ଆଜିର ମଜା, କାଲି ହୋଇପାରେ ସଜା !!!
ବୁଢା ହେବାର ପ୍ରତିଦ୍ବନ୍ଦ୍ବିତା ଲାଗିଛି ସୋସିଆଲ ମିଡିଆରେ
ବଡ଼ଲୋକ ମାନଙ୍କୁ ମୁଣ୍ଡିଆ ମାରିଲେ ଆଶୀର୍ବାଦ ମିଳେ ଆୟୁସ୍ମାନ ହୋଇଥା | ବିବାହିତ ମହିଳା ମାନେ ମୁଣ୍ଡିଆ ମାରିଲେ ଆଶୀର୍ବାଦ ମିଳେ " ଅହ୍ୟ ସୁଲକ୍ଷଣୀ ହୋଇ ଥା" ବା "ତୋ ହାତ କାଚ ବଜର ହୋଇଥାଉ" | ସ୍ତ୍ରୀ ଟି ତା ସ୍ୱାମୀର ଦୀର୍ଘ…