ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ମହାତ୍ମା ଗାନ୍ଧୀ ତଥା ଲାଲ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ମହାସମାରୋହରେ ପାଳିତ

ନବରଙ୍ଗପୁର ତା ୨.୧୦.୨୦୨୫: ଆଜି ସ୍ଥାନୀୟ ରାଜା ଚୈତନ୍ୟ ଦେବ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଠାରେ ଜିଲ୍ଲା ସ୍ତରୀୟ ମହାତ୍ମା ଗାନ୍ଧୀ ତଥା ଲାଲ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି। ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ରୂପେ ମାନ୍ୟବର…

ସ୍ବପ୍ନର ଚାକିରି, ଲାଞ୍ଚର ଦୁଷ୍ଟ ଖେଳ — ବାତିଲ ହେଲା ଏସ.ଆଇ. ପରୀକ୍ଷା

ବିଜେପୁର:-ପୋଲିସ ଏସ.ଆଇ. (Sub-Inspector) ନିଯୁକ୍ତି ପରୀକ୍ଷାକୁ ଏକ ବଡ଼ କଲେଙ୍କାରୀ ସାମ୍ନାକୁ ଆସିଛି। ଲକ୍ଷ-ଲକ୍ଷ ଆଶାୟୀ ଯୁବମାନେ ବର୍ଷରୁ ବର୍ଷ ପର୍ଯ୍ୟନ୍ତ ପାଠପଢି, ପ୍ରତିଦିନ ୧୦-୧୨ ଘଣ୍ଟା କରି ତାରିଖ ଦେଖୁଥିବାବେଳେ, କେହିକି ଟଙ୍କା ଦେଇ ରାତାରାତି ପୋଲିସ ଏସ.ଆଇ. ହୋଇପାରିବେ…

ଜଗତସିଂହପୁର: ବାଲିକୁଦା ବଜାରରେ ଭାଙ୍ଗିଲା ଦୁର୍ଗାପୂଜା ଲାଇଟ୍ ଗେଟ୍

https://youtu.be/Ve5Ci1P3rTo   ବାଲିକୁଦା, ଶାସକ ପ୍ରଶାସକ, (ବିଚିତ୍ର ରଞ୍ଜନ ସାହୁ): ସକାଳୁ ସକାଳୁ ବାଲିକୁଦାରେ ହଠାତ ଆରମ୍ଭ ହୋଇଗଲା ପ୍ରବଳ ବର୍ଷା ସାଙ୍ଗକୁ ପବନ। ଫିକା ପଡ଼ିଲା ଦୁର୍ଗାପୂଜା। ଲୋକମାନେ ମାଙ୍କ ଦଶମୀ ପୂଜା ଦେଖିବାକୁ ଯିବା ପୂର୍ବରୁ ପ୍ରବଳ ବର୍ଷାପବନ ଯୋଗୁ…

ରାଜ ବୋରାସମ୍ବର ହାଇସ୍କୁଲ 1988 ମେଟ୍ରିକ୍ ବେଚ୍ ବନ୍ଧୁ ମିଳନ।

ଝାରବନ୍ଧ - ମନୋହର ଦାଶ: ବରଗଡ଼ ଜିଲ୍ଲା ର ସର୍ବପୁରାତନ ଶିକ୍ଷାନୁଷ୍ଠାନ ତଥା ବ୍ରିଟିଶ ଅମଳ ରେ ସ୍ଥାପିତ ହୋଇଥିବା ପଦମପୁର ରାଜ ବୋରାସମ୍ବର ହାଇସ୍କୁଲ ର 1988 ମସିହା ବ୍ୟାଚ ର ବନ୍ଧୁମିଲନ ଅନୁଷ୍ଠିତ ହୋଯାଇଛି।ମହୁଲପାଳି ନିକଟସ୍ତ ଅଙ୍ଗନଦୀ ପାଖ ରେ ଥିବା ସ୍କୁଲ ସାଥୀ ଶ୍ରୀ ବ୍ରଜମୋହନ…

ଇଚ୍ଛାପୁରରେ ରାବଣ ରାଜ ତୃତୀୟ ରଜନୀରେ ରାମ ଵନବାସ ଓ ସୀତା ଚୋରୀ

ସୁବର୍ଣ୍ଣପୁର, ଶାସକ ପ୍ରସାଶକ (ପ୍ରକାଶ କୁମାର ହାତୀ )ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଇଚ୍ଛାପୁରଠାରେ ସାର୍ବଜନୀନ ଦୁର୍ଗା ପୂଜାଉପଲକ୍ଷେ ରାବଣ ଦରବାର ଦୁଲୁକୁଛେ l ତୃତୀୟ ସନ୍ଧ୍ୟାର ରାଜ ଅତିଥି ଭାବେ ସୁବର୍ଣପୁର ଜିଲ୍ଲାର ଟ୍ରକ ମାଲିକ ସଙ୍ଘର ସଭାପତି ମୃତ୍ୟୁଞ୍ଜୟ ମିଶ୍ର, ଯୋଗ…

“ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ” ପାଳନ ଅବସରରେ ବୟୋଜ୍ୟେଷ୍ଠ ବ୍ୟକ୍ତି ମାନଙ୍କ ସୁରକ୍ଷା ଓ କଲ୍ୟାଣ ବିଷୟରେ…

