୬୫ ବସ୍ତା ଦେଶୀ ମଦ ପାଉଚ୍ ଜବତ

ପିକ୍‌ଅପ୍‌ ଭ୍ୟାନ୍‌ ଜବତ, ଚାଳକ ଗିରଫ ପରେ ଜେଲ୍‌ ହାଜତ ଓଡ଼ଗାଁ, ୩୦/୦୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ପୋଲିସ ଚଢ଼ାଉ କରି ୬୫ ବସ୍ତା ଦେଶୀ ମଦ ପାଉଚ୍‌ ଜବତ କରିଛି। ଏଥିସହ ଚୋରାଚାଲାଣରେ ବ୍ୟବହୃତ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଜବତ କରିବା ସହ

ସାମାଜିକ କଲ୍ୟାଣ ଯୋଜନା ନେଇ ସଚେତନତା କାର୍ଯ୍ୟକ୍ରମ,

ଓଡ଼ଗାଁ, ୩୦।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଦାଲତ ତାଲୁକ ଆଇନଗତ ସେବା କମିଟି ଆନୁକୂଲ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସାମାଜିକ କଲ୍ୟାଣ ଯୋଜନା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ରବିବାର ବରସାହି ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି। ତାଲୁକ

ଓଡ଼ଗାଁ କଲେଜରେ ବିଶ୍ୱ ସଂସ୍କୃତ ଦିବସ ପାଳିତ

‘ସଂସ୍କୃତ ଭାଷା ଦେବତାଙ୍କ ପ୍ରିୟ ଭାଷା’: ଅଶୋକ କୁମାର ମହାପାତ୍ର ଓଡ଼ଗାଁ, ୩୦।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଅନ୍ୟତମ ଶିକ୍ଷାକେନ୍ଦ୍ର ଭାବେ ପରିଚିତ ଓଡ଼ଗାଁ ରଘୁନାଥ ସମବାୟ ଡିଗ୍ରୀ ମହାବିଦ୍ୟାଳୟର ସଂସ୍କୃତ ସମ୍ମାନ ବିଭାଗ ପକ୍ଷରୁ ବିଶ୍ୱ ସଂସ୍କୃତ ଦିବସ ଉତ୍ସାହର

ଓଡ଼ଗାଁର ବିଶ୍ୱରଞ୍ଜନଙ୍କୁ ‘ମୋଷ୍ଟ ଏନର୍ଜେଟିକ୍ ପ୍ଲେୟାର’ ଆଖ୍ୟା,

ନିଜେ କ୍ୟାପ୍ ପିନ୍ଧାଇ ସମ୍ମାନିତ କଲେ ଜିଲ୍ଲାପାଳ ଓଡ଼ଗାଁ, ୩୦।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାସ୍ତରୀୟ ଲେଭେଲ୍-୩ ବ୍ୟାଡମିଣ୍ଟନ୍ ପ୍ରତିଯୋଗିତାରେ ଉତ୍କୃଷ୍ଟ କ୍ରୀଡ଼ା ପ୍ରଦର୍ଶନ କରି ଓଡ଼ଗାଁର ବିଶ୍ୱରଞ୍ଜନ ‘ମୋଷ୍ଟ ଏନର୍ଜେଟିକ୍ ପ୍ଲେୟାର’ ଭାବେ ବିବେଚିତ ହୋଇଛନ୍ତି।

ଜିଲ୍ଲାସ୍ତରୀୟ ଲେଭେଲ୍-୩ ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା:ଓଡ଼ଗାଁର ୬ ଖେଳାଳି ରାଜ୍ୟସ୍ତରକୁ ମନୋନୀତ

ଓଡ଼ଗାଁ, ୩୦।୮(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ିଶା ଷ୍ଟେଟ୍ ବ୍ୟାଡମିଣ୍ଟନ୍ ଆସୋସିଏସନ୍ (ଓଏସ୍‌ବିଏ) ପକ୍ଷରୁ ନୟାଗଡ଼ ଜିଲ୍ଲାସ୍ତରୀୟ ଲେଭେଲ୍-୩ ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ନୟାଗଡ଼ସ୍ଥିତ ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହୋଇଛି। ଏଥିରେ ଓଡ଼ଗାଁର ୬ ଜଣ ଖେଳାଳି

