ଦ୍ୱାଦଶ ଭୀମପାହାଡ଼ ମହୋତ୍ସବର ଲୋଗୋ ଉନ୍ମୋଚିତ

ନଭେମ୍ବର ୮ରୁ ୧୨ ଯାଏଁ ପାଞ୍ଚଦିନ ଧରି ଚାଲିବ ମହୋତ୍ସବ; ୧୮ଟି ସାଂସ୍କୃତିକ ଦଳ ଯୋଗଦେବାର କାର୍ଯ୍ୟକ୍ରମ ବଲାଙ୍ଗିର, ୨ ନଭେମ୍ବର:: ବଲାଙ୍ଗିର ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭୀମଡୁଙ୍ଗୁରୀଠାରେ ଆସନ୍ତା ନଭେମ୍ବର ୮ରୁ ୧୨ ତାରିଖ ପର୍ଯ୍ୟନ୍ତ ପାଞ୍ଚଦିନ ଧରି ଦ୍ୱାଦଶ ଭୀମପାହାଡ଼…

ଲିଗାଲହେୟାର ପ୍ରମାଣପତ୍ରରେ ଜାଲିଅ।ତି ଅଭିଯୋଗ

ଖୋର୍ଦ୍ଧାରୁ (ସେକ ଜାଫର ): ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ତହସିଲରେ ଲିଗାଲହେୟାର ପ୍ରମାଣପତ୍ରରେ ଜାଲିଅ।ତି ଅଭିଯୋଗ ବଢ଼ିବାରେ ଲାଗିଛି । ପୂର୍ବରୁ ସମାନ ଅଭୀଯୋଗ ଖୋର୍ଦ୍ଧା ତହସିଲରୁ ଅ।ସିଥିବା ବେଳେ ଏବେ ଭୁବନେଶ୍ୱର ତହସିଲରୁ ଅ।ସିଛି ସାଘାତିକ ଅଭିଯୋଗ । ଜିଲ୍ଲାପାଳଙ୍କ ନିକଟରେ…

ସେବାର ସମୀଧ ଆମେ

(ସେବା ସପ୍ତାହ ଉପଲକ୍ଷେ) 🔹🔹🔹🔹🔹🔹🔹 ସେବାର ଯଜ୍ଞେ ସମୀଧ ଆମେରେନିଜକୁ ଆହୂତି ଦେଇଜଗତ କଲ୍ୟାଣେ ସମର୍ପିତ ହୋଇଆସିଛୁ ଜଳିବା ପାଇଁ ।।ଏହି ଜ୍ଜ୍ବଳନରେ ରହିଛି ଆନନ୍ଦଲାଗେନା ଯନ୍ତ୍ରଣା କିଛିସେବା ମଣିଷର ପରମ ଧର୍ମନେଇଅଛୁ ଆମେ ବାଛି ।।ପର ଉପକାର ଅଟଇ ଧରମନାହିଁ ଧର୍ମ ଆନ କିଛିଧର୍ମ…

ବିଜେଡିର ସ୍ୱତନ୍ତ୍ର ଟିମ୍ ସ୍ୱାଭିମାନ ଅଞ୍ଚଳ ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଝୁମ୍ ଡାଙ୍ଗ, ବାଙ୍ଗୁରସୁଧା, ସୁଆପାଲ୍ଲୀ…

ସୀମାନ୍ତ ଗ୍ରାମବାସୀଙ୍କ ପ୍ରତିଶ୍ରୁତି - ଆମେ ଓଡ଼ିଶା ସହ ରହିବୁ, ନବୀନ ବାବୁଙ୍କ ଉପରେ ଭରସା ଅଛି (ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ର ଚିତ୍ରକୋଣ୍ଡା ବ୍ଲକ ର ଧୂଳିପୁଟ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଝୁମ୍ ଡାଙ୍ଗ…

