ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଗସ୍ତ ପୂର୍ବରୁ ପୁଲିସର ‘ପ୍ରିଭେଣ୍ଟିଭ୍ ଆକ୍ସନ’

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମନ୍ତ୍ରୀ ଆସିବା ପୂର୍ବରୁ ବିଜେଡି ନେତାଙ୍କୁ ପୁଲିସର ଅଟକ । ମାଲକାନଗିରି ଏମଭି-୭୯ରେ ବିଜେଡି ଛାତ୍ରନେତା ରାକେଶ ମଣ୍ଡଳଙ୍କୁ ପ୍ରାୟ ଦୁଇ ଘଣ୍ଟା ଅଟକ ରଖି ପଚରାଉଚରା । ମନ୍ତ୍ରୀଙ୍କ ଗସ୍ତ ସମୟରେ ପ୍ରତିବାଦ ଆଶଙ୍କାରେ ପୁଲିସର ପଦକ୍ଷେପ ।…

ହର ଘର ତ୍ରିରଙ୍ଗା: ଖୋର୍ଦ୍ଧାରେ ଦେଶପ୍ରେମର ବାର୍ତ୍ତା ଦେଲା ଆଇଟିବିପିର ତ୍ରିରଙ୍ଗା ଶୋଭାଯାତ୍ରା

ଜାତୀୟ ଏକତା ଓ ଦେଶପ୍ରେମରେ ଏକାଠି ହେଲେ ହିମବୀର; ଜାତୀୟ ପତାକାର ମର୍ଯ୍ୟାଦା ରକ୍ଷା ପାଇଁ ଜନସାଧାରଣଙ୍କୁ ଆହ୍ୱାନ ଖୋର୍ଦ୍ଧାରୁ (ସେକ ଜାଫର ):ଖୋର୍ଦ୍ଧା, ଅଗଷ୍ଟ ୧୪: ସ୍ୱାଧୀନତା ଦିବସ ପୂର୍ବରୁ ଦେଶପ୍ରେମ, ଜାତୀୟ ଏକତା ଓ ତ୍ରିରଙ୍ଗା ପ୍ରତି ସମ୍ମାନର ଭାବନାରେ ଖୋର୍ଦ୍ଧା ସହର…

ନୟାଗଡ଼ରେ ଭବ୍ୟ “ତ୍ରିରଙ୍ଗା ଶୋଭାଯାତ୍ରା” — ଦେଶଭକ୍ତିରେ ପ୍ରକମ୍ପିତ ହେଲା ନୟାଗଡ଼ ସହର

ନୟାଗଡ଼(ବିଶ୍ୱଜିତ ନାୟକ) :- ନୟାଗଡ଼ ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ତରଫରୁ ଭାଜପାର ବରିଷ୍ଠ ନେତ୍ରୀ 'ଶ୍ରୀମତୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କ 'ନେତୃତ୍ୱରେ ଆଜି “ହର ଘର ତ୍ରିରଙ୍ଗା” କାର୍ଯ୍ୟକ୍ରମ ଅନ୍ତର୍ଗତ ଏକ ବିଶାଳ, ଦିବ୍ୟ ଓ ଭବ୍ୟ “ତ୍ରିରଙ୍ଗା ଶୋଭାଯାତ୍ରା”…

ଅଖଣ୍ଡ ଭାରତ ଦିବସ ଓ ଗୁରୁଦକ୍ଷିଣା କାର୍ଯ୍ୟକ୍ରମ

ବେଲଗୁଣ୍ଠା, ୧୪/୦୮,-(ଶିବରାମ ଚୌଧୁରୀ )-ଆଜି ଅପରାହ୍ନ ଚାରି ଘଣ୍ଟ ସମୟ ରେ ବେଲଗୁଣ୍ଠା ପେଣ୍ଠସାହିସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ବିଶ୍ୱ ହିନ୍ଦୁ ପରିଷଦ ଓ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ପକ୍ଷରୁ ଅଖଣ୍ଡ ଭାରତ ଦିବସ ପାଳନ ସହିତ ଗୁରୁଦକ୍ଷିଣା କାର୍ଯ୍ୟକ୍ରମ ଆୟୋଜିତ…

ଶାହଙ୍କୁ ଭେଟିଲେ ଝାରସୁଗୁଡ଼ା ବିଧାୟକ, ଉପହାର ଦେଲେ ମା’ ସମଲେଶ୍ୱରୀଙ୍କ ଫଟୋଚିତ୍ର

ଝାରସୁଗୁଡ଼ା, ୧୪/୦୮: ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ନୂଆଦିଲ୍ଲୀସ୍ଥିତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସରକାରୀ ବାସଭବନରେ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ବିଧାୟକ ଶ୍ରୀ ତ୍ରିପାଠୀ ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀରେ ଗତ ଦୁଇ ବର୍ଷ ମଧ୍ୟରେ ହୋଇଥିବା…

