ବ୍ରହ୍ମପୁର ଗୋଷାଣୀ ନୂଆଗାଁ ଥାନା ଅନ୍ତର୍ଗତ ବ୍ରହ୍ମପୁର ରେଳ ଷ୍ଟେସନ ୪ ନଂ ପ୍ଲାଟଫର୍ମ ରେ ଚଢାଉ କରି ବ୍ରହ୍ମପୁର ଅବକାରୀ ଗୋଇନ୍ଦା ବିଭାଗ ପକ୍ଷରୁ ଗୋଟିଏ ପାସେଞର୍ ଅଟୋରେ ମହଜୁଦ ଥିବା ୨୧ କିଲୋ ଗଞ୍ଜେଇ ଜବତ କରିବା ସହ ଅଭିଯୁକ୍ତ ୩ ଜଣ ଅଭିଯୁକ୍ତ ଓ ୩ଟି ଦାମୀ ମୋବାଇଲ ଫୋନ ଜବତ କରିଛନ୍ତି। ଉକ୍ତ ଗଞ୍ଜେଇ ଟ୍ରେନ ଯୋଗେ ବାହାର ରାଜ୍ୟକୁ ଚାଲାଣ ହେଉଥିବା ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଅବକାରୀ ଗୋଇନ୍ଦା ବିଭାଗ ଡିଏସପି ଖବର ପାଇ କର୍ମଚାରୀ ମାନଙ୍କ ଦ୍ଵାରା ଚଢ଼ାଉ କରି ସଫଳତା ପାଇଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post