ବେଦାନ୍ତ ଆଲୁମିନିୟମପକ୍ଷରୁ ବାର୍ଷିକ ଖଣି ସୁରକ୍ଷା ପକ୍ଷ ଆୟୋଜିତ
ଜାମଖାନୀ କୋଇଲା ଖଣିରେ ଦୁଇ ସପ୍ତାହର ସୁରକ୍ଷା କାର୍ଯ୍ୟ ଆଚରଣଗତ ପରିବର୍ତ୍ତନ ଆଣିଛି
ଭୁବନେଶ୍ୱର, ୧୬/୧୨/୨୦୨୫: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ, ଓଡ଼ିଶାର ଜାମଖାନୀ କୋଇଲା ଖଣିରେ ଡିସେମ୍ବର ୨ରୁ ୧୫ତାରିଖ ପର୍ଯ୍ୟନ୍ତ ବାର୍ଷିକ ଖଣି ସୁରକ୍ଷା ପକ୍ଷ…