ଆରମ୍ଭ ହେଲା ଜିଲ୍ଲା ସାଂସ୍କୃତିକ ମହୋତ୍ସବ ଯତରା-୨୦୨୦ : ଝୁମିଲା ସୁନ୍ଦରଗଡ
ସୁନ୍ଦରଗଡ(ହୋରାଚାନ୍ଦ ଦେଉରିଆ) - ଆଜିଠାରୁ ଆରମ୍ଭ ହୋଇଛି ସୁନ୍ଦରଗଡ଼ ଜିଲ୍ଲାର କଳା, ସଂସ୍କୃତି ଓ ପରମ୍ପରା ମହାପାର୍ବଣ "ଯତରା" | କଳା ସଂସ୍କୃତିର ଏହି ମହା ସଙ୍ଗମ ଆଜିଠାରୁ ଆରମ୍ଭ ହୋଇ 31 ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଭବାନୀ ଭବନ ପଡ଼ିଆ ପରିସରରେ ଅନୁଷ୍ଠିତ ହେବ | ଉଦଘାଟନି ଉତ୍ସବରେ…