ସାଇବର ସିକ୍ୟୁରିଟି ଅଭିଯାନ ୨୦୨୫ ଓ ସାଇବର ସୁରକ୍ଷା ରଥ ଶୁଭାରମ୍ଭ

 ଜଗତସିଂହପୁର,ତା-୨୨.୧୦.୨୦୨୫/ସୁମନ୍ତ କୁମାର ଦାସ:ଆଜି ଅପରାହ୍ନ ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡ଼ିଆରେ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ସାଇବର ସିକ୍ୟୁରିଟି ଅଭିଯାନ ୨୦୨୫ ଏବଂ ସାଇବର ସୁରକ୍ଷା ରଥ ର ଶୁଭାରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି…

ତିନି ଗିରଫ ଦୁଇ ଦେଶୀ ବନ୍ଧୁକ ଜବତ୍ କଲା ପୁଣି ଭଞ୍ଜନଗର ପୋଲିସ୍

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଗୋଟିଏ ଗୋଟିଏ, ଥରେ ଥରେ ଦୁଇରୁ ଅଧିକ ଏପରି ଭାବରେ ବର୍ତ୍ତମାନ ସୁଦ୍ଧା ଭଞ୍ଜନଗର ପୋଲିସ ମୋଟ ୨୨ଟି ବନ୍ଧୁକ ଜବତ କରିଥିବା ବେଳେ ଆଜି ପୁଣି ଆଉ ୨ଟି ବନ୍ଧୁକ ଜବତ କରିଛି। ସୂଚନା ଅନୁସାରେ ଆଜି ଭଞ୍ଜନଗର ପୋଲିସ ଦିନରେ ପେଟ୍ରୋଲିଂ କରୁଥିବା ସମୟରେ ଏସ୍ ଆଇ…

ବିଜେପି ର ମହାମିଶ୍ରଣ ପର୍ବରେ ସାମିଲ ହେଲେ ବହୁ ନେତା କର୍ମୀ

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ): ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ହେଉଛି ଏକ ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ। ଏହା ସବୁ କ୍ଷେତ୍ରରେ ସେ ରାଜନୀତି, କଳା ସାହିତ୍ୟ ସଂସ୍କୃତି, ଶିକ୍ଷା, ଭାଷା, ଆଧ୍ୟାତ୍ମିକ ଓ ଐତିହାସିକ ହେଉ। ଗତ ଦୀର୍ଘ ବର୍ଷ ହେଲା ବିଜୁ ଜନତା ଦଳ ରାଜନୈତିକ କ୍ଷେତ୍ରରେ ଭଞ୍ଜନଗର…

କ୍ଲଷ୍ଟର୍ ସ୍ତରୀୟ ସୁରଭି;

  ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଆଜି ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଅଧିନସ୍ଥ ଉଢୁରା କ୍ଲଷ୍ଟର୍ ସ୍ତରୀୟ ସୁରଭି ସ୍ଥାନୀୟ ସିଆରସିସି ରମେଶ୍ କୁମାର ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି I ସରକାରୀ ପଟେଲ୍ ରୋଡ଼୍ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ…

ଜିଲ୍ଲାରେ ମା ଓ ଶିଶୁ ର ଉତ୍ତମ ସ୍ୱାସ୍ଥ୍ୟ ଓ ପୋଷଣ ନିମନ୍ତେ ସ୍ବାସ୍ଥ୍ୟ ବିଭାଗ ଓ ଜିଲ୍ଲା ସମାଜ କଲ୍ୟାଣ ବିଭାଗର…

ନବରଙ୍ଗପୁର ତା ୨୨.୧୦.୨୦୨୫:ନବରଙ୍ଗପୁର ଜିଲ୍ଲା ରେ ମା ଓ ଶିଶୁ ମାନଙ୍କ ଉତ୍ତମ ସ୍ଵାସ୍ଥ୍ୟ ଓ ପୋଷଣ ନିମନ୍ତେ ସ୍ବାସ୍ଥ୍ୟ ବିଭାଗ ଓ ଜିଲ୍ଲା ସମାଜ କଲ୍ୟାଣ ବିଭାଗର ମିଳିତ ବୈଠକ ଜିଲ୍ଲାପାଳ ଡ଼. ମହେଶ୍ବର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆଜି ଅଶୋକ ମେହେତା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ…

