ରାଷ୍ଟ୍ରୀୟ ଏକତା ଦିବସରେ ସଦର ଥାନା ପୁଲିସର ଏକତା ଦୌଡ଼

ଖୋର୍ଦ୍ଧା ରୁ (ସେକ ଜାଫର ):: ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୧ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଖୋର୍ଦ୍ଧା ସଦର ଥାନା ପୁଲିସ ପକ୍ଷରୁ ଏକତା ଦୌଡ଼ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏସ୍ପି ପରମାର ସ୍ମିଥ ପି. ଦାସ ଙ୍କ ନିର୍ଦେଶ କ୍ରମେସଦର ଥାନା ଅଧିକାରୀ…

ରାଷ୍ଟ୍ରୀୟ ଏକତା ଦିବସ ପାଳନ ଅବସରରେ ମାରାଥନ୍ ଦୌଡ଼ ଅନୁଷ୍ଠିତ

- ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଷ୍ଟ୍ରୀୟ ଏକତା ଦିବସ ପାଳନ ଅବସରରେ ଆଜି ଗଜପତି ଜିଲ୍ଲାର ପୋଲିସ ପକ୍ଷରୁ ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଏକ ମାରାଥନ୍ ଦୌଡ଼ ଆୟୋଜିତ ହୋଇଯାଇଛି। ଗଜପତି ଷ୍ଟାଡିୟମ୍‌ ଠାରୁ ମହାରାଜା ପ୍ୟାଲେସ୍ ପର୍ଯ୍ୟନ୍ତ ଏହି ଦୌଡ଼ ଅନୁଷ୍ଠିତ…

ଗଜପତିର ବନ୍ୟା ବିପନ୍ନଙ୍କ ଦୁଃଖ ନେଇ ରାଜସ୍ୱ ମନ୍ତ୍ରୀଙ୍କ ସହ ବିଧାୟକ ରୂପେଶ ପାଣିଗ୍ରାହୀଙ୍କ ଆଲୋଚନା

୭୦ ପ୍ରତିଶତ ଫସଲ ନଷ୍ଟ , ପିଇବା ପାଣି ଓ ଖାଦ୍ୟ ପାଇଁ ଡହଳବିକଳ ଲୋକେ – ଏକ ମାସର ରାସନ ଯୋଗାଇବାକୁ ଦାବି, ଚଳିତ ସପ୍ତାହରେ ପୁଣି ଗଜପତି ଗସ୍ତ କରିବେ ମନ୍ତ୍ରୀ ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପ୍ରକୃତିର ତାଣ୍ଡବରେ ଛାରଖାର ହୋଇପଡ଼ିଛି ଗଜପତି ଜିଲ୍ଲାର ଜନଜୀବନ।…

​ଚିକିଟି ପ୍ରେସ କ୍ଲବ ତରଫରୁ ସୁନାପୁରର ବାତ୍ୟା ପ୍ରପିଡିତ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

​ ଚିକିଟି ୩୧/୧୦:ବାତ୍ୟା ପ୍ରପିଡିତ ଜନସାଧାରଣଙ୍କୁ ସହାୟତାର ହାତ ବଢ଼ାଇଛି 'ଚିକିଟି ପ୍ରେସ କ୍ଲବ'। ପ୍ରାକୃତିକ ଦୁର୍ବାପ୍ୟ ଏବଂ ବାତ୍ୟା ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଗଞ୍ଜାମ ଜିଲ୍ଲା ଚିକିଟି ଅଞ୍ଚଳର ସୁନାପୁର ବେଳାଭୂମି ପାଖ ଓ ହରିଜନ ସାହିରେ ବାତ୍ୟା ପ୍ରପିଡିତ…

