ସମନ୍ୱିତ ଶିଶୁ ବିକାଶ ଯୋଜନା ଭଞ୍ଜନଗର ଦ୍ଵାରା ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ
ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ): ସମନ୍ୱିତ ଶିଶୁ ବିକାଶ ଯୋଜନା ଭଞ୍ଜନଗର ବ୍ଳକ୍ ଆନୁକୁଲ୍ୟରେ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ ଅଦ୍ୟ ଗୁରୁବାର ୮ ତାରିଖ ୨୦୨୬ ଦିନ ପଞ୍ଚାୟତ ସମିତି ସଭାଗୃହ ରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଶିଶୁ ପ୍ରକଳ୍ପ ଅଧିକାରୀଣି (ସି.ଡି.ପି.ଓ) ମିଲିମା…