ନବରଙ୍ଗପୁରଠାରେ ଜିଲ୍ଲା ସ୍ତରୀୟ ” ଶିଶୁ ପାଇଁ ଦିନଟିଏ” ପାଳନ

ନବରଙ୍ଗପୁରତା୨୨.୧୦.୨୦୨୫:"ମିଶନ ବାତ୍ସଲ୍ୟ ଯୋଜନା " ଅନ୍ତର୍ଗତ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଦ୍ୱାରା ଅଶୋକ  ମେହେତା ସମ୍ମିଳନୀ କକ୍ଷ ରେ "ଶିଶୁ ପାଇଁ ଦିନଟିଏ" ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ରେ ଆରକ୍ଷୀ…

୧୪ ଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ବଳବତ୍ତର: ୫ ଜଣଙ୍କ ପ୍ରାର୍ଥୀତ୍ବ ନାକଚ

ନୂଆପଡା ଜିଲ୍ଲା ରୁ ଉପେନ୍ଦ୍ର ବାଗ (ଶାସକ ପ୍ରଶାସକ ): ନୂଆପଡା ଉପ ନିର୍ବାଚନର ପ୍ରାର୍ଥୀପତ୍ର ଯାଞ୍ଚ ଶେଷ, ୧୪ ଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ବଳବତ୍ତର ଥିବା ବେଳେ ୫ ଜଣଙ୍କ ପ୍ରାର୍ଥୀତ୍ବ ନାକଚ ହେଲା l ନୂଆପଡା,ତା:୨୨.୧୦. ଆଜି ନୂଆପଡ଼ା ବିଧାନସଭା ଉପ ନିର୍ବାଚନ ପାଇଁ ଉପ ଜିଲ୍ଲାପାଳ…

ଯୁବ ସମାଜ ପାଇଁ ତମାଖୁ ମୁକ୍ତ ଅଭିଯାନ ୩.୦ ଜିଲ୍ଲା ସ୍ତରୀୟ ଶୁଭାରମ୍ଭ

ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ) ତା. ୨୨.୧୦.୨୦୨୫ – ତମାଖୁ ସେବନ ଅଧିକାଂଶ ଅଣୁ ସଂକ୍ରାମକ ରୋଗ ଓ କର୍କଟ ରୋଗର ମୁଖ୍ୟ କାରଣ । ତମାଖୁ ବର୍ଜନ ଆଜିର ଯୁବପିଢି ପାଇଁ ଆହ୍ଵାନ୍ । ଯୁବ ସମାଜ ପାଇଁ ତମାଖୁ ମୁକ୍ତ ଅଭିଯାନ ୩.୦ କଳାହାଣ୍ଡି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ର…

ନିଜ ଶତାଧିକ ସମର୍ତକଙ୍କ ଗହଣରେ ବିଜେପିରେ ଯୋଗ ଦେଲେ ଆଦିବାସୀ ନେତା ଭୁଜବଳ ଅଡବାଙ୍ଗ

 ନୂଆପଡା ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତା ଆମ ସମସ୍ତଙ୍କୁ ପ୍ରଭାବିତ କରିଛି: ଭୁଜବଳ ଅଡବାଙ୍ଗ  ଟୋପି ଓ ଉତରୀୟ ପ୍ରଦାନ କରି ସ୍ୱାଗତ ଜଣାଇଲେ ବରିଷ୍ଠ ନେତୃବୃନ୍ଦ ନୂଆପଡା / ଭୁବନେଶ୍ୱର, ତା.୨୨/୧୦: ଯଶସ୍ୱୀ ପ୍ରଧାନମନ୍ତ୍ରୀ…

ପୋଲିସ ସବ୍‌-‌ଇନ୍‌ସପେକ୍ଟର ନିଯୁକ୍ତି ପରୀକ୍ଷା ଦୁର୍ନୀତି: ସି.ବି.ଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି

ଭୁବନେଶ୍ବର,୨୨.୧୦.୨୫: ବହୁ ଚର୍ଚ୍ଚିତ ପୋଲିସ ସବ୍‌ ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷାର ତଦନ୍ତ ଭାର ସି.ବି.ଆଇ କୁ ଅର୍ପଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ସୂଚନାଯୋଗ୍ୟ ଯେ ଓଡିଶା ପୋଲିସ ସବ୍‌ଇନ୍‌ସପେକ୍ଟର ନିଯୁକ୍ତି ପରୀକ୍ଷାରେ ବ୍ୟାପକ…