ହସ୍ତତନ୍ତ ମେଳା ନାମରେ ରାସ୍ତା ଜାମକୁ ବିରୋଧ, ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ସମାଜସେବୀ

କେନ୍ଦୁଝର,ତା୨/୧୧- କେନ୍ଦୁଝର ସହରରେ କିଛି ଦିନଗଲେ କାଳୀପୂଜା ଆରମ୍ଭ ହେବ ସେତେବେଳେ ସହର ଉତ୍ସବ ମୁଖର ହେବ ହଜାର ହଜାର ଲୋକ ସହରକୁ ମେଳା ଦେଖିବାକୁ ଆସିବେ। ମେଳା ପଡିଆ ବାଦ ସହରର ମୁଖ୍ୟ ରାସ୍ତା ଥାନା ଛକରୁ ଚର୍ଚ୍ଚ ଛକ ଯାଏ ରାସ୍ତା କଡେ ଉଠା ଦୋକାନ ବସିବ। ତେବେ ସେଲାଗି ଚର୍ଚ୍ଚ ଛକରୁ…

ଅଙ୍ଗନବାଡି ଅଛି ହେଲେ ଘର ନାହିଁ

ସେଥିରେ ପୁଣି କଣ ନା , ସମସ୍ତେ ପଢିବେ ସମସ୍ତେ ବଢିବେ ! କେନ୍ଦୁଝର,ତା୨/୧୧- କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ତେନ୍ତଳାପଶି ପଞ୍ଚାୟତର ଧନୁର୍ଜ୍ଜୟପୁର ଗ୍ରାମର ଶତାଧିକ ମହିଳା ଆଜି କେନ୍ଦୁଝର ଜିଲ୍ଲାପାଳଙ୍କ ପାଖକୁ ଛୁଆଙ୍କ ପାଠ ପଢା ପାଇଁ ଅଭିଯୋଗ ନେଇ…

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ସଂଯୁକ୍ତ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି।ଏହି ଅଭିଯୋଗ ଶୁଣାଣିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ…

ହୋଟେଲ ରେ ଗଣ୍ଡଗୋଳ ଓ ଭଙ୍ଗାରୁଜା ଅଭିଯୋଗରେ ୯ ଅଭିଯୁକ୍ତ ଗିରଫ।

ଗୋପାଳପୁର: ଗୋପାଳପୁର ସହର ରେ ଅବସ୍ଥିତ ଏକ ହୋଟେଲରେ କୌଣସି କଥାକୁ ନେଇ କିଛି ଯୁବକ ହୋଟେଲ କର୍ମଚାରୀ ଓ ସାଧାରଣ ଗ୍ରାହକ ମାନଙ୍କୁ ମାରଧର କରିବା ସହ ହୋଟେଲ ଭିତରେ ଭଙ୍ଗାରୁଜା କରିବା ସହ ବହୁ ଆସବାବପତ୍ର ନଷ୍ଟ କରିଥିଲେ। ଏହି ଭଳି ପରିସ୍ଥିତିରେ ଅଭିଯୋଗ ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି…

ବନ୍ୟା ପର ସଚେତନl ଓ ସ୍ଵାସ୍ଥ୍ୟ ଶିବିର

ବ୍ରହ୍ମପୁର : ବ୍ରହ୍ମପୁର ସହର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଚିର ନିରୋଗ ପାଇଁ ବନ୍ୟା ବାତ୍ୟା ପରବର୍ତ୍ତୀ ସ୍ଵାସ୍ଥ୍ୟ ସଚେତନl ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଆରୋଗ୍ୟ ଭାରତୀ ଅଧ୍ୟକ୍ଷ ଡା.ନକୁଳ ସାହୁ ଉପସ୍ଥିତ ରହି କହିଲେ ବନ୍ୟା ଓ ବାତ୍ୟା ପରେ…

ବାସୁଦେବପୁର ବିଜେପି ର ମହାମିଶ୍ରଣ ପର୍ବ.

