କେନ୍ଦୁଝର ଜିଲ୍ଲା ତେଲକୋଇ ଆମ୍ରପଲ୍ଲୀ ଆମ୍ବ ଇଟାଲୀ ବଜାରରେ ଆଦର ପାଇବ
କେନ୍ଦୁଝର,ତା୯/୬- କେନ୍ଦୁଝର ତେଲକୋଇ ଅଞ୍ଚଳର ଆମ୍ବ ଚାଷୀ ଜାନକୀ ପ୍ରଧାନ, ମହେଶ୍ୱର ପ୍ରଧାନ, ଯଶୋଦା ପ୍ରଧାନ, ପଞ୍ଚାନନ ସାହୁଙ୍କ ବଗିଚାରୁ ଉନ୍ନତ ମାନର ଆମ୍ରପଲ୍ଲୀ ଆମ୍ବ ଚଳିତ ବର୍ଷ ଇଟାଲୀର ଖାଉଟି ବଜାର ଦଖଲ ଅଭିଯାନ ଆରମ୍ଭ କରିଛି। ଆଜି ପ୍ରଥମ ପର୍ଯ୍ୟାୟ ରେ ଦୁଇ ଟନ ଆମ୍ବକୁ ବିଜିନେସ…