ଲକ୍ଷାଧିକ ଟଙ୍କାର କପା ପୋଡ଼ି ନଷ୍ଟ 

ନୂଆପଡା /ପ୍ରିୟବ୍ରତ ପଣ୍ଡା ,ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ତରବୋଡ଼ ପଞ୍ଚାୟତର ଗୋହିରା ପଦର ଗାଁର ନେହେରୁ କାଣ୍ଡଙ୍କ ଘରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର କପା ପୋଡ଼ି ନଷ୍ଟ ହୋଇ ଯାଇଛି। ସ୍ଥାନୀୟ ଲୋକଙ୍କ କହିବାନୁସାରେ ବୁଧବାର ଭୋର ସମୟରେ କୌଣସି କାରଣ ବସତଃ ନେହେରୁ କାଣ୍ଡଙ୍କ ଘରେ ନିଆଁ…

ବିପ୍ଲବୀ ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ୧୨୨ତମ ଜୟନ୍ତୀ ଅବସରରେ ଯୁବ ସମାବେଶ ଓ ବୃହତ ରକ୍ତଦାନ ଶିବିର 

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ସ୍ୱାଧୀନତା ସଂଗ୍ରାମୀର ବିପ୍ଲବୀ ନେତା ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ୧୨୨ତମ ଜୟନ୍ତୀ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଜୁ ଯୁବ ବାହୀନୀର ମିଳିତ ସହଯୋଗରେ  ଜିଲ୍ଲ ସ୍ତରୀୟ ଯୁବ ସମାବେଶ ଓ…

ଜିଲ୍ଲା ସ୍ତରୀୟ ଜାତୀୟ ଶିଶୁ କନ୍ୟା ଦିବସ ପାଳିତ

Paralakhemundi/Balakrisna Panigrahi: ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଓ ଜିଲ୍ଲା ଚାଇଲ୍‍ଡ ଲାଇନ ସହଯୋଗରେ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ଜାତୀୟ ଶିଶୁ କନ୍ୟା ଦିବସ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ସବୁ…

କ୍ଷୁଦ୍ର ଜଳ ସେଚନ ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ :ଜଳର ସୁପରିଚାଳନା ଓ ସୁବିନିଯୋଗ ଉପରେ…

Paralakhemundi/Balakrisna Panigrahi : ଓଡିଶା ସରକାରଙ୍କ ଜଳ ସମ୍ପଦ ବିଭାଗର ଜିଲ୍ଲା କ୍ଷୁଦ୍ର ଜଳ ସେଚନ ବିଭାଗ ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତି ହୋଇଯାଇଛି । କ୍ଷୁଦ୍ର ଜଳ ସେଚନ ବିଭାଜନର ନିର୍ବାହୀ…

ବୁଧାପାଲି ଗ୍ରାମରେ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ। 

ପଦ୍ମପୁର/ନିିିଳ ଦୀପ-ରାଜବୋଡାସମ୍ବର ବ୍ଳକ ଭେଉଁରିଆ ପଞ୍ଚାୟତ ଅନ୍ତର୍ଗତ ବୁଧାପାଲି ଗ୍ରାମରେ ବୁଧାପାଲି ଉପ୍ରା ବିଦ୍ୟାଳୟ ଓ ଗ୍ରାମବାସୀଙ୍କ ମିଳିତ ଉଦ୍ୟମ କ୍ରମେ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ରାଜବୋଡାସମ୍ବର ବିଡ଼ିଓ ଶ୍ରୀମତୀ…

ହତ୍ୟା ମାମଲା : ୧୪ ଜଣଙ୍କୁ ଆଜୀବନ କାରାଦଣ୍ଡ

ରାୟଗଡା/ସରୋଜ ସାହୁ :ଗୁଣିଗାରିଡି ସନ୍ଦେହରେ ହତ୍ୟା ଅଭିଯୋଗର ବିଚାରଣ କରି ୧୪ ଜଣ ହତ୍ୟା ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ସହ ପଚିଶି ହଜାର ଟଙ୍କା ଲାଖାଏଁ ଅର୍ଥ ଦଣ୍ଡ ଦେବାକୁ ଶୁଣାଇଛନ୍ତି ରାୟଗଡା ଅତିରିକ୍ତ ଜିଲ୍ଲା ଦୌରାଜଜ୍  ଦେବଦତ ଦାଶ ମହାପାତ୍ର । ଉକ୍ତ ବିଚାରଣରେ ୧୯ ଜଣ ସାକ୍ଷୀଙ୍କ…

