ଆସ୍କା ଏନ୍ଏସିର ୬ ଜଣିଆ ଟିମ୍ ଦ୍ବାରା ଓଡ଼ଗାଁ ଏନ୍ଏସିର ସ୍ବଚ୍ଛତା ସର୍ବେକ୍ଷଣ,
ଓଡ଼ଗାଁ ସ୍ବଚ୍ଛତାରେ ଶୀର୍ଷ ସ୍ଥାନ ଗ୍ରହଣ କରିବ: ସର୍ବେକ୍ଷଣ ଦଳ
ଓଡ଼ଗାଁ,୨୪।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ତଥା ଓଡ଼ଗାଁ ସହରର ସ୍ବଚ୍ଛତା ଓ ସୁନ୍ଦରତାକୁ ଅନୁଧ୍ୟାନ ପାଇଁ ସୋମବାର ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଗୋଟିଏ ୬ଜଣିଆ…