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଆନ୍ତର୍ଜାତିୟ ବୟୋଜ୍ୟେଷ୍ଠ ନାଗରିକ ଦିବସ ପାଳନ ଉପଲକ୍ଷେ ତନରଡା ଅନ୍ତର୍ଗତ ସତ୍ୟଶ୍ରୀ ଜରାଶ୍ରମ, ତନରଡା ଠାରେ ଆଜି ବୃଦ୍ଧଙ୍କ ଅଧିକାର, ସୁରକ୍ଷା ଓ କଳ୍ୟାଣ ବିଷୟରେ ଏକ ସଚେତନତା ସଭାର ଆୟୋଜନ କରାଯାଇଥିଲା ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଦୌରା ଜଜ ଓ ତାଲୁକ…

ଜିଲ୍ଲାରେ ବିଜେଡ଼ି ପକ୍ଷରୁ ପଦଯାତ୍ରା ପାଇଁ କର୍ମୀଙ୍କ ନିକଟକୁ ପତ୍ର ଲିଖିଲେ ଜିଲ୍ଲା ସଭାପତି ।

ମାଲକାନଗିରି ରୁ ସୁରେନ୍ଦ୍ର ବେମାଳ : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଜୁ ଜନତା ଦଳର ଜନ ସଂପର୍କ ପଦଯାତ୍ରା ଅଭିଯାନ କରାଯିବା ନିଷ୍ପତ୍ତି ନିଆଯାଇଛି । ଏହାକୁ ଚଳିତବର୍ଷ ଅକ୍ଟୋବର ୯ ରୁ ନଭେମ୍ବର ୯ ପର୍ୟ୍ୟନ୍ତ ଏକ ମାସ ବ୍ୟାପୀ କରିବାକୁ ମାନ୍ୟବର ରାଜ୍ୟ ବିଜେଡ଼ି ସଭାପତି ନବୀନ…

ପଟ୍ଟାମୁଣ୍ଡାଇ ବ୍ଲକର ୭ନମ୍ବର୍ ୱାର୍ଡରେ ଅସାମାନ୍ୟ ଦୃଶ୍ୟ ।

କେନ୍ଦ୍ରାପଡା:(ଜିଲ୍ଲା ପ୍ରତିନିଧି) ପ୍ରଫୁଲ୍ଲ କୁମାର ମଲ୍ଲ- ପୂଜାର ମହୋଲ୍‌ ମଧ୍ୟରେ ହଠାତ୍‌ ଆତଙ୍କ ସୃଷ୍ଟି ହୋଇଗଲା। ପୂଜା ସମୟରେ ସ୍ଥାନୀୟ ଲୋକେ ରାସ୍ତାରେ ଯାହା ଦେଖିଲେ, ତାହା ନେଇ ସମଗ୍ର ଅଞ୍ଚଳରେ ଭୟଭୀତ ପରିସ୍ଥିତି ଦେଖାଗଲା। ଖବର ଅନୁସାରେ ପଟ୍ଟାମୁଣ୍ଡାଇ ୭ନମ୍ବର୍ ୱାର୍ଡର ମୁଖ୍ୟ…

ଏକକାଳୀନ ୩ ମଦ ଦୋକାନରୁ ସଟର ଭାଙ୍ଗି ୬ଲକ୍ଷ ୫୦ ହଜାର ଟଙ୍କା ଚୋରି

ସିସିଟିଭି ଫୁଟେଜ ଆଧାରରେ ପୋଲିସର ତଦନ୍ତ ଆରମ୍ଭ, ଓଡ଼ଗାଁ,୧।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଫିଲିମ ହଲଛକ ବାହାଡ଼ା ପିଠା ଠିପି ଖୋଲା ବିଅର ବାର ଏବଂ ସେହି ଛକର ଭଞ୍ଜନଗର ରାଜ୍ୟ ରାଜପଥ ପାର୍ଶ୍ବରେ ଥିବା ଠିପି ବନ୍ଦ ବିଦେଶୀ ମଦ ଦୋକାନ ଏବଂ ରୋହିବାଙ୍କ ଠାରେ…

ବେଆଇନ୍ କ୍ଲିନିକ୍ : ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଦାଗ

ବଲାଙ୍ଗୀର, ଘନଶ୍ୟାମ ନାଗ (ବିଶେଷ ପ୍ରତିନିଧି):-ଗାଁ ଗାଁରେ ବେଆଇନ୍ କ୍ଲିନିକ୍‌ମାନଙ୍କର ବିକାଶ ଆଜି ସାଧାରଣ ଗରିବ ଲୋକଙ୍କପାଇଁ ଭୟଙ୍କର ସଙ୍କେତ ହୋଇପଡିଛି। ଏପରି ଏକ ବିପଦଜନକ କ୍ଲିନିକ୍ ପାଟଣାଗଡ଼–ପଦ୍ମପୁର୍ ମୁଖ୍ୟ ରାସ୍ତା ଗଉଡ଼ପାଲିରେ ଅବିରତ ଚାଲୁଥିବାର ଦେଖି ଲୋକମନଙ୍କ ମନରେ ପ୍ରଶ୍ନ…