କେନ୍ଦ୍ରୀୟ ପଣ୍ୟାଗାର ନିଗମ ପ୍ରସଙ୍ଗରେ ପାଶୱାନଙ୍କୁ ପତ୍ର ଲେଖିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର କ୍ଷେତ୍ର ସିଡବ୍ଲୁସିକୁ ପାଟଣା ସହିତ ନମିଶାଇବା ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ଅନୁରୋଧ - ଧର୍ମେନ୍ଦ୍ର ପ୍ରଧାନ  ଭୁବନେଶ୍ୱର ସିଡବ୍ଲୁସି କାର୍ଯ୍ୟାଳୟ ସହିତ ପାଟଣା କାର୍ଯ୍ୟାଳୟକୁ ମିଶାଇଲେ ଅଯଥା ଭୌଗଳିକ ଏବଂ ପ୍ରଶାସନିକ ଚାପ ବୃଦ୍ଧି ପାଇବ ଓଡିଶାବାସୀଙ୍କ ବୃହତ…

ସାରେ ଭୁଲ ମାନିଲେ , କହିଲେ ଆଉ କରିବେନି

 ରେଢାଖୋଲ/ ଯଶୋବନ୍ତ ନାରାୟଣ ସାହୁ : ସରକାର ସମସ୍ତେ ପାଠ ପଢିବାକୁ ଆଇନ ପ୍ରଣୟନ କରିଛନ୍ତି । ଶିକ୍ଷକ ମାନେ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ଉତମ ବ୍ୟବହାର ଦେଖାଇବା ସହ କୌଣସି ଛାତ୍ରଛାତ୍ରୀ ମାନଙ୍କୁ ମାନସିକ ନିର୍ଯାତନା କି ମାଡ ମାରି ପାରିବେ ନାହିଁ ବୋଲି ସରକାର ଆଇନ କରିଛନ୍ତି । ପ୍ରତୈ÷କ…

ଶାଳପଟା ୪୨ ଖଣ୍ଡ ଜବତ : ବୋଲେରୋ ସହ ୨ଜଣ ଗିରଫ

ରେଢାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ: ରେଢାଖୋଲ ଅଂଚଳରୁ ଗାଡି ସାହାର୍ଯ୍ୟରେ ଚୋରାରେ ଜଙ୍ଗଲ ରୁ ପଟା ବାହାରକୁ ଚାଲାଣ ହେଉଥିବାର ଖବର ହସ୍ତଗତ ହୋଇଛି | ପ୍ରକାଶ ଯେ ରେଢାଖୋଲ ରେଞ ଅଧିନସ୍ଥ ଦଲକି ଗ୍ରାମ ପାଖରୁ  ରାତିରେ ବଲେରୋ ସାହାଯ୍ୟରେ ଚୋରାରେ ଶାଳପଟା ଚାଲାଣ ହେଉଥିବା ଜଙ୍ଗଲ…

ଐତିହାସିକ : ମୋଦି-ଶାହା ମାଇଲେ କତୁରୀ, ଉଠିଲା ତିନିଶ ସତୁରି

ଭାରତୀୟ ସ୍ଵାଧୀନୋତ୍ତର ଇତିହାସରେ ସର୍ବବୃହତ ବଳିଷ୍ଠ ନିଷ୍ପତ୍ତିକବର ପାଇଲା ଜାମୁ-କାଶ୍ମୀରର ରାଜ୍ୟ ପରିଚୟ, ଧାରା ୩୭୦ ଓ ୩୫ ଏ ଲାଦଖ ଓ ଜାମ୍ମୁ-କାଶ୍ମୀର ହେଲେ କେନ୍ଦ୍ର ଶାସିତ ଅଂଚଳବିଜୁ ଜନତା ଦଳର ଦମଦାର ସମର୍ଥନ ନୂଆଦିଲ୍ଲୀ: ପୂର୍ଣ୍ଣଛେଦ ପଡ଼ି଼ଛି ସବୁ କଳ୍ପନା କଳ୍ପନାଜଳ୍ପନାରେ |…

ଜାଇକା ଦେଇଛି ଯନ୍ତ୍ରଣା, ୨୦୨୦ ସୁଦ୍ଧା କାମ ସାରିବାକୁ କଟକ ବାସୀଙ୍କୁ ପ୍ରତାପଙ୍କ ପ୍ରତିଶ୍ରୁତି

 ତାଳଦଣ୍ଡା କେନାଲ ଉପରେ ବ୍ରିଜ ଲୋକାର୍ପିତ କଟକ ; କଟକରେ ଚାଲିଥିବା ଜାଇକା ସ୍ୱେରେଜେ କାମ କଟକ ବାସୀଙ୍କୁ ଅନେକ ଯନ୍ତ୍ରଣା ଦେଇଛି | ହେଲେ ସେ କାମ କେମିତି ଶୀଘ୍ର ସରିବ ସେଦିଗରେ ଆମେ ଯୋଜନାବଦ୍ଧ ଭାବେ କାମ କରୁଛୁ | ଦେଢ଼ବର୍ଷ ଭିତରେ ଅର୍ଥାତ ୨୦୨୦ ଶେଷ ସୁଦ୍ଧା ଜାଇକା କାମ ସାରିବା…

