ସାମ୍ୱାଦିକଙ୍କ ମାତୃ ବିୟୋଗ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଜିଲ୍ଲା ପ୍ରତିନିଧି ସାମ୍ୱାଦିକ ଅମିତ୍ ପଟ୍ଟନାୟକଙ୍କ ମାତା ଜୟଲକ୍ଷ୍ମୀ ପଟ୍ଟନାୟକ ଗତକାଲି ରାତ୍ରୀରେ ପରଲୋକ ଗମନ କରିଛନ୍ତି।ମୃତ୍ୟୁ ସମୟରେ ତାଙ୍କ ନିକଟରେ ବିରହୀ ସ୍ୱାମୀ କାର୍ତ୍ତିକ ପଟ୍ଟନାୟକ , ପୁତ୍ର ଦ୍ଵୟ ଅମିତ ଓ ମନୋଜ…

ଅଜୟଗଡ ସାପ୍ତାହିକ ହାଟର ଶୁଭ ଉଦଘାଟନ କଲେ ବିଧାୟକ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଅଜୟଗଡ ଗ୍ରାମରେ ବହୁ ପ୍ରତୀକ୍ଷିତ ସାପ୍ତାହିକ ହାଟର ଶୁଭ ଉଦଘାଟନ ଅନୁଷ୍ଠିତ ହୋଇଛି। ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ହାଟର ଶୁଭ ଉଦଘାଟନ କରିଥିଲେ।ଅଜୟଗଡ…

ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ମ୍ୟାଚରେ ସାମ୍ୱାଦିକ ଏକାଦଶ ବିଜୟୀ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ପୌର ପରିଷଦ ତରଫରୁ ଆଗାମୀ ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ସ୍ଥାନୀୟ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି(ସ୍ୱୟଂଶାସିତ)ମହାବିଦ୍ୟାଳୟ ଖେଳ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ପୌର…

ଶିକ୍ଷା କ୍ଷେତ୍ରରେ ଗଜପତିର ଗୌରବ ବଢ଼ାଇଲେ ଡ଼. ମାୟାଧର ସାହୁ

ପ୍ରୟାସ କାର୍ଯ୍ୟକ୍ରମ ଓ ଦଶମ ବୋର୍ଡ ଫଳାଫଳରେ ଉଲ୍ଲେଖନୀୟ ସଫଳତା ପାଇଁ ଜାତୀୟସ୍ତରରେ ସ୍ୱୀକୃତି ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଶିକ୍ଷା ପ୍ରଶାସନ କ୍ଷେତ୍ରରେ ନବସୃଜନ , ଉତ୍ତମ ପ୍ରଚଳନ ଓ ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ଗଜପତି ଜିଲ୍ଲାର ଜିଲ୍ଲା ଶିକ୍ଷା…

ମିସ୍ ଦିଭା ଏକ୍ସେଲେନ୍ସ ୨୦୨୬: ଜାତୀୟ ମଞ୍ଚରେ ଓଡ଼ିଶାର ଜାନଭୀ ଜେନାଙ୍କ ଦୀପ୍ତିମାନ ସଫଳତା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ପାଇଁ ଏକ ଗର୍ବ ଓ ପ୍ରେରଣାଦାୟକ ମୁହୂର୍ତ୍ତ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ଜାନଭୀ ଜେନା ମିସ୍ ଦିଭା ଏକ୍ସେଲେନ୍ସ ୨୦୨୬ ମୁକୁଟ ହାସଲ କରିଛନ୍ତି।ଦିଲ୍ଲୀ ଏନ୍‌ସିଆର୍‌ର ହାୟାତ୍ ସେଣ୍ଟ୍ରିକ୍ ଠାରେ ଆୟୋଜିତ ଏହି ସମ୍ମାନଜନକ…

