Sign in
Sign in
Recover your password.
A password will be e-mailed to you.
Author
SPNEWS 56869 posts 0 comments
ମରାଠୀଗୁଡା ଗଜଲକ୍ଷ୍ମୀ ପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ
ଗୁଣପୁର / ସିଦ୍ଧାର୍ଥ ଦାଶ : ଗୁଣପୁର ସହର ମରାଠୀଗୁଡା ଗଜଲକ୍ଷ୍ମୀ ପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ ଆଜି ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଫିସ ସମ୍ମୁଖରେ ମା ଙ୍କ ପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ କାର୍ଯ୍ୟକ୍ରମ ହୋଇଥିଲା । ପୁଜା ର କର୍ତ୍ତା ଭାବେ ଶ୍ରୀ ସୂର୍ଯ୍ୟ ନାରାୟଣ ରଥ ଏବଂ ପୂଜକ ଭାବେ…
ପାଣି ପିଇବା ବାହାନାରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ
ଜୋରିମାନା ଦେଇ ନ ପାରିବାରୁ ବନ୍ଧା ହେଲେ ଦୁଷ୍କର୍ମ କାରି
ଘୁ. ଉଦୟଗିରି/ ଗଗନ ପ୍ରଧାନ : କନ୍ଧମାଳ ଜିଲା ଅଧୀନସ୍ଥ ରାଇକିଆ ଥାନା ଅଞ୍ଚଳରେ ସପ୍ତମ ଶ୍ରେଣୀର ଜଣେ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି. ଏହି ଅଭିଯୋଗରେ ଅଭିଯୁକ୍ତକୁ ଗୁରୁବାର ପୁଲିସ ଗିରଫ କରିଛି।…
ମହୁଲପାଲି ରେ ନୂଆଁଖାଇ ଭେଟ ପାଳିତ
ପଦ୍ମପୁର/ଶାସକପ୍ରଶାସକ-ପଦ୍ମପୁର ନିକଟସ୍ଥ ମହୁଲପାଲି ଗ୍ରାମ ରେ ମଙ୍ଗଳବାର ଦିନ ଧୂମଧାମରେ ନୂଆଁଖାଇ ଭେଟ୍ ପାଳିତ ହୋଇଥିଲା। ନବାନ୍ନ ଭକ୍ଷଣ ପରେ ସମସ୍ତ ଗ୍ରାମବାସୀ ଗାଁ ମୁଣ୍ଡରେ ଜୁହାର ଭେଟ ହୋଇଥିଲେ। ତା ପରେ ନେତାଜୀ ଯୁବକ ସଂଘ ପକ୍ଷରୁ ଆବାଳବୃଦ୍ଧବନିତା ଙ୍କ ପାଇଁ ବିଭିନ୍ନ ଖେଳର ଆୟୋଜନ…
ଅତ୍ୟାଧିକ ସ୍ପିଡ୍ ବ୍ରେକର ନିର୍ମାଣ ବିରୋଧ କରି ସମାଜ ସେବୀଙ୍କ ଏତଲା !