ନେପାଳ ବନ୍ୟା ବିଭୀଷିକା ରେ ମୃତକଙ୍କ ଆତ୍ମାର ସଦଗତି ଓ ଆହତଙ୍କ ଆରୋଗ୍ୟ ପାଇଁ ‘ତ୍ରିରଙ୍ଗା ମିଡ଼ିଆ’ ପକ୍ଷରୁ…

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ନେପାଳରେ ଘଟିଥିବା ପ୍ରଳୟଙ୍କରୀ ଓ ଆକସ୍ମିକ ବନ୍ୟା ବିଭୀଷିକାକୁ ପାଞ୍ଚ ଦିନ ବିତିଯାଇଥିଲେ ବି ସେଠାକାର ସ୍ଥିତି ଅତ୍ୟନ୍ତ ହୃଦୟବିଦାରକ ହୋଇରହିଛି। ବିଶେଷ କରି ରସୁଆ, ଧାଡ଼ିଂ ଏବଂ ନୂୱାକୋଟ୍ ଜିଲ୍ଲାରେ ପ୍ରକୃତିର କରାଳ ରୂପ ଯୋଗୁଁ

ବଂଶଧାରା ସାହିତ୍ୟ ସମାଜ ର ନୂତନ କମିଟି ଗଠିତ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡା ଜିଲ୍ଲା ଗୁଣପୁର ର ସର୍ବପୁରାତନ ସାହିତ୍ୟ ସଙ୍ଗଠନ ବଂଶଧାରା ସାହିତ୍ୟ ସମାଜ ର ଆଜି ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ପ୍ରଭାତ ଶତପଥିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେନୂତନ ସଭାପତି ଭାବେ ସିମାଞ୍ଚଳ

ଚିଲିକାରେ ଶିକ୍ଷା ବ୍ୟବସ୍ଥାର ଉନ୍ନତିକୁ ନେଇ ଆଇନ ମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ ବୈଠକ

ବାଲୁଗାଁ:(ସେକ୍ କୌସର):ଆଜି ଚିଲିକା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ତଥା ବିଧାୟକ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ଉଚ୍ଚ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷାର ପ୍ରସାର, ଶିକ୍ଷାର ମାନବୃଦ୍ଧି

ନେପାଳ ପ୍ରଳୟଙ୍କରୀ ବିପର୍ଯ୍ୟୟ : ମୃତକଙ୍କ ସଦ୍‌ଗତି ଓ ବିଶ୍ୱ ଶାନ୍ତି ପାଇଁ ବାଳ-ମୁକୁନ୍ଦ କେନ୍ଦ୍ର ତରଫରୁ ସାମୂହିକ…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପଡ଼ୋଶୀ ରାଷ୍ଟ୍ର ନେପାଳରେ ଅକସ୍ମାତ ଘଟିଯାଇଥିବା ପ୍ରଳୟଙ୍କରୀ ପ୍ରାକୃତିକ ବିପର୍ଯ୍ୟୟରେ ପ୍ରାଣ ହରାଇଥିବା ଶତାଧିକ ନିରୀହ ଲୋକଙ୍କ ଆତ୍ମାର ସଦ୍‌ଗତି ତଥା ସମଗ୍ର ମାନବ ଜାତିର ସୁରକ୍ଷା ପାଇଁ ପାରଳାଖେମୁଣ୍ଡି ସହରର ବିଭିନ୍ନ ଅନୁଷ୍ଠାନରେ

ଜାତୀୟ କ୍ରୀଡ଼ା ଦିବସ ଅବସରରେ ସାଇକଲ ରାଲି ଆୟୋଜିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମହାନ ହକି ଖେଳାଳି ତଥା ଭାରତୀୟ କ୍ରୀଡ଼ା ଜଗତର କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଜୟନ୍ତୀ ଅବସରରେ ପାଳିତ ଜାତୀୟ କ୍ରୀଡ଼ା ଦିବସର ତୃତୀୟ ତଥା ଶେଷ ଦିବସରେ ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଏକ ସାଇକଲ ରାଲି ଆୟୋଜିତ ହୋଇଯାଇଛି।ଉକ୍ତ