ଭିଜିଲାନ୍ସ ଜାଲରେ ଉଦ୍ୟାନ କୃଷି ମାଳି

0

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲା ଉଦଳା ସହକାରୀ ଉଦ୍ୟାନ କୃଷି କାର୍ଯ୍ୟାଳୟର ମାଳି ଉଦ୍ଧବ ଚନ୍ଦ୍ର ବେହେରାଙ୍କ କପ୍ତିପଦା ବାସଭବନ ସହ ବଡ୍ଆମପଦା ଫାର୍ମହାଉସ, ନୁଦଡିହାର ଜାମବଣୀ ଠାରେ ଥିବା ଶ୍ବଶୁର ଘର, ଉଦଳା ଉଦ୍ୟାନ କୃଷି କାର୍ୟାଳୟରେ ଆଜି  ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଥିଲା। ଏଥିରେ ବାଲେଶ୍ବର ଭିଜିଲାନ୍ସ ବିଭାଗର  ୨ଟି ଟିମରେ ୧୮ଜଣ ଅଧିକାରୀ ସାମିଲ ରହିଥିଲେ । ଖବର ଲେକ୍ଜାଆଯିବା ପର୍ଯ୍ୟନ୍ତ  ଭିଜିଲାନ୍ସ ଉଦ୍ଧବଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଆକଳନ ଜାରି ରହିଥିଲା । ତେବେ ବିଭିନ୍ନ ସମୟରେ ଉଦ୍ଧବଙ୍କ ନାମରେ ବହୁ ଆୟ ବହିଭୁତ ସମ୍ପତ୍ତି ଥିବାର ଅଭିଯୋଗ ହୋଇଆସୁଥିଲା ।

 

Leave A Reply

Your email address will not be published.