” ଜଣେ ସଙ୍ଗଠକ ଭାବେ ଲୋକ ଜୀବନକୁ ଗଢ଼ିବାରେ ଆନନ୍ଦ ପାଉଥିଲେ କର୍ମଯୋଗୀ କୃଷ୍ଣଚନ୍ଦ୍ର”

କୃଷ୍ଣଚନ୍ଦ୍ର ପଣ୍ଡାଙ୍କର ୧୦୩ତମ ଜନ୍ମ ଜୟନ୍ତୀ ଆୟୋଜିତ ବଲାଙ୍ଗିର,(ନିରୋଜ ମିଶ୍ର) : ବ୍ୟକ୍ତିର ଜୀବନ ଓ ତାର ବ୍ୟକ୍ତିଗତ ବିଷୟ ଅପେକ୍ଷା ତାର ସମାଜ ପ୍ରତି ଅବଦାନ ଓ ସମର୍ପିତ ମାନସିକତା ବେଶି ଗୁରୁତ୍ୱପୁର୍ଣ୍ଣ । ସ୍ୱର୍ଗତ କୃଷ୍ଣଚନ୍ଦ୍ର ପଣ୍ଡା ରାଜନିତିରେ ଯେତିକି ସମର୍ଥ ଥିଲେ, ତାଠାରୁ…

୧୭ ବର୍ଷରୁ କମ୍ ସୁବ୍ରତୋ ମୁଖାର୍ଜି ଫୁଟବଲ ଟୁର୍ଣ୍ଣାମେଣ୍ଟ : ଭାଗ ନେବେ ଟାଉନ ହାଇସ୍କୁଲର ଛାତ୍ର

 ବଲାଙ୍ଗିର (ନିରୋଜ ମିଶ୍ର) ସୁନ୍ଦରଗଡ ଜିଲ୍ଲାର ବଣାଇ ସ୍ଥିତ ଆର.ଡି.ଡି. ଉଚ୍ଚ ବିଦ୍ୟାଳୟ ଠାରେ ଆସନ୍ତା ୫ ତାରିଖରୁ ଆରମ୍ଭ ହେବାକୁ ଥିବା ୧୭ ବର୍ଷରୁ କମ୍ ସୁବ୍ରତୋ ମୁଖାର୍ଜି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଭାଗ ନେବା ପାଇଁ କୋଚ୍ ସଞ୍ଜିତ ମହାନ୍ତି,ମ୍ୟାନେଜର ରାଜେନ୍ଦ୍ର ସେଠଙ୍କ ନେତୃତ୍ୱରେ…

ଏକାଠି ହେଲେ ରାଜେନ୍ଦ୍ର କଲେଜ ପୁରାତନ ଛାତ୍ରସଂଘର ପୁର୍ବତନ ଛାତ୍ରନେତା

ପ୍ଲାଟିନମ ଜୁବୁଲି ଓ ପୂର୍ଣ୍ଣାଙ୍ଗ ବିଶ୍ୱବିଦ୍ୟାଳୟ ନେଇ ପ୍ରସ୍ତୁତିଆସନ୍ତା ଅଗଷ୍ଟ ୨୫ରେ ରାଜେନ୍ଦ୍ର କଲେଜ ପୁରାତନ ଛାତ୍ରସଂଘର ବୈଠକ ବଲାଙ୍ଗିର(ନିରୋଜ ମିଶ୍ର) -ପଶ୍ଚିମ ଓଡିଶାର ସର୍ବପୁରାତନ ତଥା ସ୍ୱନାମଧନ୍ୟ ରାଜେନ୍ଦ୍ର କଲେଜ(ଅଟୋନୋମସ)କୁ ୭୫ବର୍ଷ ପୂର୍ତ୍ତି ହେଉଛି । ତେଣୁ ଚଳିତବର୍ଷ…

ଜଗତସିଂହପୁର:ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ନିମନ୍ତେ ବୈଠକ

ଜଗତସିଂହପୁର:(ରମେଶ ମହାନ୍ତି)- ସ୍ଥାନୀୟ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଆଜି ଅପରାହ୍ନରେ ରାଜନୈତିକ ଦଳର ପ୍ରତିନିଧି ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହିତ ଜିଲ୍ଲାର ସ୍ଵତନ୍ତ୍ର  ଭୋଟର ତାଲିକା ସଂଶୋଧନ ସଂପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଜିଲ୍ଲାପାଳ ସଂଗ୍ରାମ କେଶରୀ…

ସରକାରୀ ଉଚ୍ଚ ବିଦ୍ୟାଳୟ ର ୫୩ ତମ ପ୍ରତିଷ୍ଠା ଦିବସ ପାଳିତ

ପଦ୍ମପୁର(ନୀଲାମ୍ବର ଦୀପ୍):- ସରକାରୀ ଉଚ୍ଚ ବିଦ୍ୟାଳୟ ର ୫୩ ତମ ପ୍ରତିଷ୍ଠା ଦିବସ ରବିବାର ଦିନ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସେବାଶ୍ରୀ ଭୋଇଙ୍କ ଅଧ୍ୟକ୍ଷତାରେ ମହାସମାରୋହରେ ପାଳିତ ହୋଇଯାଇଛି।ଏହି ଉତ୍ସବରେ ମାଣ୍ଡୋସିଲ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଶ୍ରୀଯୁକ୍ତ ସନ୍ତୋଷ ସିଂ ଠାକୁର…