ପଞ୍ଚଲିଙ୍ଗେଶ୍ଵର ଶୈବ ପୀଠରେ ଦୋକାନୀଙ୍କ ଦବଙ୍ଗଗିରି

ପିଟି ପିଟି ଲହୁ ଲୁହାଣ କଲେ ପର୍ଯ୍ୟଟକ ଙ୍କୁ, ପୋଲିସ ର କାର୍ଯ୍ୟକଳାପ କୁ ନେଇ ଉଠିଲା ପ୍ରଶ୍ନ। ନୀଳଗିରି, ୨୫/୧୦:-ଓଡ଼ିଶା ପର୍ଯ୍ୟଟନ ମାନଚିତ୍ର ରେ ବାଲେଶ୍ଵର ଜିଲ୍ଲା ର ନୀଳଗିରି ପଞ୍ଚଲିଙ୍ଗେଶ୍ଵର ଶୈବ ପୀଠ ଗୁରୁତ୍ୱ ବହନ କରୁଥିବା ବେଳେ ପ୍ରତି ଦିନ ଶହ ଶହ ପର୍ଯ୍ୟଟକ ଆସିଥିବା ବେଳେ…

ବେଲଗୁଣ୍ଠାର ବିଭିନ୍ନ ସ୍ଥାନରେ ମା’ ଗଜଲକ୍ଷ୍ମୀଙ୍କ ପୂଜା

ବେଲଗୁଣ୍ଠା,୨୫/୧୦, -(ଶିବରାମ ଚୌଧୁରୀ )-ସ୍ଥାନୀୟ ବେଲଗୁଣ୍ଠା ସହର ସମେତ ବ୍ଲକ୍‌ର ବିଭିନ୍ନ ଗ୍ରାମରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ମହାସମାରୋହରେ ଆରମ୍ଭ ହୋଇଛି। ଏହି ଅବସରରେ ସହରର ଜଗନ୍ନାଥପ୍ରସାଦ ରୋଡ୍‌ସ୍ଥିତ ଲକ୍ଷ୍ମୀ ବଜାର, ହାଟପଦା, ପଣ୍ଡା ସାହି, କୋଳିସାହି ଓ ଧନିଜାପଲ୍ଲୀ ଆଦି…

ମିଥ୍ୟା ବିଲ୍‌ ଜରିଆରେ ୨.୬୦ କୋଟିରୁ ଊର୍ଦ୍ଧ୍ୱ ସରକାରୀ ଅର୍ଥ ହଡ଼ପ ଅଭିଯୋଗ

ସୁନାବେଡ଼ା ବନ୍ୟପ୍ରାଣୀ ବନଖଣ୍ଡ କାର୍ଯ୍ୟାଳୟର ବରିଷ୍ଠ ସହାୟକ ବାବୁଲୁ ସୁନାଙ୍କୁ ଗିରଫ କଲା ଓଡ଼ିଶା ଭିଜିଲାନ୍ସ କଳାହାଣ୍ଡି/ରୋହିତ କୁମାର ନାଏକ (ଶାସକ ପ୍ରଶାସକ )ନୂଆପଡ଼ା/ଭବାନୀପାଟଣା: ଦୁର୍ନୀତି ବିରୋଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ସ୍ୱରୂପ, ସୁନାବେଡ଼ା ବନ୍ୟପ୍ରାଣୀ ବନଖଣ୍ଡ…

ମହୁଲପାଲିରୁ ବୁକୁରାମୁଣ୍ଡା ଯାଏଁ ବିଜେଡିର ଜନସମ୍ପର୍କ ପଦଯାତ୍ରା

ପାଇକମାଳ : ଜନସାଧାରଣଙ୍କ ସହ ସୁସମ୍ପର୍କ ସ୍ଥାପନ, ଦଳୀୟ ସଂଗଠନକୁ ମଜଭୁତ କରିବା ଏବଂ ଲୋକଙ୍କ ସମସ୍ୟାକୁ ନିକଟରୁ ଜାଣିବା ଉଦ୍ଦେଶ୍ୟରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଆୟୋଜିତ ହୋଇଛି। ପାଇକମାଳ ବ୍ଳକ ମହୁଲପାଲିଠାରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା…

ଝାରସୁଗୁଡ଼ାରେ ବିଜେଡିର ବିଶାଳ ଜନସମ୍ପର୍କ ପଦଯାତ୍ରା, ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଲେ ଦୀପାଳୀ ଓ ବର୍ଷା

