ସୁବର୍ଣ୍ଣପୁର, ଶାସକ ପ୍ରସାଶକ (ପ୍ରକାଶ କୁମାର ହାତୀ )ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଇଚ୍ଛାପୁରଠାରେ ସାର୍ବଜନୀନ ଦୁର୍ଗା ପୂଜାଉପଲକ୍ଷେ ରାବଣ ଦରବାର ଦୁଲୁକୁଛେ l ତୃତୀୟ ସନ୍ଧ୍ୟାର ରାଜ ଅତିଥି ଭାବେ ସୁବର୍ଣପୁର ଜିଲ୍ଲାର ଟ୍ରକ ମାଲିକ ସଙ୍ଘର ସଭାପତି ମୃତ୍ୟୁଞ୍ଜୟ ମିଶ୍ର, ଯୋଗ ଦେଇଥିବା ବେଳେ ବରିଷ୍ଠ ସାମ୍ବାଦିକ ପବିତ୍ର ମୋହନ ପାଣ୍ଡିଆ, ଡୁଙ୍ଗୁରିପାଲି ବ୍ଲକ ସାମ୍ବାଦିକ ସଂଘର ସଂପାଦକ ମୁକେଶ କୁମାର ଭୋଇ, ସାମ୍ବାଦିକ ପ୍ରକାଶ ହାତୀ, ସୁଦାମ ସାହୁ, ଉମାକାନ୍ତ ବାଗ, ଏବଂ ମହାଦେବ ଗଡ଼ତିଆ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
ମଞ୍ଚରେ ଅଭିନୀତ ‘ମହାରାଜ
କାର୍ଯ୍ୟକ୍ରମକୁ ସଫଳ କରିବାରେ ଗୋପବନ୍ଧୁ କ୍ଳବର ସମସ୍ତ ସଭ୍ୟଙ୍କ ସହଯୋଗ ପ୍ରଶଂସନୀୟ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।
ଏହି ଅବସରରେ ଢେଙ୍କାନାଳରୁ ଆସିଥିବା ନିତାନ୍ତ ଡେନ୍ସ ଗ୍ରୁପ୍ର କଳାକାରମାନଙ୍କ ଦ୍ୱାରା ପରିବେଷିତ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସହ ସହ ଦର୍ଶକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉପଭୋଗ କରିଥିଲେ।
ରାବଣ ଭୂମିକାରେ ଅକ୍ଷୟ କୁମାର ଭୋଇ, ମହାମନ୍ତ୍ରୀ ସଚିନ ମାଝି, ସେନାପତି କୈଳାସ ସେନାପତି, ନାରଦ ଭୂମିକାରେ ଦିଲିପ ବାରିକ ଅଭିନୟ କରୁଛନ୍ତି। ଏହି ଚରଣ ବରିହା
ମଞ୍ଚ ପରିଚାଳନା କରିଥିବା କମିଟିର ସୁନାଦତ ବେହେରା, ସଉଦା କୁଦେଇ, ବିଶ୍ଵରାନ ମନନ୍ଦିରା, ଅଭିମନ୍ୟୁ ବରିହା, ତୀର୍ଥ ମଲ୍ଲିକ, ପ୍ରଦୀପ କୁଦେଇ ଅତିଥିମାନଙ୍କୁ ସମ୍ବନ୍ଧିତ କରିଥିଲେ l
Sign in
Sign in
Recover your password.
A password will be e-mailed to you.