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ବଲାଙ୍ଗୀର (୦୨/୧୧): ବଲାଙ୍ଗୀର ପଞ୍ଚାୟତ ସାଧନା କେନ୍ଦ୍ରଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଗୌରୱ ଶିୱାଜୀ ଇସଲୱାର ଉପସ୍ଥିତ ରହି ଜନସାଧାରଣଙ୍କଠାରୁ ବିଭିନ୍ନ ସମସ୍ୟା ଓ ଅଭିଯୋଗ ଶୁଣିଥିଲେ। ଶିବିରରେ ମୋଟ…

ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ କାହ୍ନା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ରିଲିଫ୍ ବଣ୍ଟନ

ବ୍ରହ୍ମପୁର: ବ୍ରହ୍ମପୁର ସହରର ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ କାହ୍ନା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସଭାନେତ୍ରୀ ଶ୍ରୀମତୀ ରଞ୍ଜନା ମିଶ୍ରଙ୍କ ତତ୍ତ୍ୱାବଧାନରେ ୨୫ ଜଣିଆ ସଦସ୍ୟ/ସଦସ୍ୟା ଙ୍କ ଏକ ପ୍ରତିନିଧି ଦଳ ବନ୍ୟା ପ୍ରପୀଡ଼ିତଙ୍କୁ ସାହାଯ୍ୟ ପାଇଁ ଗତ ରବିବାର ଦିନ ଧରାକୋଟ ବ୍ଲକ୍…

ଏସିଏଫସୌମ୍ୟରଞ୍ଜନ ମୃତ୍ୟୁ ମାମଲା : ପାରଳାଖେମୁଣ୍ଡି ଏସଡିଜେଏମ କୋର୍ଟରେ ଆତ୍ମସମର୍ପଣ କଲେ ପତ୍ନୀ ବିଦ୍ୟାଭାରତୀ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ଏସଡିଜେଏମ କୋର୍ଟରେ ଆତ୍ମସମର୍ପଣ କଲେ ବିଦ୍ୟାଭାରତୀ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ସହକାରୀ ବନ ସଂରକ୍ଷକ (ଏସିଏଫ) ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ପାରଳାଖେମୁଣ୍ଡି…

ବଲାଙ୍ଗିର ଦିନ୍‌ କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ଅପମାନିତ, ନିନ୍ଦା ପ୍ରସ୍ତାବ ଆଣିଲା ସଂଘ

ବଲାଙ୍ଗିର : ଗତକାଲି ସଂଧ୍ୟାରେ ବଲାଙ୍ଗିର ଦିନ୍‌ ସଭା କାର୍ଯ୍ୟକ୍ରମ କୋଶଳ କଳାମଣ୍ଡଳ ପଡ଼ିଆରେ ପାଳିତ ହୋଇଥିବା ବେଳେ ଏଥିରେ ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘକୁ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରି ଅପମାନିତ କରାଯାଇଥିବା ଭଳି ସଂଗୀନ ଘଟଣା ସାମ୍ନାକୁ ଆସିଛି । ଏଥିପାଇଁ ସାମ୍ବାଦିକ…

ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର କର୍ମଚାରୀଙ୍କ ଅବସର ଗ୍ରହଣ ଉପଲକ୍ଷେ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ଜଗତସିଂହପୁର, ତା ୩୧.୧୦.୨୬ ରିଖ: ଆଜି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ, ଜଗତସିଂହପୁର ରେ କାର୍ଯ୍ୟରତ କର୍ମଚାରୀ ଶ୍ରୀ ପରିକ୍ଷୀତ ପଟ୍ଟନାୟକଙ୍କ ଅବସର ଗ୍ରହଣ ଉପଲକ୍ଷେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅଧିକାରୀ ଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ ରେ ଆୟୋଜିତ ହୋଇଥିଲା।…

ବାଲିକୁଦା ବ୍ଲକ କାର୍ଯ୍ଯାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର

ଜଗତସିଂହପୁର, ତା ୦୨.୧୧.୨୦୨୬- ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ବାଲିକୁଦା ବ୍ଲକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅଭିଯୋଗ ଶିବିର ରେ ଉପରିସ୍ଥ ଅଧିକାରୀ ମାନେ ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ର…