ଦୁର୍ନୀତି ନିବାରଣ ସପ୍ତାହ ଓ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

(ବିଶ୍ବରଂଜନ ପଟ୍ଟନାୟକ ),ଯାଜପୁର /ବ୍ଯାସନଗର: ଶନିବାର ବ୍ଯାସନଗର ସ୍ବୟଂ ଶାସିତ ମହାବିଦ୍ୟାଳୟରେ ଦୁର୍ନୀତି ନିବାରଣ ସପ୍ତାହ ଓ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ତା ୨୬/୧୦/୨୦୨୬ ଠାରୁ ତା ୦୧/୧୧/୨୦୨୬ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ…

MV-79 ପୋଲିସ ପକ୍ଷରୁ ସାବାରି ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ।

(ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ): MV-79: ଅକ୍ଟୋବର ୩୧ ତାରିଖ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ MV-79 ପୋଲିସ ପକ୍ଷରୁ MV-79 ସାବରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ସଚେତନତାମୂଳକ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି।ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ନେଇ ବିତର୍କ ଓ…

ଭାଳାମପଲ୍ଲୀରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ

ମାଲକାନଗିରି (31/10/26-ସୁରେନ୍ଦ୍ର କୁମାର ବେମାଳ): ମାଲକାନଗିରି ଜିଲ୍ଲାର MV-79 ଥାନା ପୋଲିସ ପକ୍ଷରୁ ଶିମିଳିବାଞ୍ଛା ପଞ୍ଚାୟତ ଅନ୍ତର୍ଗତ ଭାଳାମପଲ୍ଲୀ ଗ୍ରାମରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ MV-79 ଥାନା ଅଧିକାରିଣୀ ଶ୍ରୀମତୀ ପୂର୍ଣ୍ଣିମା ଟେଟେ, ଏସ୍‌ଆଇ…

ମଣିଭଦ୍ରା ବିଶ୍ୱଶାନ୍ତି ମହାଯଜ୍ଞ -୨୦୨୬ ପାଳନର ପ୍ରସ୍ତୁତି ବୈଠକ

ନୟାଗଡ଼ :– ଆଜି ନୟାଗଡ଼ ଜିଲ୍ଲାର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥଙ୍କ ଅଧ୍ଯକ୍ଷତାରେ ମଣିଭଦ୍ରା ବିଶ୍ୱଶାନ୍ତି ମହାଯଜ୍ଞ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅପରାହ୍ନ ୪ ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି । ଗଣିଆ ବ୍ଲକ ସ୍ଥିତ ମଣିଭଦ୍ରା ପାହାଡ଼ର…

ବିଜେପୁର ସ୍ନାତକ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ବିରୋଧରେ ଜାତିଆଣ ଆକ୍ଷେପ ଓ ଦୁର୍ବ୍ୟବହାର ଅଭିଯୋଗ

ବିଜେପୁର : ବରଗଡ଼ ଜିଲ୍ଲା ବିଜେପୁର ସ୍ନାତକ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷଙ୍କ ବିରୋଧରେ ଜାତିଆଣ ଆକ୍ଷେପ, ଅସଦାଚରଣ ଓ ଦୁର୍ବ୍ୟବହାର ଭଳି ସଙ୍ଗିନ ଅଭିଯୋଗ ଆସିଛି। ଏନେଇ ବିଜେପୁର ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌) ଏବଂ…

କୃଷି ବିଭାଗ ଅଧିକାରୀଙ୍କ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ

ଗଞ୍ଜାମ: : ଗଞ୍ଜାମ ଜିଲ୍ଲାର ବାତ୍ୟା ଅର୍ଣ୍ଣବ୍ ପ୍ରଭାବରେ ହୋଇଥିବା ପ୍ରବଳ ବନ୍ୟାରେ କ୍ଷତିଗ୍ରସ୍ତ ଅଞ୍ଚଳରେ ଚାଷଜମିର ସ୍ଥିତି ଅନୁଧ୍ୟାନ କରିବା ପାଇଁ କୃଷି ବିଭାଗର ଅଧିକାରୀ ମାନେ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଗାଁ କୁ ଗାଁ ବୁଲି କ୍ଷୟକ୍ଷତିର ପ୍ରାରମ୍ଭିକ ଆକଳନ ସହ…