ଆକାଶବାଣୀ କେନ୍ଦୁଝରର ବରିଷ୍ଠ ଉପସ୍ଥାପକ ତୁଷାର ସାମନ୍ତଙ୍କୁ ବିଦାୟ ସମ୍ବର୍ଦ୍ଧନା
କେନ୍ଦୁଝର,ତା୧/୯- କେନ୍ଦୁଝର ଆକାଶବାଣୀ କେନ୍ଦ୍ରର ବରିଷ୍ଠ ଉପସ୍ଥାପକ ତୁଷାର ସାମନ୍ତଙ୍କୁ ଆକାଶବାଣୀ କେନ୍ଦୁଝର ପରିସରରେ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। କେନ୍ଦ୍ରର କାର୍ଯ୍ୟକ୍ରମ ମୁଖ୍ୟ ଅନିତା ତୀର୍କି, ଯାନ୍ତ୍ରିକ ମୁଖ୍ୟ ସତୀଶ କୁମାର ଚାକି, ପ୍ରଶାସନିକ ବିଭାଗର ଅରବିନ୍ଦ!-->!-->!-->…