ମହାଶିବରାତ୍ରି ଅବସରରେ ବାବା ବୈଦ୍ୟନାଥ ଶୈବପୀଠ ରେ ଭଜନ ସମାରୋହ।
କେନ୍ଦୁଝର,ତା୧୬/୨- କେନ୍ଦୁଝର ଜିଲ୍ଲା ସଦରବ୍ଳକ ମଇଦାନକାଲ ପଞ୍ଚାୟତ ଅନ୍ତର୍ଗତ ତାଳପଦା ଠାରେ ମହାଶିବରାତ୍ରି ଅବସରରେ ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ସେଠାରେ ପୂଜା ପାଉଥିବା ବାବା ବୈଦ୍ଯନାଥ ଶିବ ମନ୍ଦିର ପ୍ରାଙ୍ଗଣରେ ଘଟଗାଁର ମା' ତାରିଣୀ ଭଜନ ଗ୍ରୁପ ଭଜନ ପରିବେଷଣ କରିଛନ୍ତି। ଉକ୍ତ…