ଗୁଣପୁର ଠାରେ ଅଖଣ୍ଡ ଭାରତ ଦିବସ ଓ ତ୍ରିରଙ୍ଗା ଯାତ୍ରା ପାଳନ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:ରାୟଗଡ଼ା ଜିଲା ଗୁଣପୁର ପୁରୁଣା ବସ୍‌ଷ୍ଟାଣ୍ଡଠାରେ ଶୁକ୍ରବାର ଅଖଣ୍ଡ ଭାରତ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଭାଜପା ଜିଲା ସଭାପତି ଗୋପୀ ଆନନ୍ଦ ଓ ଏବିଭିପିର ଜିଲା ପ୍ରମୁଖ ଶେଷସାଇ ସେନାପତି ଏହି ଅଖଣ୍ଡ ଭାରତ ଦିବସ ଓ ତ୍ରିରଙ୍ଗା ଯାତ୍ରାର…

ବିଦ୍ୟାଳୟ ପରିସରରେ ସବୁଜାୟନ

ମାଲକାନଗିରି,ସୁରେନ୍ଦ୍ର କୁମାର ବେମାଳ:ତାରିଖ ୧୪.୮.୨୦୨୬ ମାଲକାନଗିର ସଦର ମହକୂମାସ୍ଥିତ ଶ୍ରୀରାମନଗର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବିଦ୍ୟାଳୟ,ବନ ବିଭାଗ , ମାଲକାନଗିରି ଓ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ , ମାଲକାନଗିରିଙ୍କ ମିଳିତ ସହଯୋଗରେ ମେଗା ଚାରା ରୋପଣ କାର୍ଯ୍ୟକ୍ରମ…

ନବରଙ୍ଗପୁର କଲେଜରେ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ପାଳିତ

ନବରଂଗପୁର ତା ୧୪.୮.୨୦୨୬:ଆଜି ସକାଳ ୧୦ ଘଟିକା ସମୟରେ ନବରଙ୍ଗପୁର ନୋଡାଲ ଡିଗ୍ରୀ କଲେଜ ଠାରେ ଏକ ବିଶେଷ ସ୍ମୃତିଚାରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀ ଶଙ୍କର ମାଝୀ, ନବରଙ୍ଗପୁର ଜିଲ୍ଲାପାଳ ଡ. ମହେଶ୍ୱର…

ବର୍ଷା ସରିଲେ ରାସ୍ତା ମରାମତି, ସ୍ଥାନୀୟଙ୍କୁ ନିଯୁକ୍ତି ଆଶ୍ୱାସନ

ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ମରାକୁଟା-ଜମେରାବାସୀ ଝାରସୁଗୁଡ଼ା, : ମରାକୁଟା ଓ ଜମେରା ଗ୍ରାମପଞ୍ଚାୟତ ଅଞ୍ଚଳର ରାସ୍ତା ନିର୍ମାଣ, ମରାମତି ଏବଂ ସ୍ଥାନୀୟ ଯୁବକଯୁବତୀଙ୍କୁ ନିଯୁକ୍ତି ପ୍ରଦାନ ଦାବିରେ ସ୍ଥାନୀୟ ଜନପ୍ରତିନିଧି ଓ ଶତାଧିକ ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ…

ଖଡ଼ଗେଙ୍କ ଗସ୍ତ ପରେ ‘ଶୁଦ୍ଧିକରଣ’କୁ ବିରୋଧ; ଝାରସୁଗୁଡାରେ କଂଗ୍ରେସର ପ୍ରତିବାଦ

ଝାରସୁଗୁଡା, ୧୪/୮: ହଲଦ୍ୱାନିରେ ଆୟୋଜିତ କଂଗ୍ରେସ ସଭାରେ ଅଖିଳ ଭାରତୀୟ କଂଗ୍ରେସ କମିଟି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଯୋଗଦେବା ପରେ ସ୍ଥାନଟି ‘ଅପବିତ୍ର’ ହୋଇଥିବା ଦର୍ଶାଇ କିଛି ବିଜେପି କର୍ମୀଙ୍କ ପକ୍ଷରୁ ‘ଶୁଦ୍ଧିକରଣ’ କାର୍ଯ୍ୟକ୍ରମ ଆୟୋଜନକୁ ଝାରସୁଗୁଡା ଜିଲ୍ଲା କଂଗ୍ରେସ କମିଟି…