ଯୁବ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ନିଜ ପ୍ରତିଭା ଦେଖାଇଲେ ବିଧାୟକ (see video)
ଜଗତସିଂହପୁର:(ରମେଶ ମହାନ୍ତି):-ପାରାଦ୍ବୀପ ନିର୍ବାଚନମଣ୍ଡଳୀର ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ଜଡ଼ତିରା ପଞ୍ଚାୟତ ଠାରେ ବିଜୁ ଯୁବବାହିନୀ ଆନୁକୁଲ୍ୟରେ ଏକ ପଞ୍ଚାୟତ ସ୍ତରୀୟ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ବୁଧବାର ସଂଧ୍ୟାରେ ସ୍ଥାନୀୟ ଦୁର୍ଗାମଣ୍ଡପ ନିକଟରେ ଅନୁଷ୍ଠିତ ହୋଇଯାଇଛି।ଏହି…