ସିକରପାଇରେ ନଳକୁପ୍ ଖରାପ ଯୋଗୁଁ ପାଣିର ଘୋର ସମସ୍ୟା : ପ୍ରଶାସନ ନିରୁପାୟ l
କୋଲନରା - (ଦେବୀପ୍ରସାଦ ମହାନ୍ତି ) କଲ୍ୟାଣ ସିଂହପୁର ସିକରପାଇ ପଞ୍ଚାୟତ ସିକରପାଇ ଗ୍ରାମ ପାଣି ସମସ୍ୟା ଦିନକୁ ଦିନ ଗଭୀର ହେଉଛି । ଗ୍ରାମରେ ରହିଥିବା ୯ଟି ଟ୍ୟୁବଓେଲ୍ ବର୍ତ୍ତମାନ କାର୍ଯ୍ୟ କରୁନାହିଁ । ଏହାର ପରିଣତିରେ ଲୋକମାନେ ବୃଦ୍ଧ, ନାରୀ ଓ ଶିଶୁମାନେ—ସବୁଠୁ ଅଧିକ ପ୍ରଭାବିତ…