​ଝାରସୁଗୁଡ଼ା, ୨୫/୧୦, ଝାରସୁଗୁଡ଼ାରେ ବିଜୁ ଜନତା ଦଳ ପକ୍ଷରୁ ଏକ ବିଶାଳ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ବିଧାୟିକା ତଥା ବିଜେଡି ରାଜ୍ୟ ସାଧାରଣ ସମ୍ପାଦିକା ଦୀପାଳୀ ଦାସଙ୍କ ନେତୃତ୍ୱରେ ଆୟୋଜିତ ଏହି ପଦଯାତ୍ରା ଝଣ୍ଡା ଛକରୁ ଆରମ୍ଭ ହୋଇ ଭୁବନିଆ ପଡ଼ିଆ ପର୍ଯ୍ୟନ୍ତ…

୭୭ ତମ କଳାହାଣ୍ଡି ଜିଲ୍ଲା ଗଠନ ଦିବସ -୨୦୨୬ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ )ତା ୨୫.୧୦.୨୦୨୬: ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ତନ୍ମୟ କୁମାର ଦରୱାନ ଙ୍କ ଅଧ୍ୟକ୍ଷତାରେ ୭୭ ତମ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ୨୦୨୬ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…

ବଲାଙ୍ଗୀର ଦିନ ପୂର୍ବରୁ ସେବା କାର୍ଯ୍ୟକ୍ରମର ଶୁଭାରମ୍ଭ

ନାରୀ ଶକ୍ତି ଫାଉଣ୍ଡେସନ ପକ୍ଷରୁ ମେଗା ମାଗଣା ସ୍ୱାସ୍ଥ୍ୟ ଓ ଚକ୍ଷୁ ଶିବିର ଅନୁଷ୍ଠିତ ​ବଲାଙ୍ଗୀର: ଆସନ୍ତା ନଭେମ୍ବର ୧ ତାରିଖରେ ପାଳିତ ହେବାକୁ ଥିବା ଐତିହାସିକ ‘ବଲାଙ୍ଗୀର ଦିନ’ ଉପଲକ୍ଷେ ସହରରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଏହି କ୍ରମରେ ପ୍ରଥମ…

ଜାଗୁଳିପାଟଣା ଅନନ୍ତ ପୁରୁଷୋତ୍ତମ ମନ୍ଦିରର ଐତିହ୍ୟ ଖୋଜିଲା ହେରିଟେଜ୍ ୱାକ୍

ମନ୍ଦିରର ଇତିହାସ, ପରମ୍ପରା ଓ ଲୋକକଥା ସମ୍ପର୍କରେ ଆଲୋଚନା ଖୋର୍ଦ୍ଧାରୁ(ସେକ ଜାଫର):ଖୋର୍ଦ୍ଧା, ୨୫ା୧୦: ଖୋର୍ଦ୍ଧାର ଐତିହାସିକ ଓ ଧାର୍ମିକ ଐତିହ୍ୟର ଅନ୍ୱେଷଣ ଉଦ୍ଦେଶ୍ୟରେ ଆୟୋଜିତ ତୃତୀୟ ଖୋର୍ଦ୍ଧା ହେରିଟେଜ୍ ୱାକ୍‌ରେ ଏଥର ଜଗୁଳିପାଟଣାସ୍ଥିତ ଶ୍ରୀ ଅନନ୍ତ ପୁରୁଷୋତ୍ତମ ମନ୍ଦିରର…

“କୋଟିଆ ପ୍ରସଙ୍ଗରେ ଚୁପ୍ ବସିଛନ୍ତି ଟ୍ରିପଲ ଇଞ୍ଜିନ ସରକାର”

କୋଟିଆ ପାଇଁ ବିଜେପି ସରକାରଙ୍କ ନାହିଁ ଆନ୍ତରିକତା: ବିଜେଡି ଆନ୍ଧ୍ର ପ୍ରଦେଶ ହାତକୁ କୋଟିଆ ଟେକି ଦେବାକୁ ଚକ୍ରାନ୍ତ କରୁଛନ୍ତି ରାଜ୍ୟ ସରକାର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ କୋଟିଆ ସାରା ଦେଶ ପାଇଁ ବିକାଶର ଏକ ରୋଲ ମଡେଲ ସାଜିଥିଲା …

ଭାରତୀୟ ମଜଦୁର ସଙ୍ଘ ଯାଜପୁର ଜିଲ୍ଲା ସମ୍ମିଳନୀ

ଯାଜପୁର/ବ୍ୟାସନଗର: ୨୫/୧୦, ବ୍ୟାସନଗର ସହରର ଦଳା ଛକ ନିକଟସ୍ଥ ବ୍ୟାସଦେବ ଟାଉନହଲ ଠାରେ ଭାରତୀୟ ମଜଦୁର ସଙ୍ଘର ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ କାର୍ଯ୍ୟରତ ତଥା ବିଏମଏସ ସହବନ୍ଧିତ ନିୟୁ ଲକ୍ଷ୍ମୀ ଷ୍ଟିଲ ଏଣ୍ଡ ପାୱାର, ଓଡିଶା ୱେଷ୍ଟ ମ୍ୟାନେଜମେଣ୍ଟ ମଜଦୁର ସଙ୍ଘ,…