୭୦ ତମ ସାଧରଣତନ୍ତ୍ର ଦିବସ ଉପଲକ୍ଷେ ଉତ୍କଳ  ଆଲୁମିନା ତରଫରୁ ଅନ୍ତଃ ବିଦ୍ୟାଳୟ ପ୍ରତିଯୋଗିତା

ରାୟଗଡା(ସରୋଜ ସାହୁ) : ୭୦ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ରାୟଗଡା ଜିଲ୍ଳା କାଶିପୁର ବ୍ଳକ ଦୋରାଗୁଡା ଠାରେ ଉକôଳ ଆଲୁମିନା କମ୍ପାନୀ ତରଫରୁ ଶିକ୍ଷାର ଉନ୍ନତି ସହିତ ଛାତ୍ରଛାତ୍ରୀଙ୍କ ବିଭିନ୍ନ ଅନ୍ତଃନିର୍ହୀତ ଗୁଣର ପରିପ୍ରକାଶ ନିମନ୍ତେ ଅନ୍ତଃ ବିଦ୍ୟାଳୟସ୍ତରରେ କନିଷ୍ଠ  ଓ ବରିଷ୍ଠ …

ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ ।

  ପଦ୍ମପୁର/ନୀଳ ଦୀପ: ସ୍ଥାନୀୟ ରିକ୍ରେସନ ସେଣ୍ଟର ନଟରାଜ ପରିସର ପରିସରରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ହିନ୍ଦୀ ଜାଗରଣ ସାମୁଖ୍ୟ ପଦ୍ମପୁର ନଗର ସଂଯୋଜକ ଶ୍ରୀ ସୁନିଷ କୁମାର ଦୋରାଙ୍କ ଏକ ଭାବଗମ୍ଭୀର ପରିବେଶ ଭିତରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଭାରତୀ ପୂର୍ବ…

“ଅସାଧୁ ଲୋକ ମାନଙ୍କର ମେଂଟ ଅସାଧୁ ଉଦ୍ଦେଶ୍ୟରେ ହେଉଛି ପଶ୍ଚିମ ଓଡିଶାକୁ ଆହୁରି ଦରିଦ୍ର କରିବା ପାଇଁ “

ନବ-ନବୀନ ମିଶ୍ରଣ ପ୍ରସଙ୍ଗରେ କହିଲେ ଧର୍ମେନ୍ଦ୍ର  ନୂଆଦିଲ୍ଲୀ / ଭୁବନେଶ୍ୱର – ଅସାଧୁ ଲୋକ ମାନଙ୍କର ମେଂଟ ଅସାଧୁ ଉଦେଶ୍ୟରେ ହୋଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏମାନେ ନିଜର ବିଫଳତାକୁ ଲୁଚାଇବା ପାଇଁ ସରକାରୀ କଳକୁ ଦୂରୁପଯୋଗ କରିି ମୁଖ୍ୟମନ୍ତ୍ରୀ ତାଙ୍କର…

ନବୀନଙ୍କ ଶରଣରେ ନବ : ବିପୁଳ ସମର୍ଥକଙ୍କ ସହ ବିଜେଡିରେ କଲେ ଦମଦାର ଏଣ୍ଟ୍ରି 

ଭୁବନେଶ୍ୱର : ନବୀନଙ୍କ ଶରଣରେ କଂଗ୍ରେସ ଛାଡ଼ିଥିବା ଝାରସୁଗୁଡ଼ା ବିଧାୟକ  ନବ |  ବିପୁଳ ସମର୍ଥକଙ୍କ ସହ ବିଜେଡିରେ କଲେ ଦମଦାର ଏଣ୍ଟ୍ରି | ନବ ଦାସଙ୍କ ନେତୃତ୍ୱରେ ହଜାର ହଜାର ସଂଖ୍ୟାରେ କଂଗ୍ରେସ ନେତା, ନିର୍ବାଚିତ ପ୍ରତିନିଧି ଓ କର୍ମୀ ଆଜି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।…