ଭୁବନେଶ୍ୱର (ଶାସକ ପ୍ରଶାସକ) – ଭୁବନେଶ୍ୱରର କଳ୍ପନା ଛକ – ରାଜମହଲ ମଧ୍ୟବର୍ତ୍ତୀ ରେଳବାଇ ଓଭର ବ୍ରିଜ ନିକଟରେ ଥିବା ଫଳ ଦୋକାନରେ ଲାଗିଲା ନିଆଁ । ଏହି ଅଗ୍ନିକାଣ୍ଡରେ ପ୍ରାୟ ୭/୮ ଟି ଫଳଦୋକାନ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । ବିଦ୍ୟୁତ ସଟ ସର୍କିଟ ଯୋଗୁ ଏହି ଅଘଟଣ ଘଟିଥିବା ଜଣାପଡିଛି । ଦମକଳ ବାହିନୀ ଆସି ଏହି ନିଆଁକୁ ଲିଭାଇବା ପାଇଁ ଉଦ୍ୟମ ଚଳାଇଛନ୍ତି ।