ପିଲାଙ୍କୁ ଗାଡି ନଦେବାକୁ ଅପିଲ ପିଲା ଭୁଲ କଲେ ଅଭିଭାବକ ଗଣିବେ ତଣ୍ଡ
ପରିବହନ ବିଭାଗ ତରଫରୁ ଗାଡି ତଲାସୀ ଓ ସଚେତନତା କାର୍ଯ୍ୟକ୍ରମ ।
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି ତା:୨୬-୦୮-୨୦୨୫ରିଖ ଦିନ ରାୟଗଡ ଜିଲ୍ଲା ପରିବହନ ବିଭାଗ ତରଫରୁ ଗୁଣପୁର ମହାବିଦ୍ୟାଳୟ, ବାଇପାସ ଛକଠାରେ ୧୮ବର୍ଷରୁ କମ ବୟସର ପିଲାମାନେ ଗାଡି ଚଳାଉଥିବା ସମୟରେ ଯାଞ୍ଚ ଓ ସଚେତନତା…