ବାସୁଦେବପୁର:ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ଙ୍କ ବିକାଶରେ ଅନୁପ୍ରାଣିତ ହୋଇ, ବାସୁଦେବପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନାୟକାଣିଡିହି ମଣ୍ଡଳର ବିରସ ପଞ୍ଚାୟତ ଠାରେ । ଭଦ୍ରକ ସାଂସଦ ଶ୍ରୀଯୁକ୍ତ ଅଭିମନ୍ୟୁ ସେଠୀ ଏବଂ ଭଦ୍ରକ ଜିଲ୍ଲା ବିଜେପି ସଭାପତି ଶ୍ରୀଯୁକ୍ତ ଭଗବାନ ପଣ୍ଡା ଓ…

ପୁନଃସ୍ଥାପନ କାର୍ଯ୍ୟର ତଦାରଖ ପାଇଁ ବାତ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କଲେ ଟିପିଏସ୍ଓଡିଏଲ୍ ସିଇଓ

ବିଦ୍ୟୁତ୍ ଯୋଗାଣର ଶୀଘ୍ର ପୁନଃସ୍ଥାପନ ଉପରେ ଗୁରୁତ୍ୱ ବ୍ରହ୍ମପୁର, ନଭେମ୍ବର: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍(ଟିପିଏସ୍ଓଡିଏଲ୍)ର ସିଇଓ ଶ୍ରୀ ଅମିତ କୁମାର ଗର୍ଗ ବରିଷ୍ଠ ଅଧିକାରୀଙ୍କ ସହ ଗଞ୍ଜାମ ଜିଲ୍ଲାର ବାତ୍ୟା ପ୍ରଭାବିତ ଆସିକା, ଶେରଗଡ଼ ଓ ସାନଖେମୁଣ୍ଡି…

ଦେଶୀ ମଦ ଜବତ, ୦୩ ଗିରଫ ।

ବାଲେଶ୍ୱର : ବାଲେଶ୍ୱର ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଖଇରା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ସିମୁଳିଆ ଥାନା ଅନ୍ତର୍ଗତ ଚନ୍ଦ୍ରପଡ଼ା ଓ ଝାଟିଆମାଳ ଗ୍ରାମରେ ଚଢ଼ାଉ କରାଯାଇ ୧୨୫ ଲିଟର…

ଡକାୟତି ଯୋଜନା କୁ ପଣ୍ଡ କଲା ବସ୍ତା ପୋଲିସ: ମରଣାସ୍ତ୍ର ସହ ତିନିଜଣ ଗିରଫ, ତିନି ଜଣ ଖସି ପଳାଇବାରେ ସଫଳ ।

-ବସ୍ତା 2/11: ବାଲେଶ୍ୱର ଜିଲ୍ଲା ବସ୍ତା ଏସଡିପିଓ ଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରା ସାମ୍ବା ଦିକ ସମ୍ମିଳନୀ ଅନୁଷ୍ଠିତ। ସୂଚନା ଥାଉ କି ଯେ, ବସ୍ତା ତଥା ଆଖ ପାଖ ଅଞ୍ଚଳ ସହିତ ରାଜପଥ ଉପରେ ବେଶ କିଛିଦିନ ଧରି ଚୋରି,ଡକାୟତି ଓ ରାହାଜାନି ବଢ଼ି ବଢ଼ି ଚାଲିଥିବା…

‘ମୁରାସୁ’ର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି

ମାଲକାନଗିରି (02/11/26): ସୁରେନ୍ଦ୍ର କୁମାର ବେମାଲ : ସମ୍ଭାବ୍ୟ ବାତ୍ୟା ‘ମୁରାସୁ’ର ମୁକାବିଲା ପାଇଁ ଓଡ଼ିଶା ସରକାର ଓ ପ୍ରଶାସନ ପକ୍ଷରୁ ପ୍ରସ୍ତୁତିକୁ ଗୁରୁତ୍ୱ ଦିଆଯାଇଛି। ବାତ୍ୟା ସମୟରେ ଜନସାଧାରଣଙ୍କ ଧନଜୀବନ ସୁରକ୍ଷା ସହ ଯେକୌଣସି ଜରୁରୀ ପରିସ୍ଥିତିର ତୁରନ୍ତ ମୁକାବିଲା କରିବା…