ସାଂସଦ ଭାବରେ ୭ବର୍ଷର ହିସାବ ଦେଲେ ଅପରାଜିତା

୭ ବର୍ଷରେ ୫୫ପ୍ରକାର ବିକାଶ ଓ ସେବା କାର୍ଯ୍ୟର ବିବରଣୀ ଦେଲେ ଭୁବନେଶ୍ୱର ସାଂସଦ ୮୮% ଜନ ଅଭିଯୋଗ ର ହୋଇଛି ସମାଧାନ: ସାଂସଦ ଭୁବନେଶ୍ୱର ତା ୨୬.୦୮: ବିକାଶ ଓ ସେବା ହିଁ ରାଜନୀତି ର ମୂଳ ମନ୍ତ୍ର। ଯାହାକୁ ପାଥେୟ କରି ଜନସଂପର୍କ,ସଂଗଠନ ଗଢ଼ିବା ସହିତ ସାଂସଦ ଭାବରେ ସଂସଦ ଓ ଦେଶ…

ଓଡିଆ ଅସ୍ମିତାର ଦ୍ୱାହି ଦେଇ ବିଜେପି ଓଡ଼ିଶାକୁ
ଲୁଟିବାରେ ଲାଗିଛି: ବିଜେଡି

ଏମଏମଡିଆର ଆମେଣ୍ଡମେଣ୍ଟ ଆକ୍ଟ ପ୍ରସଙ୍ଗ ଓଡ଼ିଶାବାସୀଙ୍କ ହକ୍ ଛଡାଇ ନେଉଛି ଡବଲ ଇଞ୍ଜିନ ସରକାର ଖଣି ମାଲିକଙ୍କ ପ୍ରତି ବିଜେପି ସରକାରଙ୍କ ଏତେ ପ୍ରୀତି କ’ଣ ପାଇଁ ? ଭୁବନେଶ୍ୱର, ୨୬/୦୮/୨୦୨୬: ଓଡିଆ ଅସ୍ମିତାର ଦ୍ୱାହି ଦେଇ କ୍ଷମତାକୁ ଆସିଥିବା ବିଜେପି ଓଡ଼ିଶାକୁ ଲୁଟିବାରେ…

ଶୌଚାଳୟ ତିଆରି ହେଲା, ହେଲେ ତାଲା ଖୋଲିଲାନି!

ପ୍ରଶାସନର ଭୂମିକାକୁ ନେଇ ପ୍ରଶ୍ନ ବିଜେପୁର : ସାଧାରଣ ଲୋକଙ୍କ ସୁବିଧା ପାଇଁ ବିଜେପୁର ବିଜ୍ଞାପିତ ଅଞ୍ଚଳରେ ନୂତନ ଭାବେ ନିର୍ମାଣ ହୋଇଛି ଶୌଚାଳୟ। ହେଲେ ନିର୍ମାଣ ସରିବା ପରେ ମଧ୍ୟ ଏହାର ତାଲା ଖୋଲୁନାହିଁ। ଫଳରେ ଲୋକଙ୍କ ବ୍ୟବହାରକୁ ଆସିବା ପୂର୍ବରୁ ହିଁ ଶୌଚାଳୟଗୁଡ଼ିକ…

କେନ୍ଦୁଝର ରେ ଇଦ ମିଲାଦୁନ ନବୀ

କେନ୍ଦୁଝର :-କେନ୍ଦୁଝର ସଦର ମହକୁମା ପୁରୁଣା ସହର ଜୁମ୍ମା ମସଜିଦ ରୁ ଏକ ବିଶାଳ ଜୁଲୁସ ସହର ପରିକ୍ରମା କରି ଶାନ୍ତି ସ୍ନେହ ଭାଇଚାରା ର ବାର୍ତା ପ୍ରଦାନ କରିଛି ଇଦ ମିଲାଦୁନ ନବୀ ର ପର୍ବ, ଆଜି ପ୍ରାତଃ ରୁ ମସଜିଦ ପରିସର ଉତ୍ସବ ମୁଖର ହୋଇପଡ଼ିଥିଲା, ମୁସଲମାନ ଭାଇ ମାନେ ସମବେତ ହୋଇ ହଜରତ…

ଚନ୍ଦ୍ରଗିରି ଜୋନାଲ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ସ୍ଥିତ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ୧୨ତମ ଚନ୍ଦ୍ରଗିରି ଜୋନାଲସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ଓ କ୍ରୀଡ଼ା ପ୍ରତିଯୋଗିତା ୨୦୨୬-୨୭ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା…