ଜିଲ୍ଲାସ୍ତରୀୟ କୃଷକ ଓ କ୍ରେତଙ୍କ ମଧ୍ୟରେ ସାକ୍ଷାତକାରୀ ସଭା ଓ ବଜାର ସମ୍ପର୍କ କର୍ମଶାଳା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲାସ୍ତରୀୟ କୃଷକ ଓ କ୍ରେତାଙ୍କ ମଧ୍ୟରେ ସାକ୍ଷାତକାରୀ ସଭା ଓ ବଜାର ସମ୍ପର୍କ କର୍ମଶାଳା ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସାମ୍ପ୍ରତିକ ସମୟରେ ଫସଲର ବିବିଧି କରଣ ସମ୍ପର୍କ ରେ…