ମା ଦକ୍ଷୀଣକାଳିଙ୍କ ନୂତନମନ୍ଦିର ନିର୍ମାଣ ଲାଗି ଖୁଣ୍ଟ ସ୍ଥାପନା

0 2

 ପୁରୀ / ଶାସକ ପ୍ରଶାସକ : ପୁରୀ ଜିଲ୍ଲା ବୀରନରସିଂହପୁର ଠାରେ ଭଗବତୀ ଶ୍ରୀ ଶ୍ରୀ ଦକ୍ଷୀଣକାଳିଙ୍କ ନୂତନମନ୍ଦିର ନିର୍ମାଣ ଲାଗି ଗତକାଲି ଖୁଣ୍ଟ ସ୍ଥାପନା କାର୍ଯ୍ୟ ସମାପନ ହୋଇଯାଇଛି।ପବିତ୍ର ମକରସଂକ୍ରାନ୍ତି ରେ ଜଗତକଲ୍ୟାଣ ଉଦ୍ଦେଶ୍ୟରେ ଅଖଣ୍ତଦୀପ ସ୍ଥାପନ କାର୍ଯ୍ୟକ୍ରମ କରାଯାଇଥିଲା।ଏଥିରେ ପଣ୍ଡିତ ବିଶ୍ବମ୍ଭର ଦାଶ ଓ ପଣ୍ଡିତ ବିକ୍ରମକେଶରୀ ଦାଶ ସଂପୂର୍ଣ୍ଣ ବୈଦିକରୀତିରେ କାର୍ଯ୍ୟ ସମାପନ କରିଥିଲେ। ଗତକାଲି ମା ଦକ୍ଷୀଣକାଳି ଙ୍କ ନିତ୍ୟ ପୂଜକ ଗିରିଶ ଚନ୍ଦ୍ର ବାନାର୍ଜୀ(ତାରୁ ଭାଇନା) ନୂତନ ମନ୍ଦିର ନିର୍ମାଣ ଲାଗି ଖୁଣ୍ଟ ସ୍ଥାପନ ଲାଗି ଶୁଭ ଦେଇଥିଲେ।ସମସ୍ତ କାର୍ଯ୍ୟକ୍ରମ କୁ ଅନିକେତ ବାନାର୍ଜୀ(ପଲଟୁ) ସଂଚାଳନ କରିଥିଲେ।

Leave A Reply

Your email address will not be published.