ନବୀନ ଗଢିଲେ ୨୯ ଜଣିଆ ମେଡିଆ ଟିମ୍ :ଡ ସସ୍ମିତ ପାତ୍ରଙ୍କୁ ସଂଯୋଜକ ସହ ଜାତୀୟ ମୁଖପାତ୍ର ଦାୟିତ୍ୱ
ଭୁୂବନେଶ୍ୱର : ପୂର୍ବର ସମସ୍ତ ଆଦେଶକୁ ବାତିଲ କରି ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ଦଳର ୨୯ ଜଣିଆ ନୂଆ ମିଡିଆ ଟିମକୁ ଅନୁମୋଦନ ଦେଇଛନ୍ତି ।
ମେଡିଆ କୋର୍ଡିନେଟର ଭାବେ ସାଂସଦ ଡ ସସ୍ମିତ ପାତ୍ରଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଜାତୀୟ ମୁଖପାତ୍ର ଭାବେ ସାଂସଦ ପିନାକୀ ମିଶ୍ର,…