Gunupur /Sidhartha Das: ଗୁଣପୁର ଠରେ ତିଆରି କରାଯାଇଥିବା ସ୍ପୀଡ ବ୍ରେକେର ଯୋଗୁଁ ଉପୁଜିଥିବା ସମସ୍ୟା କୁ ନେଇ ମୁହଁ ଖୋଲିଛନ୍ତି ସମାଜ ସେବୀ ଆଶୁତୋଷ ବରାଳ । ଆବଶ୍ୟକ ଠାରୁ ଅତ୍ୟାଧିକ ବ୍ରେକେର ନିର୍ମାଣ ହେତୁ ବାରମ୍ବାର ଦୁର୍ଘଟଣା ଘଟୁଥିବା ଅଭିଯୋଗ ଆଣିଛନ୍ତି ।ପ୍ରତି ତିନି…
ଓଲଟିଲା ଗଙ୍ଗା
ପଦ୍ମପୁର/ଶାସକପ୍ରଶାସକ-ପାଇକମାଲ ପଦ୍ମପୁର ରାସ୍ତା ଗୋଇବାହାଳି ଛକ ଠାରେ ବସ ଦୁର୍ଘଟଣା। ସନ୍ଧ୍ୟା ୫ଟା ସମୟରେ ପାଇକମାଲ ରୁ ପଦ୍ମପୁର କୁ ଆସୁଥିବା ବେଳେ ଗୋଇବାହାଳି ଗ୍ରାମ ଛକ ପାଖରେ ପଦ୍ମପୁର ର ଗଙ୍ଗା ନାମକ ଏକ ଘରୋଇ ବସ ରାସ୍ତା ରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ହେଲେ ଅଳ୍ପକେ ଯାତ୍ରୀ…
ରାଜବୋଡାସମ୍ବର ସରକାରୀ ଉଚ୍ଚ ବିଦ୍ୟାଳୟରେ ଗୁରୁଦିବସ ପାଳିତ
ପଦ୍ମପୁର- () - ସ୍ଥାନୀୟ ରାଜବୋଡାସମ୍ବର ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସରୋଜ କୁମାର ଭୁଏଙ୍କ ଅଧ୍ଯକ୍ଷତାରେ ଗୁରୁ ଦିବସ ପାଳିତ ହୋଇ ଯାଇଛି। ସଭାରେ ଘେସ ମହାବିଦ୍ୟାଳୟର ଅବସର ପ୍ରାପ୍ତ ଇତିହାସ ଅଧ୍ୟାପକ ଡ଼. ଭକ୍ତପୂରନ ସାହୁ ,ମୁଖ୍ୟଅତିଥି,ଗୋଷ୍ଠୀଶିକ୍ଷା…
ଶ୍ରୀମନ୍ଦିର ସୁରକ୍ଷା ପାଇଁ ସରକାର ଯତ୍ନଶୀଳ ହେବା ଦରକାର – ଧର୍ମେନ୍ଦ୍ର ପ୍ରଧାନ
ପୁରୀ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ
ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ କାର୍ଯ୍ୟରେ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନିଆଯାଉ
ହଜାର ହଜାର ବର୍ଷର ପୁରୁଣା ପରମ୍ପରାକୁ ଆଧାର କରି ଆଧୁନିକ ବ୍ୟବସ୍ଥା ହେଉ ଏବଂ ଏଥିପାଇଁ ସବୁ ବ୍ୟବସ୍ଥା ଯତ୍ନଶୀଳ ଭାବେ ହେବା ଦରକାର
…
ବିଦ୍ୟାଳୟ ବାହାରେ ଗଣେଷ ପୂଜା କଲେ ଛାତ୍ର ଛାତ୍ରୀ
ମେଲଛାମୁଣ୍ଡା,(ମନୋଜ ଭୋଇ )- ଗ୍ରାମାଂଚଳର ସ୍କୁଲ ମାନଙ୍କରେ ପାଳନ ହେଉଥିବା ବିଭିନ୍ନ ପୂଜା ପର୍ବାଣି ପାଇଁ ଛାତ୍ର ଛାତ୍ରୀ ମାନେ ଚାତକ ପରି ଚାହିଁବସିଥାନ୍ତି । ସେହି ଦିନ ଯେତିକି ପାଖେଇ ଆସିଥାଏ ଛାତ୍ର ଛାତ୍ରୀଙ୍କ ମନ ଆନନ୍ଦରେ ଫାଟି ପଡୁଥାଏ । ହେଳେ କୋମଳ ମତି ପିଲାଙ୍କ ମନକୁ ଫଟେଇଥିବା…
ଘଡଘଡି ପଡ଼ି ଜଳିଗଲା ଘର,୩ ଗର୍ଭଣୀଗାଈ ଜୀବନ୍ତ ଦଗ୍ଧ
ଖରାପ ରାସ୍ତା ଯୋଗୁଁ ବିଳମ୍ବରେ ପହଞ୍ଚିଲା ଦମକଳ ବାହିନୀ
ଜଗତସିଂହପୁର:(ରମେଶ ମହାନ୍ତି):-ଗତକାଲି ବିଳମ୍ବିତ ରାତିରେ ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତ ସ୍ଥିତ ଗୁଣ୍ଠିଲୋ ଗ୍ରାମର ପୁର୍ଣ୍ଣ ଚନ୍ଦ୍ର ମହାନ୍ତିଙ୍କ ଘର ଉପରେ ଘଡଘଡି ପଡ଼ି ଦୁଇ ବଖରା ଘର ଜଳିଯିବା ସହିତ ୩ଟି…