ଗୁଣପୁର ପୌର ପରିଷଦ ରେ ସ୍ବାୟତ ଶାସନ ଦିବସ ବହୁ ଆଡ଼ମ୍ବରେ ପାଳନ ହେଲା।
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି : ପବିତ୍ର ସ୍ୱାୟତ୍ତ ଶାସନ ଦିବସ ଅବସରରେ ଆଜି ଗୁଣୁପୁର ଠାରେ ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ଗଭୀର ଶ୍ରଦ୍ଧାଞ୍ଜଳି ପୂର୍ବକ ମାଳ୍ୟାର୍ପଣ କରାଯାଇଛି। ଏହି ଅବସରରେ ଏହି ମହାନ!-->!-->!-->…