାହେବ…