ବଡ଼ ଦୋଡ଼ଙ୍ଗା ଗ୍ରାମରେ ସବର୍ଣ୍ଣ ଅସବର୍ଣ୍ଣ ମଧ୍ୟରେ ବିବାଦ ରୋକିବା ନିମନ୍ତେ ଶାନ୍ତି କମିଟି ଗଣ୍ଠି !
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଗ୍ରାମରେ ଥିବା ଏକ ବିବାଦୀୟ ଚାଷ ଜମିକୁ ନେଇ ଦୀର୍ଘ ଦିନ ହେବ ମୁହାଁମୁହିଁ ଅବସ୍ଥାରେ ଥିଲେ ଗଂଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ବଡ଼ଦୋଡ଼ଙ୍ଗା ଗ୍ରାମର ସବର୍ଣ୍ଣ ଏବଂ ଅସବର୍ଣ୍ଣ ଗୋଷ୍ଠୀ I ଏନେଇ କୌଣସି ବଡ଼ ଧରଣର ଅପ୍ରୀତିକର ଘଟଣା ଘଟିବା ପୂର୍ବରୁ…